E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନ୍ତର୍ଜାତୀୟ, ଫୁରସତ

ଅଧା ପୃଥିବୀ ବୁଲି ରେକର୍ଡ କଲା ଗ୍ରେ ହ୍ବେଲ୍‌…
2:08 pmJune 10, 2021

ଓ୍ବିଣ୍ଡ୍‌ହୋକ୍‌,୧୦।୬: ପୃଥିବୀର ବୃହତ୍‌ ସ୍ତନ୍ୟପାୟୀ ପ୍ରାଣୀ ଅଧା ପୃଥିବୀ ବୁଲି ଏବେ ରେକର୍ଡ କରିଛି। ଏହି ହେଉଛି ଏକ ଗ୍ରେ ହ୍ବେଲ୍‌(ଧୂସର ତିମି)। ଇତିମଧ୍ୟରେ ତିମିଟି ୨୦ ହଜାର କିଲୋମିଟର ସମୁଦ୍ରରେ ବୁଲି ସାରିଲାଣି। ୨୦୧୩ରେ ଏହି ତିମିକୁ ଆଫ୍ରିକାର ନାମ୍ବିଆ ସମୁଦ୍ର ଉପକୂବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଆଟଲାଣ୍ଟିକ୍‌ ସାଗରର ଥଣ୍ଡାପାଣିରେ ଏହି ପ୍ରଜାତିର ତିମି ବାସ କରନ୍ତି। ଏହି ପ୍ରଜାତିର ବାୟୋଲୋଜିକାଲ ନାମ ହେଉଛି ଏସ୍କ୍ରିଚିୟସ୍‌ ରୋବଷ୍ଟସ୍‌। ତିମିଟି ଉତ୍ତର ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ସମ୍ପର୍କରେ ବ୍ରିଟେନ୍‌ର ଡରହମ ବିଶ୍ୱବିଦ୍ୟାଳୟର ପ୍ରଫେସର ରସ୍‌ ହୋଲ୍‌ଜେଲ୍‌ କହିଛନ୍ତି। ତିମିର ନମୁନା ପରୀକ୍ଷା କରି ଏହା ଜଣାପଡ଼ିଥିବା ସେ କହିଛନ୍ତି।କ ଏହା ଏକ ଅଣ୍ଡିରା ତିମି। ପୃଥିବୀର ପରିଧି ୪୦ ହଜାର କିଲୋମିଟର ଅଧିକ ଥିବାବେଳେ ତିମିଟି ଏହାର ଅଧା ଅତିକ୍ରମ କରିସାରିଛି। ଏହା ପୂର୍ବରୁ ଏକ ବ୍ଲୁ ହ୍ବେଲ୍‌ ୭ ହଜାର କିଲୋମିଟର ଅତିକ୍ରମ କରିଥିଲା।


[mc4wp_form id="252536"] All Right Reserved By Dharitri.Com

Posted inଅନ୍ତର୍ଜାତୀୟ, ଫୁରସତ View All

ଚାଇନା ଭାକ୍ସିନ ଲଗାଇବା ଏହି ଦେଶକୁ ପଡ଼ିଲା ଭାରି, ସାମ୍ନାକୁ ଆସିଲା ସତ

ଓ୍ବାଶିଂଟନ,୪ା୬: ବାହାରେନ୍‌ ଏବଂ ସେଚେଲ୍ସ ଦେଶ ଚାଇନା ଭାକ୍ସିନ ସିନୋଭାକ୍‌ ଏବଂ ସିନୋଫର୍ମକୁ ଅଧିକାଂଶ ନାଗରିକଙ୍କୁ ପ୍ରଦାନ କରିଛନ୍ତି। ଏହା ସତ୍ତ୍ୱେ କରୋନା ସଂକ୍ରମଣ ମାମଲା...

ପ୍ରବାସୀ ଖୋଜୁଛି ସବୁଠୁ ଖୁସି ଦେଶ

ହେଲ୍‌ସିଙ୍କି,୨୩ା୬: ଫିନ୍‌ଲାଣ୍ଡକୁ ବିଶ୍ୱର ସବୁଠୁ ଖୁସି ଦେଶ ଭାବେ ଅଭିହିତ କରାଯାଇଥାଏ। ‘ଓ୍ବାଲର୍‌ଡ ହାପିନେସ୍‌ ରିପୋର୍ଟ’ରେ ଲଗାତର ସର୍ବାଗ୍ରେ ରହୁଥିବା ଏହି ଦେଶରେ କାମ କରିବା...

ମହାକାଶ ନୁହେଁ ସମୁଦ୍ରରୁ ଆସୁଛନ୍ତି ଏଲିଅନ୍‌: ଆଇସିଇଆର୍‌…

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଏଲିଅନ୍‌ ନେଇ ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ଅଲିଅନ୍‌ମାନେ ୟୁଏଫ୍‌ଓ ଦ୍ୱାରା ଲଗାତାର ପୃଥିବୀକୁ ଆସୁଥିବା ନେଇ କେତେକ ଖବର ପ୍ରକାଶ ହେଉଥିବା ବେଳେ...

ମହାକାଶରୁ ଫେରିଥିବା ରେଡ୍‌ ଓ୍ବାଇନର ଦାମ କେତେ ଜାଣନ୍ତୁ

ଏକ ରକେଟ୍‌ରେ ୧୪ ମାସ ଧରି ମହାକାଶ ଭ୍ରମଣ କରିଥିବା ରେଡ୍‌ ଓ୍ବାଇନ ଏବେ ବିକ୍ରି ଅପେକ୍ଷାରେ। ‘ପେଟ୍ରସ ୨୦୦୦’ ନାମକ ରେଡ୍‌ ଓ୍ବାଇନର ୧୨ଟି...

ସାବଧାନ ! ମିଛ ହ୍ବାଟସ୍‌ଆପ୍‌ ମେସେଜ୍‌ରେ ମୋବାଇଲ୍‌ରେ ଭାଇରସ୍‌ ପ୍ରବେଶ ଆଶଙ୍କା…

ନୂଆଦିଲ୍ଲୀ,୩।୬: ସମ୍ପ୍ରତି ଏକ ମିଛ ହ୍ବାଟସ୍‌ଆପ୍‌ ମେସେଜ୍‌ ମୋବାଇଲ୍‌ ୟୁଜରଙ୍କ ପାଖକୁ ଅସୁଛି। ଭାରତ ସରକାର ୧୦ କୋଟି ମୋବାଇଲ ୟୁଜରଙ୍କୁ ୩ ମାସର ମାଗଣା...

୨୦୨୩ ପର୍ଯ୍ୟନ୍ତ ଫେସବୁକ୍‌ ବ୍ୟବହାର କରିପାରିବେ ନାହିଁ ଟ୍ରମ୍ପ

ଓ୍ବାଶିଂଟନ,୪।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିକମ୍‌ରେ ୨୦୨୩ ପର୍ଯ୍ୟନ୍ତ ଫେସ୍‌ବୁକ ବ୍ୟବହାର କରିପାରିବେ ନାହିଁ। କାରଣ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ତାଙ୍କୁ...

ଏଲିଅନ୍‌ଙ୍କ ସହ ସମ୍ପର୍କ ରଖିଲେ ଘଟିବ ଏପରି ବଡ଼ ଧରଣର କ୍ଷତି, ଚେତାବନୀ ଦେଲେ ବୈଜ୍ଞାନିକ

ଏଲିଅନଙ୍କ ସହ ଜଡ଼ିତ କାହାଣୀ ଆମେ ପଢୁଛେ ଶୁଣୁଛେ। ନିକଟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ଅନ୍ୟ ଆମେରିକୀୟ ଏକ୍ସପର୍ଟମାନେ ୟୁଏଫ୍‌ଓ ଦୃଶ୍ୟକୁ...

ଉଚ୍ଚ କୋଠାରୁ ଓହ୍ଲାଇବାକୁ ମାଙ୍କଡ଼ କରୁଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଆଡ୍‌ମିଶନ ପାଇଁ ଯୁବତୀଙ୍କ ସହ ରାତି କାଟିବାକୁ ଅଫର ଦେଉଛି ଏହି ବିଶ୍ୱବିଦ୍ୟାଳୟ, ଜାଣିଲେ କରିବେ ନିନ୍ଦା
Next Post Next post:
ସାଙ୍ଗଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସାଙ୍ଗ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts