E-Paper
  • logo
  • Saturday 30th May 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମନୋରଞ୍ଜନ

ରିୟାଙ୍କ ନିକଟକୁ ଆସୁଛି ଅଫର ପରେ ଅଫର, ବଡ଼ ପ୍ରୋଜେକ୍ଟରେ ଆସିବେ ନଜର
12:45 pmJune 10, 2021

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏକ ବଡ଼ ପ୍ରୋଜେକ୍ଟରେ ନଜର ଆସିବେ। ଏହି ପ୍ରୋଜେକ୍ଟ ବିଷୟରେ ରିୟା ଏବେ ଚିନ୍ତା କରୁଛନ୍ତି। ରିୟା ଶେଷଥର ପାଇଁ ଫିଲ୍ମ ‘ଜଲେବୀ’ରେ ନଜର ଆସିଥିଲେ। ଯାହା ଏକ ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମ ଥିଲା। ଏବେ ତାଙ୍କର ଆଗାମୀ ଫିଲ୍ମ ‘ଚେହେରେ’ ରିଲିଜ ଅପେକ୍ଷାରେ ରହିଛି। ରୁମି ଜାଫରୀଙ୍କ ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଅନୁ କପୁର, ଇମ୍‌ରାନ ହାସମ ଏବଂ କ୍ରିଷ୍ଟାଲ ଡିସୁଜା ରହିଛନ୍ତି। ଏବେ ରିୟାଙ୍କ ନିକଟକୁ ଆଉ ଏକ ଅଫର ଆସିଛି। ‘ମହାଭାରତ’ରେ ରିୟା ଦ୍ରୌପଦୀ ଭୂମିକାରେ ଅଭିନୟ କରିବାକୁ ଅଫରଟି ମିଳିଛି। ଯାହାକୁ ନେଇ ରିୟା ବହୁତ ଖୁସି ଅଛନ୍ତି।

ରିୟା ପୂର୍ବରୁ ‘ବ୍ୟାଙ୍କ୍‌ ଚୋର’, ‘ହାଫ୍‌ ଗର୍ଲଫ୍ରେଣ୍ଡ’ ଏବଂ ‘ମେରେ ଡ୍ୟାଡ୍‌ କି ମାରୁତି’ରେ ନଜର ଆସିଥିଲେ। ଆଜିକାଲି ରିୟା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ରିୟା ଡ୍ରଗ୍‌ସ ମାମଲାରେ ଜେଲ୍‌ ଯାଇ ଫେରିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inମନୋରଞ୍ଜନ View All

ମଲାଇକାଙ୍କ ସହ ଡେଟ୍‌ କରୁଥିବା ଅର୍ଜୁନ ଏକଦା ପଡ଼ିଥିଲେ ସଲମାନ୍‌ଙ୍କ ଭଉଣୀଙ୍କ ପ୍ରେମରେ, ଦୁଇ ବର୍ଷ ପରେ…

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ସେ ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଆଜି ତାଙ୍କର ୩୬ ତମ...

ଗର୍ଲଫ୍ରେଣ୍ଡ ମୋତେ ହୃଦୟରୁ ଜାଣିଛନ୍ତି କହିଲେ ଏହି ଅଭିନେତା

ମୁମ୍ବାଇ,୨ା୬: ଅର୍ଜୁନ କପୁର ଏବଂ ମଲାଇକା ଆରୋରା ସେମାନଙ୍କ ରୋମାନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦୁଇଜଣ ଦୀର୍ଘଦିନ ଧରି ଡେଟ୍‌ରେ ରହି ଆସୁଛନ୍ତି। ଏକ...

ବାପା ହେବାକୁ ଯାଉଛନ୍ତି ଅଭିନେତା ଅପାରଶକ୍ତି, ବିବାହର ୭ ବର୍ଷ ପରେ…

ବମ୍ବେ: ବାପା ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ତଥା ଆୟୁଷ୍ମାନ ଖୁରାନ୍ନାଙ୍କ ଭାଇ ଅପାରଶକ୍ତି। ଖୁବ୍‌ଶୀଘ୍ର ତାଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛି। ବିବାହର...

ପୁଣ୍ୟତିଥିରେ ମା’ଙ୍କୁ ମନେପକାଇଲେ ଡ୍ରିମ୍‌ଗର୍ଲ

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତ୍ରୀ ହେମା ମାଳିନୀ ନିଜ ମା’ ଜୟା ଚକ୍ରବର୍ତ୍ତୀଙ୍କ ୧୭ତମ ପୁଣ୍ୟତିଥିରେ ତାଙ୍କୁ ମନେପକାଇଛନ୍ତି। ଶୁକ୍ରବାର ସୋସିଆଲ ମିଡିଆରେ ହେମା ମାଳିନୀ...

ଅଭିନେତ୍ରୀଙ୍କ ଅଜବ ଇଚ୍ଛା ଶୁଣି ସ୍ବାମୀ ହେଲେ ଚକିତ

ପ୍ରସିଦ୍ଧ ଅଭିନେତ୍ରୀ ମୋନାଲିସା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ହିନ୍ଦୀ ଟିଭି ଜଗତରେ ଏକ ଜଣାଶୁଣା ନାମ। ସେ ଫିଲ୍ମ ଅପେକ୍ଷା ସୋସିଆଲ ମିଡିଆରେ ଅଧିକ...

ଫଟୋଗ୍ରାଫରଙ୍କ ପ୍ରେମରେ ଏହି ଅଭିନେତ୍ରୀ

ମୁମ୍ବାଇ: ଦୀର୍ଘବର୍ଷ ଧରି ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ନାମ ରୋହନ ଶ୍ରେଷ୍ଟା (ସେଲିବ୍ରିଟି ଫଟୋଗ୍ରାଫର)ଙ୍କ ସହ ଚର୍ଚ୍ଚା ହୋଇଆସୁଛି। ଶୁଣିବାକୁ ମିଳୁଛି ଦୁହେଁ ଏକାଠି...

ମା’ ହେବାକୁ ଯାଉଛନ୍ତି ନୁଶ୍‌ରତ୍‌! ସ୍ବାମୀ କହିଲେ ଜାଣିନି, ୬ ମାସ ହେବ ମୁଁ ଅଲଗା ରହୁଛି

ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍‌ରତ୍‌ ଜାହାଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଚଳଚ୍ଚିତ୍ରରେ ସଫଳ କ୍ୟାରିୟର, ନିର୍ବାଚନରେ ଜିତିବା ଏବଂ ନିଖିଲ ଜୈନଙ୍କୁ...

ନିଆଙ୍କ ଉପରେ ରାଗିଗଲେ ଦେବୋଲିନା: କହିଲେ ‘ଖାଲି ଫ୍ୟାଶନ୍‌ ଦେଖାଇଲେ ହେବନି; ମଣିଷ ହେବା ଲାଗି…’

ବମ୍ବେ: ଟୁଇଟରରେ ଟଣାଓଟରା। କିଏ ଠିକ୍‌ କିଏ ଭୁଲ କହିବା ମୁସ୍କିଲ। ହେଲେ ପରୋକ୍ଷରେ ଆରୋପ ପ୍ରତ୍ୟାରୋପ ସହ ଅଭିନୟକୁ ନେଇ କଥା କଟାକଟି ଜାରି...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
୫ ବର୍ଷରୁ କମ୍‌ ବୟସ୍କ ଛୋଟପିଲା ମାସ୍କ୍‌ ପିନ୍ଧିବା ନୁହେଁ ଜରୁରୀ: ଡିଜିଏଚଏସ୍‌…
Next Post Next post:
ଲାଇଭ୍‌ ଶୋ’ବେଳେ ଏମ୍‌ପିଙ୍କ କଲର୍‌ ଧରି ଚାପୁଡା ମାରିଲେ ମହିଳା ନେତ୍ରୀ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts