ନୂଆଦିଲ୍ଲୀ,୨୨।୬: ଜୁନ୍ ୨୪ ଦେବସ୍ନାନ ପୂର୍ଣ୍ଣିମାରେ ଆକାଶରେ ବଡ଼ ଚନ୍ଦ୍ରମାକୁ ଦେଖିବାକୁ ମିଳିବ। ସ୍ବାଭାବିକ ଆକାରଠାରୁ ଏହି ଚନ୍ଦ୍ରମା ଆକାର ଯଥେଷ୍ଟ ବଡ଼ ରହିବା ସହିତ ଅଧିକ ଉଜ୍ୱଳ ମଧ୍ୟ ଦେଖାଯିବ। ମହାକାଶ ବିଜ୍ଞାନୀ ଏହାକୁ ଷ୍ଟ୍ରବେରୀ ମୁନ୍ କହିଥାନ୍ତି। ଜୁନ୍ ମାସରେ ଷ୍ଟ୍ରବେରୀ ବହୁଳ ଭାବେ ଫଳୁଥିବାରୁ ଚନ୍ଦ୍ରମାର ଏଭଳି ନାମ କରଣ କରାଯାଇଛି। ଏହା ଉଦୟ ସମୟରେ ଏହା କମଳା ରଙ୍ଗରେ ଦୃଶ୍ୟମାନ ହେବ। ପରବର୍ତ୍ତୀ ସମୟରେ ଏହାର ରଙ୍ଗ ହଳଦିଆ ହୋଇଯିବ। ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମହାକାଶ ବିଜ୍ଞାନୀମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ତେବେ ଭାରତରେ ଷ୍ଟ୍ରବେରୀ ଚନ୍ଦ୍ରମା ଦୃଶ୍ୟମାନ ହେବ ନାହିଁ। ସ୍ବାଭାବିକ ଆକାରଠାରୁ ବଡ଼ ଦେଖାଯାଉଥିବା ଚନ୍ଦ୍ରମାକୁ ମହାକାଶ ବିଜ୍ଞାନୀମାନେ ବ୍ଲୁମିଂ ମୁନ୍, ବାର୍ଥ ମୁନ୍, ହନି ମୁନ୍, ମିଡ୍ ମୁନ୍, ହଟ୍ ମୁନ୍ ଆଦି ନାମକରଣ କରିଥାନ୍ତି।
ତଳକୁ ମୁହଁ କରି ଖାଉଥିଲା କୁକୁର: ପଛରୁ ଖୁମ୍ପିଲା କାଉ; ଆଉ ତା’ ପରେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...
ବରଙ୍କ ନାମ ସମାଜବାଦ, କନ୍ୟାଙ୍କ ନାମ ମମତା ବାନାର୍ଜୀ; ଜାଣନ୍ତୁ କେବେ ପଡ଼ିବ ହାତଗଣ୍ଠି
ତାମିଲନାଡୁର ସେଲମ ଜିଲାରୁ ଏମିତି ଏକ ବିବାହ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଚର୍ଚ୍ଚାର ମୁଖ୍ୟ କାରଣ ହେଲା ବର...
ଇଏ ବି ଭ୍ୟାକ୍ସିନେସନ ସେଣ୍ଟର
କୋଭିଡ୍-୧୯ର ମୁକାବିଲା ପାଇଁ ସାରା ପୃଥିବୀରେ ଚାଲିଛି ଟିକାକରଣ ବା ଭ୍ୟାକ୍ସିନେସନ। ଭୟ ଓ ଆତଙ୍କ ମଧ୍ୟରେ ଜିଉଥିବା ମଣିଷଙ୍କ ପାଇଁ ଏହା ହିଁ ଜିଇବାର...
ଯୋଗାମୁଦ୍ରାରେ ପଶୁପତି…
ଯୋଗର ଆରମ୍ଭ ପ୍ରାକ୍ ବୈଦିକ ଯୁଗରୁ ହୋଇଛି ବୋଲି ଗ୍ରହଣ କରାଯାଇଥାଏ । ସିନ୍ଧୁ ସଭ୍ୟତାରୁ ମିଳିଥିବା ପୋଡ଼ାମାଟି ମୁଦ୍ରାରେ ପଶୁପତି ଯୋଗାସନ ମୁଦ୍ରାରେ ବସିଥିବାର...
ପୁଣି ଭାରତକୁ ଫେରିବ ଟିକ୍ଟକ୍ !
ଶର୍ଟ ଭିଡିଓ ଷ୍ଟ୍ରିମିଂ ମୋବାଇଲ ଆପ୍ ‘ଟିକ୍ଟକ୍’ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ସୂଚନା ଦେଇଛି ଯେ, ଏହା ନୂତନ ସୋସିଆଲ ମିଡିଆ...
ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି
ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...
ବିବାହ ସମୟରେ ଆରବୀ ଶବ୍ଦ କହିଲା ବେଳେ ଝୁଣ୍ଟିଲେ ବର: ମୌଲବୀଙ୍କୁ ସନ୍ଦେହ ହେବାରୁ ଜଣାପଡ଼ିଲା ସତ
ଲକ୍ଷ୍ନୌ,୧୪।୬: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରୁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବିବାହ ସମୟରେ ଜଣେ ବରଙ୍କ ମିଥ୍ୟା ପଦାକୁ ଆସିଛି। ବିବାହ ସମୟରେ ଆରବୀ...
ମୋଦିଙ୍କୁ କୁକିଙ୍କ ନିବେଦନ: ସାର୍ ବିଦାୟ ସମ୍ବର୍ଦ୍ଧନା ତ କରି ଦିଅନ୍ତୁ, +୨ ପଢ଼ୁଥିବା ନେହାଙ୍କୁ ଶାଢ଼ିରେ ଦେଖିବାକୁ ଇଚ୍ଛା ଥିଲା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ବୈଠକ ପରେ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରଦ୍ଦ କରାଯିବା ନେଇ ଘୋଷଣା କରାଯାଇଥିଲା। କୋଭିଡର...


