ଏଭଳି ଏକ ଦେଶ ଅଛି, ଯେଉଁଠାରେ ତେଲ ଶେଷ ହେବା କାରଣରୁ ରାଜପଥରେ ଗାଡ଼ି ଅଟକାଇବା ବେଆଇନ। ଏଭଳି ନିୟମ ରହିଛି ଜର୍ମାନୀରେ। ଏହି ଦେଶରେ ଥିବା ସଡ଼କ ସୁରକ୍ଷା ଆଇନ ଅନୁଯାୟୀ, ଅତ୍ୟନ୍ତ ଜରୁରୀକାଳିନ ସ୍ଥିତିରେ ହିଁ ରାଜପଥରେ ଗାଡ଼ି ରୋକିପାରିବେ। ଗାଡ଼ିରୁ ତେଲ ଶେଷ ହେବା ଏକ ଜରୁରୀକାଳିନ ସ୍ଥିତି ନୁହେଁ। ଏହା ଡ୍ରାଇଭରଙ୍କ ଖାମଖିଆଲି ମନୋଭାବକୁ ଦର୍ଶାଏ। ଏଣୁ ରାଜପଥରେ ତେଲ ଶେଷ ହେବା କାରଣରୁ ଗାଡ଼ି ଅଟକାଇଲେ ୭୦ ୟୁରୋ ଫାଇନ୍ କଟାଯାଏ। ଭାରତୀୟ ମୂଦ୍ରାରେ ୫ ହଜାରରୁ ଅଧିକ ଟଙ୍କା। ରାଜପଥରେ ଅଟକି ଥିବା ଗାଡ଼ି କାରଣରୁ କୌଣସି ଦୁର୍ଘଟଣା ଘଟିଲେ ଫାଇନ ଆହୁରି ଅଧିକ ହୋଇପାରେ।
ତେବେ ରାଜପଥରେ ତେଲ ଶେଷ ହେବା କାରଣରୁ ଗାଡ଼ି ଅଟକିବା ପରେ ମଧ୍ୟ ଫାଇନ୍ରୁ ବଞ୍ଚିହେବ। କିନ୍ତୁ ଏଥି ନେଇ ଗାଡ଼ିକୁ ଯେମିତି ହେଲେ ଆଇନଗତ ପାର୍କିଂ ଯାଗାକୁ ନେବାକୁ ପଡ଼ିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.