ଏଲିଅନଙ୍କ ସହ ଜଡ଼ିତ କାହାଣୀ ଆମେ ପଢୁଛେ ଶୁଣୁଛେ। ନିକଟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ଅନ୍ୟ ଆମେରିକୀୟ ଏକ୍ସପର୍ଟମାନେ ୟୁଏଫ୍ଓ ଦୃଶ୍ୟକୁ ଦେଖି ଏକ ଘଟଣାର ସ୍ପଷ୍ଟ କରିଛନ୍ତି। ଆମେରିକାର ସୁରକ୍ଷା ମନ୍ତ୍ରଣାଳୟ ୟୁଏଫ୍ଓରୁ ଜଡ଼ିତ ରିପୋର୍ଟକୁ ତୁରନ୍ତ ସାର୍ବଜନିନ କରିବାକୁ ଯାଉଛି। ଭୌତିକ ବିଜ୍ଞାନୀମାନେ ଏଲିଅନଙ୍କ ସମ୍ପର୍କକୁ ନେଇ ଏକ ନୂଆ ଚେତାବନୀ ଦେଇଛନ୍ତି।
ଏଲିଅନଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଏଇଯେମିତି ପୃଥିବୀ ବାହାରେ ଅଲଗା ଗ୍ରହରେ ଏମାନଙ୍କ ଜୀବନ ରହିଛି। କ’ଣ ଏଲିୟନ ? କ’ଣ ଏମାନଙ୍କର ଅସ୍ତିତ୍ୱ। କ’ଣ ଏମାନେ ପୃଥିବୀବାସୀଙ୍କ ପାଇଁ ବିପଦପୂର୍ଣ୍ଣ କି? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିଥାଏ। ଏସବୁ ପ୍ରଶ୍ନ ସତ୍ତ୍ୱେ ଭୌତିକ ବିଜ୍ଞାନୀ ମାର୍କ ବୁକାନନ ଏକ ଦାବି କରିଛନ୍ତି। ସେ କହିଛନ୍ତି, ଏଲିଅନଙ୍କ ସହ ସମ୍ପର୍କ ରଖିବେ ତ ଜୀବନ ଚାଲିଯିବ। ସେ କହିଛନ୍ତି, ଅଲଗା ଗ୍ରହର ପ୍ରାଣୀମାନଙ୍କ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରାଯାଉଛି। ମାତ୍ର ଏହା ସମଗ୍ର ମାନବ କଲ୍ୟାଣ ପାଇଁ ବିପଦପୂର୍ଣ୍ଣ।
ମାର୍କ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ନୌସେନା ଏହି ରହସ୍ୟମୟୀ ସ୍ପେସ୍ ଅବଜେକ୍ଟର ସାମ୍ନା କରିଛି। ସେ କହିଛନ୍ତି, ଆଜି ପର୍ଯ୍ୟନ୍ତ ଏଲିଅନଙ୍କ ସହ ସମ୍ପର୍କ ରଖିବା କାହା ପାଇଁ ଭଲ ହୋଇନାହିଁ। ତେଣୁ ଏଲିଅନଙ୍କ ସହ ସମ୍ପର୍କ ରଖିଲେ ମଣିଷ ଧ୍ୱଂସ ପାଇବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.