କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇ ଦେଇଛି। ଏଭଳି ପରିସ୍ଥିତିରେ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକଙ୍କୁ ସମସ୍ତ ଉପାୟରେ ସାହାଯ୍ୟ କରୁଛନ୍ତି। ଅନେକ ଥର ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ରାଜନୀତିରେ ଯୋଗଦେବା ବିଷୟରେ ପ୍ରଶ୍ନ କରିଛନ୍ତି। ଏହାର ଜବାବରେ ସୋନୁ ସୁଦ ରାଜନୀତିରେ ଯୋଗଦେବାକୁ ସମ୍ପୂର୍ଣ୍ଣ ମନା କରିଦେଇଛନ୍ତି। ଅତୀତରେ, ଅଭିନେତ୍ରୀ ରାକ୍ଷୀ ସାୱନ୍ତ ତାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ କହିଥିଲେ। ଏହାର ଜବାବରେ ସେ କହିଥିଲେ, ମୁଁ ଯେଉଁଠି ଅଛି ସେଠି ଠିକ୍ ଅଛି। ନିକଟରେ ଅଭିନେତ୍ରୀ ହୁମା କୁରେଶି ମଧ୍ୟ ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ଏନେଇ ସୋନୁ କହିଛନ୍ତି ଯେ ଯଦି ହୁମା ଏହିପରି ଅନୁଭବ କରନ୍ତି, ତେବେ ଏହା ବୋଧହୁଏ ଟିକିଏ ଅଧିକ ଅଟେ। ଯଦି ସେମାନେ ଅନୁଭବ କରନ୍ତି ଯେ ମୁଁ ଏହି ସମ୍ମାନର ଯୋଗ୍ୟ, ତେବେ ମୋତେ ଏହା ପୂର୍ବରୁ କିଛି ଭଲ କରିବାକୁ ପଡିବ। ତଥାପି, ମୁଁ ହୁମାଙ୍କ ସହ ସହମତ ନୁହଁ କାରଣ ଆମର ଜଣେ ଦକ୍ଷ ପ୍ରଧାନମନ୍ତ୍ରୀ ଅଛନ୍ତି। ମୁଁ ଭାବୁଛି ଯେ ମୁଁ ଏତେ ବଡ଼ ଦାୟିତ୍ୱ ନେବାକୁ ବହୁତ ଛୋଟ ଅଟେ। ହଁ, ମୁଁ ଜାଣେ ରାଜୀବ ଗାନ୍ଧୀ କେବଳ ୪୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ କିନ୍ତୁ ଏହା ଏକ ଭିନ୍ନ ପରିସ୍ଥିତି ଥିଲା ଏବଂ ସେ ଏକ ସମ୍ମାନଜନକ ରାଜନୈତିକ ପରିବାରର ଥିଲେ ମଧ୍ୟ ମୋର କୌଣସି ଅଭିଜ୍ଞତା ନାହିଁ ବୋଲି ସେ କହିଛନ୍ତି।
କିଛି ଏଭଳି ୟାମି-ଆଦିତ୍ୟଙ୍କ ଲଭ୍ଷ୍ଟୋରୀ: କେହି ବି ଟେର୍ ପାଇଲେନି; ଶୁଟିଂ ସେଟ୍ରୁ…
ବମ୍ବେ: ଲୁଚିଛପି ବିବାହ କରିଛନ୍ତି ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ୟାମି ଗୌତମ। ଆଦିତ୍ୟ ଧରଙ୍କୁ ସେ ବିବାହ କରିଥିବା ନେଇ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ...
ଏକଦା ମହେଶ ଭଟ୍ଟ-ପୂଜା ଭଟ୍ଟଙ୍କ ଝିଅ ଆଲିଆ ବୋଲି ଉଠିଥିଲା କଥା; କିଛି ଏଭଳି…
ବମ୍ବେ: ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସୁକନ୍ୟା ହେଉଛନ୍ତି ଆଲିଆ। ତାଙ୍କର ଅନ୍ୟଜଣେ ଝିଅ ପୂଜା ମଧ୍ୟ ଅଛନ୍ତି। ହେଲେ ଏକାଧିକ ବାର ମହେଶ...
ଅଟୋ ଡ୍ରାଇଭରଙ୍କୁ ନୃତ୍ୟ ଶିଖାଇଲେ ରାଖି ସାଓ୍ବନ୍ତ, ଭିଡ଼ିଓ ଭାଇରାଲ…
ମୁମ୍ବାଇ,୨୨।୬: ବଲିଉଡ୍ ଅଭିନେତ୍ରୀ ରାଖି ସାଓ୍ବନ୍ତ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଆକ୍ଟିଭ୍ ରହିଛନ୍ତି। କିଛି ଦିନ ତଳେ ବାବା ରାମଦେବଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ...
ସମାନ୍ଥାଙ୍କୁ ଭେଟିବା ପୂର୍ବରୁ ଅନ୍ୟଜଣଙ୍କୁ ପ୍ରେମ କରୁଥିଲେ ଚେତନ୍ୟ; ଏମିତି ଆଗକୁ ବଢ଼ିଥିଲା କଥା
ବମ୍ବେ: ଅଭିନୟ କରୁକରୁ ସତସତିକା ପ୍ରେମରେ ପଡ଼ିଛନ୍ତି ଅନେକ କଳାକାର। ସେଥିରୁ କିଛି ପ୍ରେମ ସଫଳ ମଧ୍ୟ ହୋଇଛି। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସମାନ୍ଥା ଅକ୍କିନେନୀ...
ସୁଶାନ୍ତ ସିଂ ରାଜପୁତଙ୍କୁ ପ୍ରଥମେ ଏମିତି ମିଳିଥିଲା ଅଭିନୟର ସୁଯୋଗ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ୧୪ ଜୁନ୍ ୨୦୨୦ରେ ନିଜ ବାନ୍ଦ୍ରା ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଯାହା ପରେ ସୁଶାନ୍ତ...
ଦିଲ୍ଲୀପ କୁମାର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି…
ମୁମ୍ବାଇ,୬।୬: ବଲିଉଡ୍ ଅଭିନେତା ଦିଲ୍ଲୀପ୍ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ସେ ନିଶ୍ୱାସ ନେବାରେ...
ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଶୁଟିଂ କରୁଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡରେ କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବଡ ପରଦାରେ ମା’ ଭୂମିକା ପାଇଁ ଫିଟ ବିବେଚିତ ହୋଇଥିଲେ। ରିମା ଲାଗୁ ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ...
ପୁଣି ଥରେ ସିଦ୍ଧାର୍ଥ ହେଲେ ‘ମୋଷ୍ଟ ଡିଜାରେବଲ ମ୍ୟାନ-୨୦୨୦’
ମୁମ୍ବାଇ,୧୧।୬: ଟେଲି ପପୁଲାର ଶୋ’ ବିଗ୍ ବସ୍-୧୩ର ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ପୁଣି ଥରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ପ୍ରଶଂସକଙ୍କ ମନକୁ ଜିଣିପାରି...


