ନ୍ୟୁୟର୍କ, ୫।୬: ଆମେରିକାର ନ୍ୟୁୟର୍କରୁ ବ୍ରିଟେନ ରାଜଧାନୀ ଲଣ୍ଡନକୁ ବିମାନରେ ଯାତ୍ରା କରିବାକୁ ହେଲେ ମାତ୍ର ୩.୫ ଘଣ୍ଟା ଲାଗିବ। ଏହି ଅନ୍ତର୍ଜାତୀୟ ଯାତ୍ରାକୁ ସୁଗମ କରିବା ପାଇଁ ଏୟାରଲାଇନ୍ ଷ୍ଟାର୍ଟଅପ୍ ବୁମ୍ ସୁପରସୋନିକ୍ଠାରୁ ୟୁନାଇଟେଡ୍ ଏୟାରଲାଇନ୍ସ ୧୫ଟି ବିମାନ କିଣିବ। ବର୍ତ୍ତମାନ ଉଡ଼ାଣ କରୁଥିବା ଏୟାରକ୍ରାଫ୍ଟଗୁଡ଼ିକର ବେଗଠାରୁ ବୁମ୍ ବିମାନର ଗତି ୨ ଗୁଣ ଅଧିକ। ତେବେ ଏହି ଯାତ୍ରୀ ସେବା ୨୦୨୯ରେ ଆରମ୍ଭ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଏକ ମିଳିତ ବିବୃତିରେ କୁହାଯାଇଛି।
Posted inଅନ୍ତର୍ଜାତୀୟ View All
ଏହି ଦେଶକୁ ମିଳିଲା ୧,୦୯୮ କ୍ୟାରେଟ୍ ପୃଥିବୀର ତୃତୀୟ ବୃହତ୍ତମ ହୀରା: ଏବେ ସୁଧୁରିବ ଆର୍ଥିକ ଅବସ୍ଥା…
ଗାର୍ବୋନ୍,୧୭।୬: ଆଫ୍ରିକୀୟ ଦେଶ ବୋଷ୍ଟଓ୍ବାନାକୁ ପୃଥିବୀର ତୃତୀୟ ବୃହତ୍ତମ ହୀରା ମିଳିଛି। ଜୁନ୍ ୧ରେ ମିଳିଥିବା ଏହି ହୀରାକୁ ରାଷ୍ଟ୍ରପତି ମୋକଗଓ୍ବେତ୍ସି ମସିସି ବୁଧବାର ଦେଖିଛନ୍ତି।...
ଭାରତୀୟ ଷ୍ଟ୍ରେନ୍କୁ ‘ଡେଲ୍ଟା’ ନାମ ଦେଲା ଡବ୍ଲ୍ୟୁଏଚ୍ଓ…
ଜେନେଭା/ନୂଆଦିଲ୍ଲୀ,୧।୬: ଭାରତରେ ଦେଖାଦେଇଥିବା କରୋନା ମହାମାରୀ ଭୂତାଣୁର ଷ୍ଟ୍ରେନ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଗ୍ରୀକ୍ ଅକ୍ଷର ଡେଲ୍ଟଶ ଭାବେ ନାମକରଣ କରାଯାଇଛି। ଅକ୍ଟୋବର ୨୦୨୦ରେ...
ପୁଅ ବାହା ହେବାକୁ ମନା କରିବାରୁ ମା-ବାପା ନେଲେ ଏମିତି ଚରମ ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ତେହେରାନ,୯ା୬: ଇରାନରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବୃଦ୍ଧ ଦମ୍ପତି ତାଙ୍କର ୪୭ ବର୍ଷୀୟ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ଜଣକ ଫିଲ୍ମନିର୍ମାତା...
ଆସୁଛି କରୋନାର ‘ସୁପର ଭ୍ୟାକ୍ସିନ’
ଓ୍ବାଶିଂଟନ୍,୨୩।୬: କରୋନା ଭାଇରସ୍ ମହାମାରୀ ସମ୍ମୁଖୀନ ହୋଇଥିବା ବିଶ୍ୱ ଏବେ ଭିନ୍ନ ଭିନ୍ନ ଭାରିଆଣ୍ଟକୁ ନେଇ ଚିନ୍ତିତ ରହିଛି। ବିଭିନ୍ନ ଦେଶରେ କରୋନାର ନୂଆ ନୂଆ...
ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ
ଲଣ୍ଡନ,୨ା୬: ମାର୍ଚ୍ଚ ୨୦୨୦ ପରଠାରୁ ବ୍ରିଟେନରେ କରୋନା ଜନିତ ମୁତ୍ୟୁ ହୋଇନାହିଁ। ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ ରହିଛି।...
ମନର ଭାବନାକୁ ଜାଣିପାରିବ ଏହି ହେଲ୍ମେଟ
ଓ୍ବାଶିଂଟନ୍,୧୮।୬: ମନୁଷ୍ୟର ମନର ଭାବନାକୁ ଜାଣିବା ପାଇଁ ଅନେକ ବର୍ଷରୁ ଗବେଷଣା ଚାଲିଛି, ହେଲେ ଏବେ ଯାଇ ଏଥିରେ ସଫଳତା ମିଳିପାରିଛି। କର୍ନେଲ ନାମକ ଜଣେ...
ଆୟକର ଫାଙ୍କିଛନ୍ତି ବେଜୋସ୍, ମସ୍କ
ଓ୍ବାଶିଂଟନ,୧୦ା୬ : ବିଶ୍ୱର ଆର୍ଥିକ ଢାଞ୍ଚା ଏପରି ହୋଇଯାଇଛି ଯେ, ପ୍ରତିବର୍ଷ ଗରିବ ଓ ଧନୀଙ୍କ ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଛି। ଏହା ଦୀର୍ଘ ବର୍ଷ...
ଭର୍ଚୁଆଲ କରେନ୍ସି ବିଟ୍କଏନ ଏବେ ଏଲ୍ ସାଲଭେଡରରେ ହେବ ଲାଗୁ…
ସାନ୍ ସାଲଭେଡର, ୯।୬: ସେଣ୍ଟ୍ରାଲ ଆମେରିକାର ଦେଶ ଏଲ ସାଲଭେଡର ଭର୍ଚୁଆଲ କରେନ୍ସି ବିଟ୍କଏନ ବୈଧ କରିବାକୁ ଯୋଜନା ହୋଇଛି। ପୂର୍ବରୁ ରାଷ୍ଟ୍ରପତି ନାଏବ ବୁକେଲେ...


