ବଲିଉଡ୍ ଅଭିନେତ୍ରୀ ଅଭିନେତା ସେମାନଙ୍କ ଅଭିନୟ ପାଇଁ ଯେତିକି ନୁହେଁ ତାଠୁ ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ। ଆଜି ଆମେ ଏପରି ୨ ଜଣ ଭାଇ ଭଉଣୀଙ୍କ ବିଷୟରେ କହିବାକୁ ଯାାଉଛୁ ଯାହାଙ୍କ ବ୍ୟକ୍ତିଗତ ଜୀବନ ବେଶ ରୋଚକପୂର୍ଣ୍ଣ।
ସୋନମ କପୁର ଏବଂ ଅର୍ଜୁନ କପୁର ସମ୍ପର୍କରେ ଭାଇ ଭଉଣୀ । ଅର୍ଜୁନ ହେଉଛନ୍ତି ବୋନି କପୁରଙ୍କ ପୁଅ। ସୋନମ ଏବଂ ଅର୍ଜୁନ ଦୁହେଁ ଗୋଟିଏ ବିଦ୍ୟାଳୟରେ ପଢ଼ୁଥିଲେ। ଯେତେବେଳେ ବି ସୋନମ କପୁର ସ୍କୁଲରେ କାହା ସହିତ ଝଗଡା କରୁଥିଲେ, ସେ ତାଙ୍କ ଭାଇ ଅର୍ଜୁନଙ୍କୁ ନେଇ ଝଗଡ଼ା କରିବାକୁ ପହଞ୍ଚି ଯାଉଥିଲେ। ଏକଦା ଅର୍ଜୁନ କହିଥିଲେ ଯେ, ସୋନମଙ୍କ ପାଇଁ ସେ ସ୍କୁଲରେ ଜଣେ ସିନିୟରଙ୍କଠାରୁ ବହୁତ ମାଡ଼ ଖାଇଥିଲେ। ସ୍କୁଲର ଜଣେ ସିନିୟର ସୋନମଙ୍କଠାରୁ ବଲ ଛଡ଼ାଇ ନେଇଥିଲେ ଏବଂ ସୋନମ କାନ୍ଦି କାନ୍ଦି ଭାଇ ଅର୍ଜୁନଙ୍କ ନିକଟକୁ ଯାଇଥିଲେ। ସୋନମଙ୍କ ଆଖିରୁ ଲୁହ ଦେଖି ଅର୍ଜୁନ ପିଲାଟି ସହିତ ମାରପିଟ୍ କରିବାକୁ ଯାଇଥିଲେ। ସୋନମଙ୍କ କାରଣରୁ ଅର୍ଜୁନ ସେତେବେଳେ ବହୁତ ମାଡ଼ ଖାଇଥିଲେ କାରଣ ଅନ୍ୟପିଲାଟି ସିନିୟର ବକ୍ସିଂ ଚାମ୍ପିୟନ ଥିଲେ।
କିଏ ଆପଣଙ୍କ ପସନ୍ଦର ଭାରତୀୟ ଅଭିନେତା; ଜବାବରେ ଏଭଳି କହି ହୃଦୟ ଜିଣିଲେ ପାକିସ୍ତାନର ଏହି ପୂର୍ବ ଦ୍ରୁତ ବୋଲର
ନୂଆଦିଲ୍ଲୀ,୧୧।୬: କ୍ରିକେଟ ଇତିହାସର ସବୁଠାରୁ ଆକ୍ରମଣାତ୍ମକ ଦ୍ରୁତ ବୋଲରଙ୍କ ମଧ୍ୟରୁ ଶୋଏବ ଅଖତର ଜଣେ। ସେ ନିଜର ଗତିକୁ ନେଇ ବ୍ୟାଟ୍ସମ୍ୟାନଙ୍କ ମନରେ ଭୟ ଜାତ...
ପ୍ରଥମ ସ୍ତ୍ରୀଙ୍କ ଚିଠି ପଢି ପ୍ରବଳ କାନ୍ଦିଥିଲେ ଅମିର ଖାନ୍
ବଲିଉଡ୍ ଅଭିନେତା ଅମିର ଖାନଙ୍କ ପ୍ରଥମ ଚଳଚ୍ଚିତ୍ର ‘ଲଗାନ’ ରିଲିଜ ହେବାର ଇତିମଧ୍ୟରେ ୨୦ ବର୍ଷ ବିତିଗଲାଣି। ଏହି ଚଳଚ୍ଚିତ୍ରଟି ଅମିରଙ୍କ ପାଇଁ ସ୍ବତନ୍ତ୍ର ଥିଲା।...
ଲିପ୍ଷ୍ଟିକ୍ କି ଚପଲ ନୁହେଁ, ଯେଉଁ ସହରକୁ ଯାଆନ୍ତି ଏହି ଜିନିଷ କିଣିବାକୁ ଭଲ ପାଆନ୍ତି ଆଲିଆ ଭଟ୍ଟ
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ବରୁଣ ଧାୱନ ପରସ୍ପରର ଭଲ ବନ୍ଧୁ। ଉଭୟ ଅନେକ ହିଟ ଫିଲ୍ମରେ ଏକାଠି କାମ କରିଛନ୍ତି। ବରୁଣ...
ଭିକି-କ୍ୟାଟ୍ରିନାଙ୍କ ପ୍ରେମ ସମ୍ପର୍କକୁ ସତ ବୋଲି କହିଲେ ଏହି ଅଭିନେତା
ମୁମ୍ବାଇ: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍ଙ୍କ ପ୍ରେମସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ହେଉଛି। ତେବେ ଉଭୟ ଏହି ସମ୍ପର୍କ ବିଷୟରେ ଏପର୍ଯ୍ୟନ୍ତ ବିଧିବଦ୍ଧ...
ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ
ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...
ସ୍ବତନ୍ତ୍ର ବିମାନରେ ଚିକିତ୍ସା ପାଇଁ ଆମେରିକା ଯିବେ ରଜନୀକାନ୍ତ
ସୁପରଷ୍ଟାର ରଜନୀକାନ୍ତ ମେଡିକାଲ ଯାଞ୍ଚ ପାଇଁ ଆମେରିକା ଯିବେ। କରୋନା ମହାମାରୀ ହେତୁ ସେ ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଥିଲେ। କେନ୍ଦ୍ର ତାଙ୍କୁ ଯିବା...
ସାଇକେଲ୍ରେ ବ୍ରେଡ୍-ଅଣ୍ଡା ବିକ୍ରି କରୁଛନ୍ତି ସୋନୁ
ମୁମ୍ବାଇ: ଗରୀବ ଓ ଅସହାୟ ଲୋକଙ୍କ ପାଇଁ ଦେବଦୂତ ପାଲଟିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ଲଗାତର ଭାବେ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ରିଲ...
ବିକିନୀ ପିନ୍ଧି ପୁରୁଷ ବନ୍ଧୁଙ୍କ ହାତ ଧରି ସମୁଦ୍ର କୂଳରେ ବୁଲୁଛନ୍ତି ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ
ମୁମ୍ବାଇ: ବଲିଉଡ୍ କୁଇନ୍ ଶ୍ରୀଦେବୀଙ୍କ ଅବିକଳ ନକଲ ହେଉଛନ୍ତି ତାଙ୍କ ଝିଅ ଜାହ୍ନବୀ କପୁର। ମା’ ଶ୍ରୀଦେବୀଙ୍କ ନିଧନ ପରେ ତାଙ୍କର ଅଧୁରା ସ୍ବପ୍ନ ପୂରା...


