E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମନୋରଞ୍ଜନ

ଏହି ଅଭିନେତ୍ରୀଙ୍କ ପାଇଁ ଅର୍ଜୁନ କପୁରଙ୍କୁ ବହୁତ ମାଡ଼ ଖାଇବାକୁ ପଡ଼ିଥିଲା, କାରଣ ଜାଣିଲେ…
9:29 amJune 12, 2021

ବଲିଉଡ୍‌ ଅଭିନେତ୍ରୀ ଅଭିନେତା ସେମାନଙ୍କ ଅଭିନୟ ପାଇଁ ଯେତିକି ନୁହେଁ ତାଠୁ ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ। ଆଜି ଆମେ ଏପରି ୨ ଜଣ ଭାଇ ଭଉଣୀଙ୍କ ବିଷୟରେ କହିବାକୁ ଯାାଉଛୁ ଯାହାଙ୍କ ବ୍ୟକ୍ତିଗତ ଜୀବନ ବେଶ ରୋଚକପୂର୍ଣ୍ଣ।
ସୋନମ କପୁର ଏବଂ ଅର୍ଜୁନ କପୁର ସମ୍ପର୍କରେ ଭାଇ ଭଉଣୀ । ଅର୍ଜୁନ ହେଉଛନ୍ତି ବୋନି କପୁରଙ୍କ ପୁଅ। ସୋନମ ଏବଂ ଅର୍ଜୁନ ଦୁହେଁ ଗୋଟିଏ ବିଦ୍ୟାଳୟରେ ପଢ଼ୁଥିଲେ। ଯେତେବେଳେ ବି ସୋନମ କପୁର ସ୍କୁଲରେ କାହା ସହିତ ଝଗଡା କରୁଥିଲେ, ସେ ତାଙ୍କ ଭାଇ ଅର୍ଜୁନଙ୍କୁ ନେଇ ଝଗଡ଼ା କରିବାକୁ ପହଞ୍ଚି ଯାଉଥିଲେ। ଏକଦା ଅର୍ଜୁନ କହିଥିଲେ ଯେ, ସୋନମଙ୍କ ପାଇଁ ସେ ସ୍କୁଲରେ ଜଣେ ସିନିୟରଙ୍କଠାରୁ ବହୁତ ମାଡ଼ ଖାଇଥିଲେ। ସ୍କୁଲର ଜଣେ ସିନିୟର ସୋନମଙ୍କଠାରୁ ବଲ ଛଡ଼ାଇ ନେଇଥିଲେ ଏବଂ ସୋନମ କାନ୍ଦି କାନ୍ଦି ଭାଇ ଅର୍ଜୁନଙ୍କ ନିକଟକୁ ଯାଇଥିଲେ। ସୋନମଙ୍କ ଆଖିରୁ ଲୁହ ଦେଖି ଅର୍ଜୁନ ପିଲାଟି ସହିତ ମାରପିଟ୍‌ କରିବାକୁ ଯାଇଥିଲେ। ସୋନମଙ୍କ କାରଣରୁ ଅର୍ଜୁନ ସେତେବେଳେ ବହୁତ ମାଡ଼ ଖାଇଥିଲେ କାରଣ ଅନ୍ୟପିଲାଟି ସିନିୟର ବକ୍ସିଂ ଚାମ୍ପିୟନ ଥିଲେ।


[mc4wp_form id="252536"] All Right Reserved By Dharitri.Com

Posted inମନୋରଞ୍ଜନ View All

ଏକଦା ରାହୁଲ ଗାନ୍ଧୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: କହିଥିଲେ..

ବମ୍ବେ: ଅନୁଷ୍କାଙ୍କ ପରେ ଖୁସି ଖବର ଶୁଣାଇଛନ୍ତି ବେବୋ। ଦ୍ୱିତୀୟ ଥର ପାଇଁ ସେ ମା’ ହୋଇଛନ୍ତି। ଏହାକୁ ନେଇ କରିନା ଚର୍ଚ୍ଚାରେ ରହୁଛନ୍ତି। ନିଜେ...

ମା’ଙ୍କ ୩୩ ବର୍ଷ ପୁରୁଣା ଶାଢ଼ିକୁ ପିନ୍ଧି ବିବାହ ମଣ୍ଡପରେ ବସିଥିଲେ ଏହି ଅଭିନେତ୍ରୀ; କିଛି ଏଭଳି ଥିଲା…

ବମ୍ବେ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତ୍ରୀ ୟାମି ଗୌତମ। ହିମାଚଳ ପ୍ରଦେଶରେ ଆୟୋଜିତ ଉତ୍ସବରେ ପରିବାରଲୋକଙ୍କ ଗହଣରେ ଆଦିତ୍ୟ ଧରଙ୍କ ହାତ ଧରିଥିଲେ...

ୟାମି ଗୌତମୀଙ୍କ ଲୁଚାଛପା ବିବାହ ଫଟୋ ଭାଇରାଲ…

ମୁମ୍ବାଇ,୫।୬: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମୀଙ୍କ ଲୁଚାଛପା ବିବାହ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଏବେ ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।...

ନୀଳନୟନା ଐଶ୍ୱର୍ଯ୍ୟାଙ୍କୁ ‘ଆଣ୍ଟି’ ବୋଲି କହିଥିଲେ ସୋନମ: ରାଗିଯାଇ ଏଭଳି…

ବମ୍ବେ: ସେଲିବ୍ରିଟିମାନଙ୍କ ଉପରେ ରହିଥାଏ ପ୍ରଶଂସକଙ୍କ ନଜର। ଏଭଳି ସ୍ଥିତିରେ ତାଙ୍କ ମୁହଁରୁ ବାହାରିଥିବା ପ୍ରତିଟି କଥା ଗଣମାଧ୍ୟମର ଶିରୋନାମା ପାଲଟେ। ବେଳେବେଳେ ଏହା ବିବାଦର...

ଏହି ଫିଲ୍ମର ଶେଟ୍‌ରେ ପ୍ରଥମ ଥର ପାଇଁ ନିଶାଙ୍କୁ ଭେଟିଥିଲେ କରନ୍‌; ଗଣମାଧ୍ୟମ ସମ୍ମୁଖରେ କରିଥିଲେ ପ୍ରପୋଜ୍‌; ଏବେ…

ବମ୍ବେ: ସବୁକିଛି ତ ଠିକ୍‌ ଥିଲା। ହେଲେ ଏପରି କ’ଣ ହେଲା ଯେ କଥା ଥାନାରେ ପହଞ୍ଚିଲା। ସୋମବାର ଟେଲି ଅଭିନେତା କରନ୍‌ ମେହେରା ଗିରଫ...

ନାଗିନ୍‌ ଫେମ୍‌ ଏହି ଲୋକପ୍ରିୟ ଅଭିନେତାଙ୍କୁ ବାନ୍ଧିଲା ପୋଲିସ: ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ…

ବମ୍ବେ: ଲୋକପ୍ରିୟ ଟେଲି ଅଭିନେତା କରନ୍‌ ମେହେରା ସ୍ତ୍ରୀଙ୍କୁ ମାରପିଟ୍‌ କରି ଗିରଫ ହେବା ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ଜଣେ...

ଏକଦା ମହେଶ ଭଟ୍ଟ-ପୂଜା ଭଟ୍ଟଙ୍କ ଝିଅ ଆଲିଆ ବୋଲି ଉଠିଥିଲା କଥା; କିଛି ଏଭଳି…

ବମ୍ବେ: ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସୁକନ୍ୟା ହେଉଛନ୍ତି ଆଲିଆ। ତାଙ୍କର ଅନ୍ୟଜଣେ ଝିଅ ପୂଜା ମଧ୍ୟ ଅଛନ୍ତି। ହେଲେ ଏକାଧିକ ବାର ମହେଶ...

ସାଢ଼େ ଚାରି ବର୍ଷ ସମ୍ପର୍କରେ ରହିବା ପରେ ଶାହିଦଙ୍କଠାରୁ ଅଲଗା ହୋଇଥିଲେ କରିନା, ବ୍ରେକ୍‌ଅପ୍‌ ନେଇ…

ବମ୍ବେ: ଏକ ସମୟରେ ଅଭିନେତ୍ରୀ କରିନା କପୁର ଏବଂ ଅଭିନେତା ଶାହିଦ କପୁରଙ୍କ ଯୋଡ଼ିକୁ ଆଦର୍ଶ କୁହାଯାଉଥିଲା। ହେଲେ ଯେତେବେଳେ ସେମାନେ ଅଲଗା ହୋଇଥିଲେ ସବୁକିଛି...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଧରିତ୍ରୀ କାର୍ଟୁନ
Next Post Next post:
ଜି ୭: ଭାରତ ପାଇଁ କ’ଣ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts