E-Paper
  • logo
  • Saturday 30th May 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଫୁରସତ

ମାଲିକଙ୍କୁ ଏମିତି ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଲା ହାତୀ, ଦେଖିଲେ ଆଖିରେ ରହିବନି ଲୁହ
4:12 pmJune 5, 2021

ହାତୀ ଏବଂ ମଣିଷ ମଧ୍ୟରେ ବନ୍ଧୁତା ଫିଲ୍ମ ‘ହାଥୀ ମେରା ସାଥୀ’ରେ ନିଶ୍ଚିତ ଦେଖିଥିବେ। ଫିଲ୍ମରେ ହାତୀ ମରିବା ପରେ ଅଭିନେତା ହାତୀକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମାତ୍ର କେରଳର କୋଟାୟମ ଜିଲାରେ ଏକ ହାତୀ ତା’ର ମାଲିକ ମରିଯିବା ପରେ କେମିତି ଶ୍ରଦ୍ଧାଞ୍ଜଳି ଦେଉଛି ତାହା ଭିଡିଓରେ ଦେଖିବାକୁ ମିଳିଛି। ଏହା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଭାବୁକ ହୋଇଯାଇଥିଲେ। ହାତୀ ତା’ର ମାଲିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ଦେଖିବାକୁ ମିଳିଛି ହାତୀ ତା’ର ମାଲିକଙ୍କୁ ଶେଷକାଳୀନ ବିଦାୟ ଦେଉଛି। ଅନ୍ତିମ ସଂସ୍କାର ପାାଇଁ ଯିବା ପୂର୍ବରୁ ମାଲିକଙ୍କ ଶରୀର ନିକଟରେ ହାତୀ ପହଞ୍ଚି ଯାଉଛି। ଏହି ହାତୀର ନାମ ବ୍ରହ୍ମାଦଥନ। ହାତୀ ବାରଣ୍ଡା ନିକଟରେ ଠିଆ ହୋଇ ତା’ର ମାଲିକ କୁନକକ୍କଡ ଦାମୋଦରନ ନାୟାରଙ୍କ ମୃତଦେହରେ ଦୁଇଥର ଶୁଣ୍ଢ ମାରୁଛି। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଆଖିରେ ଲୁହ ରହିଲାନି। ଶୁଣ୍ଢ ଟେକି ହାତୀ ମାଲିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲା।

ଏହି ଭିଡିଓକୁ ଫେସ୍‌ବୁକ୍‌ରେ ଜଣେ ୟୁଜର ଶେୟାର କରିଥିଲେ। ଏହା ପରେ ଭିଡିଓଟି ଖୁବ୍‌ ଭାଇରାଲ ହେଉଛି। ଏଥିରେ କ୍ୟାପଶନ ଲେଖାହୋଇଛି, ଏହା ସେତେବେଳେ ଘଟିଥିଲା ଯେତେବେଳେ ବ୍ରହ୍ମାଦଥନ ତା’ର ମାଲିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିଲା। ଯାହାଙ୍କର ଆଜି ଅର୍ଥାତ ଶନିବାର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ପୂରଣ ନ ହେଉଣୁ ଏହି ଭିଡିଓଟିକୁ ୭.୯୬ରୁ ଅଧିକ ଲୋକ ଦେଖିସାରିଲେଣି। ୨୪୦୦୦ରୁ ଅଧିକ ଲୋକ ପ୍ରତିକ୍ରିୟା ରଖିଥିବା ବେଳେ ୧୦୦୦୦ରୁ ଅଧିକ ଲୋକ କମେଣ୍ଟ ଦେଇଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଫୁରସତ View All

ପାଣି ତଳେ ଧାରଣା ଦେଇ ପ୍ରଶାସକଙ୍କୁ ହଟାଇବା ପାଇଁ ଦାବି…

କାଭର୍ତ୍ତିି,୮।୬: ପ୍ରଶାସକଙ୍କୁ ହଟାଇବା ପାଇଁ ଲୋକେ ପାଣିତଳେ ଧାରଣା ଦେଇଛନ୍ତି। ଏଭଳି ନିଆରା ଘଟଣା ଲାକ୍ଷାଦ୍ୱୀପରେ ଘଟିଛି। ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ଦାୟିତ୍ୱରୁ ହଟାଇବା ଲାଗି...

ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବାକୁ ଲାଗିଥିଲେ ଦମକଳବାହିନୀ-ପୋଲିସ: ହେଲେ ଶେଷରେ ଘଟିଲା ଏପରି

ଟୋକିଓ,୨୩।୬: ଜାପାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକଙ୍କ ହୋସ୍‌ ଉଡ଼ିଯାଇଛି। ଜଣେ ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଦମକଳ...

ନିଜର ୨୮ ସ୍ତ୍ରୀଙ୍କ ସାମ୍ନାରେ ଯୁବତୀଙ୍କ ହାତ ଧରିଲେ ଏହି ବୃଦ୍ଧ; ଭିଡିଓ ଦେଖିଲେ ହେବେ…

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ବିବାହର ଭିଡିଓ। ଆଇପିଏସ୍‌ ଅଧିକାରୀ ରୁପିନ ଶର୍ମା ଟୁଇଟରରେ ଏହାକୁ ଶେୟାର କରିଛନ୍ତି। ଭିଡିଓରେ ଜଣେ ବୃଦ୍ଧ...

ସାତ ଫେରା ନେବାବେଳେ ଧୀରେ ଧୀରେ ଚାଲୁଥିଲେ କନ୍ୟା: ଆଉ ତା’ପରେ ଘଟିଲା ଏମିତି

ବିବାହ ଅବସରରେ ଏପରି ଅନେକ ରୀତିନୀତି ଅଛି, ଯାହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨-୪ ଘଣ୍ଟା ଲାଗେ। ଏହି ସମୟରେ ପରିବାର ସଦସ୍ୟଙ୍କଠାରୁ ଆରମ୍ଭ କରି...

ରେଷ୍ଟୁରାଣ୍ଟରେ ୨୮୦୦ ଟଙ୍କାର ଖାଇଲେ, ହେଲେ ଓ୍ବେଟରଙ୍କୁ ୧୨ ଲକ୍ଷର ଟିପ୍‌ ଦେଲେ ବ୍ୟକ୍ତି; ବିଲ୍‌ ଦେଖି ଚକିତ ହେଲେ….

ନୂଆଦିଲ୍ଲୀ: କୁହାଯାଏ ସମସ୍ତେ ଟଙ୍କା ରୋଜଗାର କରନ୍ତି, ହେଲେ ଏହାକୁ ଖର୍ଚ୍ଚ କରିବାର ସାହସ ରଖିଥାନ୍ତି ଅଳ୍ପ କେତେଜଣ। ଏହିପରି ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ।...

ଟିକାକରଣ ପାଇଁ ପାହାଡ଼ ଚଢ଼ିଲେ ଜିଲାପାଳ

କୋଲକାତା,୨୧।୬: ପଶ୍ଚିମବଙ୍ଗ ଅଲିପୁରଦ୍ୱାର ଜିଲାର ଜିଲାପାଳ ସୁରେନ୍ଦ୍ର କୁମାର ମିନା ଏବେ ଚର୍ଚ୍ଚାରେ ରହିଛନ୍ତି। ଗାଁରେ ଟିକାକରଣ ପାଇଁ ଜିଲାପାଳ କଠିନ ରାସ୍ତା ଦେଇ ପାହାଡ଼...

ପ୍ରଥମ ରୋଜଗାର ଟଙ୍କା ମେସ୍‌ ଖର୍ଚ୍ଚ କରିଥିଲି

ପୁରୀ ଯକ୍ଷ୍ମା ଓ ସଂକ୍ରମିତ ରୋଗ ହସ୍‌ପିଟାଲର ଅବସରପ୍ରାପ୍ତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଉମେଶ ଚନ୍ଦ୍ର ଚୌଧୁରୀ ତାଙ୍କର ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି-...

ପୁଣି ଭାରତକୁ ଫେରିବ ଟିକ୍‌ଟକ୍‌ !

ଶର୍ଟ ଭିଡିଓ ଷ୍ଟ୍ରିମିଂ ମୋବାଇଲ ଆପ୍‌ ‘ଟିକ୍‌ଟକ୍‌’ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ସୂଚନା ଦେଇଛି ଯେ, ଏହା ନୂତନ ସୋସିଆଲ ମିଡିଆ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ବର୍ଷକ ମଧ୍ୟରେ ୨୦ ସନ୍ତାନର ମା’ ହେଲେ ଏହି ମହିଳା, ପିଲାଙ୍କ ପାଇଁ ସପ୍ତାହକୁ ଖର୍ଚ୍ଚ ହୁଏ…
Next Post Next post:
ରାଶିଫଳ: ରବିବାର, ଜୁନ୍‌ ୬ ତାରିଖ – Daily Horoscope

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts