ମୁମ୍ବାଇ,୨୨।୬: ବଲିଉଡ୍ ଅଭିନେତ୍ରୀ ରାଖି ସାଓ୍ବନ୍ତ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଆକ୍ଟିଭ୍ ରହିଛନ୍ତି। କିଛି ଦିନ ତଳେ ବାବା ରାମଦେବଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ରାଖି ଏବେ ଜଣେ ଅଟୋ ଡ୍ରାଇଭରଙ୍କୁ ନୃତ୍ୟ ଶିଖାଇ ଚର୍ଚ୍ଚାରେ ରହିଛନ୍ତିି। ରାଖି ନିଜର ଲାଟେଷ୍ଟ୍ ଗୀତ ଡ୍ରିମ୍ ମେ ଏଣ୍ଟ୍ରି…ର ତାଳେତାଳେ ନୃତ୍ୟ ଶିଖାଊଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହି ଭିଡ଼ିଓକୁ ରାଖି ଇନଷ୍ଟାଗ୍ରାମ୍ରେ ଅପଲୋଡ୍ କରିଛନ୍ତିି। ଭିଡ଼ିଓଟି ଏବେ ଭାଇରାଲ ହେବାରେ ଲାଗିଛି। ରାଖି ଭିଡ଼ିଓ ମାଧ୍ୟମରେ ନିଜର ଲାଟେଷ୍ଟ୍ ଗୀତକୁ ପ୍ରମୋଟ୍ କରିବା ଲାଗି ଏଭଳି କରିଥିବା କେତେକ ୟୁଜର କମେଣ୍ଟ କରିଛନ୍ତି।
ଅନ୍ସ୍କ୍ରିନ ଦିଅରଙ୍କ ପ୍ରେମରେ ପଡ଼ିଛନ୍ତି ଐଶ୍ୱର୍ଯ୍ୟା; ସରିଲାଣି ନିର୍ବନ୍ଧ
ବମ୍ବେ: ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ଅଭିନୟ କରୁ କରୁ ସତସତିକା ପ୍ରେମରେ ପଡ଼ିଛନ୍ତି। ପରଦାରେ ଚରିତ୍ର ଥାଏ ଭିନ୍ନ। ହେଲେ ଅସଲ ଜୀବନରେ...
ସୁଶାନ୍ତଙ୍କୁ ମନେ ପକାଇଲେ ଅଙ୍କିତା
ଟିଭିରୁ ବଲିଉଡରେ ପ୍ରବେଶ କରିଥିବା ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରୁ ବିରତି ନେଇଥିଲେ। କିନ୍ତୁ ତାଙ୍କ ପୂର୍ବତନ ପ୍ରେମିକ...
ଯୋଗ କଲେ ଶିଳ୍ପା, ଭିଡିଓ ଶେୟାର କରି କହିଲେ…
ମୁମ୍ବାଇ: ଆଜି ଅର୍ଥାତ୍ ଜୁନ୍ ୨୧ରେ ସାରା ବିଶ୍ୱରେ ୭ତମ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ ନେତା, ଅଭିନେତାମାନେ ଯୋଗ କରିବା ଫଟୋ...
ପାକିସ୍ତାନୀ ଗାୟକ ଫର୍ହାଦ୍ଙ୍କ ପରଲୋକ
ଇସ୍ଲାମାବାଦ: ପାକିସ୍ତାନୀ ଗାୟକ ଫର୍ହାଦ୍ ହୁମାୟନ୍ଙ୍କ ପରଲୋକ ହୋଇଛି। ତାଙ୍କୁ ୪୨ ବର୍ଷ ହୋଇଥିଲା। ଗାୟକ ଅତିଫ୍ ଅସ୍ଲାମ, ଅଭିନେତା ଅଲି ଜାଫର୍, ଅର୍ଜୁନ ମାଥୁରଙ୍କ...
ଗୌହରଙ୍କଠାରୁ କରନ୍ ସିଂହ ଗ୍ରୋଭର: ସର୍ବସମ୍ମୁଖରେ ଚାପୁଡ଼ା ଖାଇଛନ୍ତି ଏସବୁ କଳାକାର; କାରଣ ଜାଣିଲେ…
ବମ୍ବେ: ବଲିଉଡ୍ କଳାକାରଙ୍କ ପରି ଟେଲି କଳାକାରମାନେ ନିଜର ଅଭିନୟ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ପ୍ରଶଂସକମାନେ ମଧ୍ୟ ସେମାନଙ୍କ ଜୀବନର ଛୋଟବଡ଼...
ପ୍ରଥମେ ନା, ପରେ ହଁ
କଥାରେ ଅଛି, ‘ଆରେ ଢାମଣା, ବୁଲି ବୁଲି ପୁଣି ସେଇ ଅଗଣା।’ ଦେଖୁନାହାନ୍ତି, ଫିଲ୍ମଟିର କାହାଣୀ ବିଷୟରେ ଶୁଣିବା ପରେ ସେ ଏଥିରେ ଅଭିନୟ କରିବେ...
ରାତାରାତି ମିଳିଥିଲା ଷ୍ଟାର୍ ଡମ୍…
ମୁମ୍ବାଇ,୮।୬: ବଲିଉଡ୍ ଅଭିନେତ୍ରୀ ଡିମ୍ପଲ କପାଡ଼ିଆ ମଙ୍ଗଳବାର ୬୪ ବର୍ଷ ପୂରଣ ହୋଇଛି। ୧୯୫୭ ଜୁନ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ...
ପିଲାଦିନର ବନ୍ଧୁଙ୍କ ହାତ ଧରିବା ପରେ ସଲମାନଙ୍କ ଏହି ନାୟିକା ପାଲଟିଥିଲେ ଗୃହିଣୀ, କହିଥିଲେ ‘ପରିବାର ଆଗ’
ବମ୍ବେ: ବଲିଉଡ୍ର ଦବଙ୍ଗ ଖାନ୍ ସଲମାନଙ୍କ ବିପକ୍ଷରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଭାଗ୍ୟଶ୍ରୀ। ଦର୍ଶକେ ଚଳଚ୍ଚିତ୍ର ‘ମୈନେ ପ୍ୟାର କିୟା’ରେ ଉଭୟଙ୍କ ଯୋଡ଼ିକୁ ବେଶ୍ ପସନ୍ଦ...


