ଭେଟେରାନ ଅଭିନେତା ନେଡ ବିଟିଙ୍କ ପରଲୋକ ହୋଇଛି। ସୁପରମ୍ୟାନ, ନେଟୱାର୍କ ପରି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ସେ ନଜର ଆସିଥିଲେ। ମୃତ୍ୟୁବେଳକୁ ନେଡଙ୍କୁ ୮୩ ବର୍ଷ ହୋଇଥିଲା। ସେ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲେ। ସେ ଅନେକ ସଫଳ ହଲିଉଡ ଚଳଚ୍ଚିତ୍ରର ଅଂଶ ଥିଲେ। ୧୯୭୬ରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ନେଟୱାର୍କ’ରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ ଏତେ ଶକ୍ତିଶାଳୀ ଭୂମିକା ଗ୍ରହଣ କରିଥିଲେ ଯେ ସେ ସେହି ବର୍ଷ ଓସ୍କାରରେ ଶ୍ରେଷ୍ଠ ସହାୟକ ଅଭିନେତା ଭାବରେ ମନୋନୀତ ହୋଇଥିଲେ।
ସାବ୍ଧାନ ଇଣ୍ଡିଆର ୨ଅଭିନେତ୍ରୀ ଗିରଫ
ମୁମ୍ବାଇ,୧୮।୬: ଟେଲି ସିରିୟଲ୍ର ପପୁଲାର ଶୋ’କ୍ରାଇମ୍ ପେଟ୍ରୋଲ ଓ ସାବ୍ଧାନ ଇଣ୍ଡିଆରେ ଅଭିନୟ କରୁଥିବା ୨ଜଣ ଅଭିନେତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଚୋରି ଅଭିଯୋଗରେ...
ପ୍ରେମିକାଙ୍କ ବିବାହ ଖବର ଶୁଣି ସିଗାରେଟ୍ ଲଗାଇ ହାତ ପୋଡି ଦେଇଥିଲେ ଏହି ପ୍ରସିଦ୍ଧ ଅଭିନେତା
ହିନ୍ଦୀ ସିନେମାର ଜଣେ ମହାନ ଅଭିନେତ୍ରୀ ଥିଲେ ନର୍ଗିସ ଦତ୍ତ। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିଲେ। ତାଙ୍କର ପ୍ରକୃତ ନାମ ଥିଲା ଫାତିମା...
ଖିଲାଡ଼ି ବୟଙ୍କ ସମ୍ପର୍କରେ ଏଭଳି କହିଥିଲେ ଖିଲାଡ଼ି ଗର୍ଲ….
ମୁମ୍ବାଇ, ୮।୬: ବଲିଉଡ୍ର ଖିଲାଡି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଶିଳ୍ପା ଶେଟ୍ଟିଙ୍କୁ ମଙ୍ଗଳବାର ୪୬ ବର୍ଷ ପୂରଣ ହୋଇଛି। ସେ ୧୯୭୫ ଜୁନ...
ନିର୍ବନ୍ଧ ପରେ ବି ଏହି ବ୍ୟକ୍ତିଙ୍କ ପାଇଁ କରିଶ୍ମା-ଅଭିଷେକଙ୍କ ଭାଙ୍ଗିଯାଇଥିଲା ସମ୍ପର୍କ
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିର ସେଲିବ୍ରିଟିଙ୍କ ପ୍ରୋଫେସନାଲ ହେଉ କି ପର୍ସନାଲ ଲାଇଫ୍ ବିଷୟରେ ଜାଣିବା ପାଇଁ ସମସ୍ତେ ଉତ୍ସୁକ ରହିଥାନ୍ତି। ବଲିଉଡ୍ରେ ଏଭଳି କିଛି ସେଲିବ୍ରିଟି...
ବିମାନ ଦୁର୍ଘଟଣାରେ ଆଖି ବୁଜିଲେ ଟାର୍ଜନ ଅଭିନେତା
ବମ୍ବେ: ପରଲୋକରେ ଅଭିନେତା ଜୋ ଲାରା। ଏକ ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି। ୫୮ ବର୍ଷୀୟ ଜୋ ବିମାନରେ ସ୍ତ୍ରୀ ଏବଂ ପାଞ୍ଚଜଣ ଅନ୍ୟ...
ଟାଇଗରଙ୍କ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଲେ ବାପା
ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଚାଲିଛି। ଉଭୟ ଅନେକ ପାର୍ଟିରେ ଏକତ୍ର ନଜର...
ବିହାରର ଏସ୍ଟିଇଟି ପରୀକ୍ଷାରେ ପାସ୍ ହେଲେ ଲୋକପ୍ରିୟ ଅଭିନେତ୍ରୀ ଅନୁପମା? ଭାଇରାଲ ହେଉଛି ରେଜଲ୍ଟ
ସୋସିଆଲ ମିଡିଆରେ ବିହାର ଏସ୍ଟିଇଟିର ଏକ ପରୀକ୍ଷାଫଳ ଭାଇରାଲ ହେଉଛି। ଏଥିରେ ଦକ୍ଷିଣ ଭାରତୀୟ ସିନେ ଅଭିନେତ୍ରୀ ଅନୁପମା ପରମେଶ୍ୱରନ ପରୀକ୍ଷା ପାସ କରିଥିବା ଦେଖିବାକୁ...
ଗର୍ଭବତୀ ପରେ ନୁସରତଙ୍କ ଏପରି ଭିଡିଓ ହେଉଛି ଭାଇରାଲ
ପଶ୍ଚିମବଙ୍ଗରେ ଟିଏମ୍ସି ଏମ୍ପି ତଥା ଅଭିନେତ୍ରୀ ନୁସରତ ଜାହାଁ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ବର୍ତ୍ତମାନ ସେ ତାଙ୍କ ବିବାହ ଏବଂ ମା’ହେବା ଖବର ପାଇଁ...


