ଯେକୌଣସି ମଣିଷ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ନିହାତି ଆବଶ୍ୟକ। ଏହି ଆବଶ୍ୟକତା ପୂରଣ କରିବାକୁ ଲୋକଙ୍କୁ ଚାକିରି କରିବା ଦରକାର। ରୋଜଗାରର ସନ୍ଧାନରେ ଅନେକ ଲୋକ ନିଜ ଘର, ସହର ଏବଂ ଏପରିକି ଦେଶ ଛାଡ଼ି ଚାଲିଯାଆନ୍ତି। କିଛି ଲୋକ ଟାଣ ଖରାରେ କାମ କରୁଥିବାବେଳେ କିଛି ଲୋକ ବଡ଼ ବଡ଼ କାରଖାନା ଏବଂ କମ୍ପାନୀରେ କାମ କରିଥାନ୍ତି। ରୋଜଗାର ମାଧ୍ୟମରେ ମଣିଷ କେବଳ ଟଙ୍କା ରୋଜଗାର କରେ ନାହିଁ ବରଂ ନିଜକୁ ମଧ୍ୟ ବିକଶିତ କରେ। ଦକ୍ଷତା ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଚାକିରି ବାଛନ୍ତି। ଦେଶ ତଥା ବିଦେଶରେ ଅନେକ ପ୍ରକାରର ଚାକିରି ଉପଲବ୍ଧ। କିନ୍ତୁ ଏମିତି ଏକ ଚାକିରି ବିଷୟରେ କହିବୁ, ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ତେବେ ଜାଣନ୍ତୁ ଏହି ଚାକିରି ବିଷୟରେ…
ଶୋଇବା ପାଇଁ ଚାକିରି:
ଫିନ୍ଲାଣ୍ଡ୍ରେ ଲୋକଙ୍କୁ କେବଳ ଶୋଇବା ପାଇଁ ଚାକିରି ଦିଆଯାଏ। ଏଠାରେ ଲୋକମାନଙ୍କୁ କେବଳ ଶୋଇବା ଦରକାର ଏବଂ ଏହାର ପ୍ରତିବଦଳରେ ସେମାନେ ଭଲ ଟଙ୍କା ପାଆନ୍ତି। ଫ୍ିନଲ୍ୟାଣ୍ଡର ଏକ ହୋଟେଲ କୋଠରି ଏବଂ ବେଡ୍ର ଆରାମ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଏହି ଶୋଇବା ଚାକିରିରେ ନିଯୁକ୍ତି କରାଯାଇଥାଏ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.