ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଆଜି ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଏଭରଗ୍ରୀନ ଅଭିନେତା ଅନିଲ କପୁରଙ୍କ ଝିଅ ହୋଇଥିଲେ ମଧ୍ୟ ସୋନମ କପୁରଙ୍କୁ ନିଜ କ୍ୟାରିୟର୍ ଗଢିବାକୁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ସେ ପକେଟ ଟଙ୍କା ପାଇଁ ୱେଟର କାମ କରୁଥିଲେ। ସୋନମଙ୍କର ସିଙ୍ଗାପୁରର ଏକ ମେକ୍ସିକୋ ରେଷ୍ଟୁରାଣ୍ଟରେ ୱେଟର୍ସ ଭାବରେ କାମ କରୁଥିଲେ। ତାଙ୍କ ଜନ୍ମଦିନରେ ଅନିଲ କପୁର ଝିଅର ଅନେକ ଫଟୋ ଶେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ଫଟୋ ଶେୟାର କରି ଅନିଲ ଲେଖିଛନ୍ତି, ସୋନମ, ଯେଉଁ ଝିଅ ସର୍ବଦା ତାଙ୍କ ସ୍ବପ୍ନକୁ ଅନୁସରଣ କରେ ଏବଂ ସହୃଦୟକୁ ଶୁଣେ! ଆପଣ ପ୍ରତିଦିନ ଝିଅକୁ ବଢିବା ଦେଖି ମାତାପିତା ଭାବରେ ଏକ ସ୍ବପ୍ନ ସାକାର ହେବା ପରି। ମୁଁ ଏପରି ଅଦ୍ଭୁତ ସନ୍ତାନ ପାଇ ବହୁତ ଭାଗ୍ୟବାନ। ତୁମେ ଆଗକୁ ଶକ୍ତିଶାଳୀ ଏବଂ ଦୟାଳୁ ହୁଅ ବୋଲି ସେ ଲେଖିଛନ୍ତି। ସୋନମ କପୁର ପ୍ରାୟତଃ ତାଙ୍କ ସ୍ବମୀ ଆନନ୍ଦ ଆହୁଜାଙ୍କ ସହ ଦିଲ୍ଲୀ ଘରେ ରୁହନ୍ତି। ଏହି ଘର ବହୁତ ବିଳାସପୂର୍ଣ୍ଣ ଅଟେ। ଆନନ୍ଦ ଆହୁଜାଙ୍କ ପରିବାର ବ୍ୟବସାୟ ବହୁତ ବଡ ଅଟେ। ଦିଲ୍ଲୀରେ ଅବସ୍ଥିତ ସୋନମଙ୍କ ଘରର ମୂଲ୍ୟ ୧୭୩ କୋଟି ଟଙ୍କା। ଆନନ୍ଦ ଦିଲ୍ଲୀର ପ୍ରସିଦ୍ଧ ବ୍ୟବସାୟ ହରିଶ ଆହୁଜାଙ୍କ ପୁଅ। ସେ ହେଉଛନ୍ତି ‘ଭାନେ’ର ସିଇଓ ତଥା ପ୍ରତିଷ୍ଠାତା।
ପ୍ରିତି ଜିଣ୍ଟାଙ୍କ ପୂର୍ବ ପ୍ରେମିକଙ୍କଠାରୁ ଆରମ୍ଭ କରି ବିକ୍ରମ ଭଟ୍ଟଙ୍କୁ ଡେଟ୍ କରିଛନ୍ତି ଏହି ଅଭିନେତ୍ରୀ; ହେଲେ ଆଜି ବି ଅବିବାହିତା…
ବମ୍ବେ: ୨୦୦୦ରେ ରିଲିଜ ହୋଇଥିବା ବ୍ଲକବଷ୍ଟର ଫିଲ୍ମ ‘କହୋ ନା ପ୍ୟାର ହୈ’ ଜରିଆରେ ବଲିଉଡ୍ରେ ପାଦ ରଖିଥିବା ଅଭିନେତ୍ରୀ ଅମିଶା ପଟେଲଙ୍କ ଆଜି ହେଉଛି...
ପାରିବାରିକ ହିଂସା ମାମଲାରେ କରନଙ୍କୁ ମିଳିଲା ଜାମିନ
ମୁମ୍ବାଇ,୧।୬: ଅନେକ ଟିଭି ସିରିୟଲ୍ରେ କାମ କରି ବେଶ୍ ଲୋକପ୍ରିୟତା ହାସଲ କରିଥିବା ଅଭିନେତା କରନ ମେହେରାଙ୍କୁ ପାରିବାରିକ ହିଂସା ମାମଲାରେ ଜାମିନ ମିଳିଛି। ସୋମବାର...
କେବଳ ବାପାଙ୍କ ଏହି ସର୍ତ୍ତ ପାଇଁ ଆଜି ବି କୁଆଁରୀ ଅଛନ୍ତି ଏକତା କପୁର, ହେଲେ ପୁଅକୁ ନେଇ ଭାରି ଖୁସି
ଟିଭିର କ୍ୱିନ୍ କୁହାଯାଉଥିବା ଏକତା କପୁରଙ୍କ ଆଜି ଜନ୍ମ ଦିନ। ସେ ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତା ଜିତେନ୍ଦ୍ର ଏବଂ ଶୋଭା...
ବଲିଉଡ୍ର ଏହି ଅଭିନେତ୍ରୀଙ୍କ ଉପରେ ଶୁଟିଂ ହୋଇଥିଲା ସର୍ବାଧିକ ବଳାତ୍କାର ଦୃଶ୍ୟ; ମାତ୍ର ୨୭ ବର୍ଷରେ ବୁଜିଥିଲେ ଆଖି
ବମ୍ବେ: ସତୁରୀ ତଥା ଅଶୀ ଦଶକରେ ନିର୍ମାଣ ହେଉଥିବା ବଲିଉଡ୍ ଫିଲ୍ମ ବିଶେଷଭାବେ ନାରୀ ଉପରେ ପର୍ଯ୍ୟବଶିତ ଥିଲା। ମହିଳାମାନଙ୍କ ଶୋଷଣ, ସମାଜର ବିଧି ବ୍ୟବସ୍ଥା...
ପ୍ରଥମ ଦେଖାରେ ପତ୍ରଲେଖାଙ୍କୁ ହୃଦୟ ଦେଇ ବସିଥିଲେ ରାଜକୁମାର, ଏବେ…
ବମ୍ବେ: ପ୍ରଥମ ଦେଖାରେ ପ୍ରେମ। ଏଭଳି କିଛି ଘଟିଛି ବଲିଉଡ୍ ଅଭିନେତା ରାଜକୁମାର ରାଓଙ୍କ କ୍ଷେତ୍ରରେ। ଏକ ବିଜ୍ଞାପନ ଶୁଟିଂ ସମୟରେ ଅନ୍ବିତା ପଲ୍ ଓରଫ...
ପ୍ରେମିକାଙ୍କ ବିବାହ ଖବର ଶୁଣି ସିଗାରେଟ୍ ଲଗାଇ ହାତ ପୋଡି ଦେଇଥିଲେ ଏହି ପ୍ରସିଦ୍ଧ ଅଭିନେତା
ହିନ୍ଦୀ ସିନେମାର ଜଣେ ମହାନ ଅଭିନେତ୍ରୀ ଥିଲେ ନର୍ଗିସ ଦତ୍ତ। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିଲେ। ତାଙ୍କର ପ୍ରକୃତ ନାମ ଥିଲା ଫାତିମା...
ପ୍ରେମିକଙ୍କ ସହ ନିର୍ବନ୍ଧ ଭାଙ୍ଗିଲେ ଏହି ଲୋକପ୍ରିୟ ଅଭିନେତ୍ରୀ
ବମ୍ବେ: ପ୍ରେମିକଙ୍କ ସହ ସମ୍ପର୍କ ଛିନ୍ନ କରିଛନ୍ତି ଅଭିନେତ୍ରୀ ଲୀନା ଜୁମାନି। ଏକତା କପୁରଙ୍କ ଧାରାବାହିକ କୁମ୍କୁମ୍ ଭାଗ୍ୟରେ ତନୁଶ୍ରୀ ଭୂମିକାରେ ନଜର ଆସୁଥିବା ଲୀନା...
ଗର୍ଲଫ୍ରେଣ୍ଡ ମୋତେ ହୃଦୟରୁ ଜାଣିଛନ୍ତି କହିଲେ ଏହି ଅଭିନେତା
ମୁମ୍ବାଇ,୨ା୬: ଅର୍ଜୁନ କପୁର ଏବଂ ମଲାଇକା ଆରୋରା ସେମାନଙ୍କ ରୋମାନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦୁଇଜଣ ଦୀର୍ଘଦିନ ଧରି ଡେଟ୍ରେ ରହି ଆସୁଛନ୍ତି। ଏକ...


