ଓଡ଼ିଶା: ଆଜିର ଫଟୋ (ଜୁନ ୨, ୨୦୨୧)
ଭୁବନେଶ୍ୱର ବିନ୍ଦୁସାଗରରେ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଚାପ ଖେଳ ଭୁବନେଶ୍ୱରରେ ବର୍ଷା ଯୋଗୁଁ ଗରମରୁ ଆଶ୍ବସ୍ତି ଭୁବନେଶ୍ୱର ରସୁଲଗଡ଼ରେ ମାଛ କିଣିବାକୁ...
ଓଡ଼ିଶା: ଆଜିର ଫଟୋ (ଜୁନ ୧୭ , ୨୦୨୧)
ଲକଡାଉନ ନିଅମ କୋହଳ ପରେ ରାଜମହଲ ରୁ ଶିଶୁଭବନ ଛକ ରୋଡ କଡରେ ଗାଡିକୁ ପାର୍କିଙ୍ଗ କରାଯାଇଛି ଲକଡାଉନ ନିଅମ କୋହଳ ହେବା ପରେ ଲୋକଙ୍କ...
ଓଡ଼ିଶା: ଆଜିର ଫଟୋ (ଜୁନ ୨୩ , ୨୦୨୧)
ସ୍ନାନ ପୂର୍ଣ୍ଣିମାରେ ଶ୍ରୀ ଜୀଉଙ୍କ ହାତୀବେଶ ଲାଗି କଟକ ଫିରଙ୍ଗୀ ବଜାର କାରିଗର ମୁଖା ପ୍ରସ୍ତୁତରେ ବ୍ୟସ୍ତ ବର୍ଷାଜଳ ନିଷ୍କାସନ ନ ହୋଇ ପାରି କଟକ...
ଓଡ଼ିଶା: ଆଜିର ଫଟୋ (ଜୁନ ୧୫, ୨୦୨୧)
ଶିବ ପାର୍ବତୀ ବିବାହ ଲାଗି ପୁରୁଣା ଭୁବନେଶ୍ୱର ଗୁଆଝର ପରିସରରେ ଚନ୍ଦନ ଉତ୍ସବ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧବାର୍ଷିକୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖ...
ଓଡ଼ିଶା: ଆଜିର ଫଟୋ (ଜୁନ ୨୧ , ୨୦୨୧)
କଳ୍ପନା ଛକରେ ଜଣେ ଯୁବତୀ ଜାମୁକୋଳି କିଣୁଛନ୍ତି ଦୁଇଦିନ ଧରି ସପ୍ତାହାନ୍ତ ସଟଡାଉନ ଖୋଲିବାପରେ ଆଜି ଭୁବନେଶ୍ୱର ରେ ପ୍ରବଳ ଗହଳି ଅଶୋକନଗର ରୋଡ ରେ...
ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୧, ୨୦୨୧)
ଭୁବନେଶ୍ୱର ଝାରପଡା ରୋଡ ଅସ୍ଥାୟୀ ପରିବାହାଟ ରୋଡରେ ପ୍ରବଳ ଗାଡିମୋଟର ଜାମ୍ ଶିଶୁଭବନ ସମ୍ମୁଖ ରିଂବନ୍ଧ ରାସ୍ତା ପାର୍ଶ୍ୱରେ ବସିଥିବା ଅସ୍ଥାୟୀ ପରିବା ହାଟରେ...
ଓଡ଼ିଶା: ଆଜିର ଫଟୋ (ଜୁନ ୮, ୨୦୨୧ )
କଟକ ଛତ୍ର ବଜାର ଫଳ ମାର୍କେଟ ଚଳଚଞ୍ଚଳ ସାବିତ୍ରୀ ବ୍ରତ ଲାଗି କଟକ ବକ୍ସି ବଜାର ଫଳ ମାର୍କେଟରେ ଲୋକଙ୍କ ଭିଡ଼ ...
ଓଡ଼ିଶା: ଆଜିର ଫଟୋ (ଜୁନ ୭, ୨୦୨୧)
ଆଗକୁ ସାବିତ୍ରୀ ବ୍ରତ ଉପଲକ୍ଷେ ୟୁନିଟ-୧ ହାଟ ରୋଡ ରେ ଲୋକମାନେ ଫଳ କିଣୁଛନ୍ତି ଆଗକୁ ସାବିତ୍ରୀ ବ୍ରତ ୟୁନିଟ-୧ ହାଟ ରୋଡ ରେ ଜଣେ...





