ଇନ୍ଷ୍ଟ୍ରାଗ୍ରାମରେ ଲୋକପ୍ରିୟତାକୁ ନେଇ ଚର୍ଚ୍ଚାରେ ପାକିସ୍ତାନର ଜଣେ ଯୁବତୀ। ସେ ହେଲେ ଆମ୍ନା ରିଆଜ। ସାଧାସିଧା ପୋଷାକରେ ସୁନ୍ଦରତା ସହ ତାଙ୍କ ହସ ପ୍ରଶଂସକଙ୍କ ହୃଦୟ ଜିତୁଛି। ଆମ୍ନା ଗୋଟିଏ ଭିଡିଓ ଶେୟାର କରିବା ମାତ୍ରେ ତାହା ଲକ୍ଷ ଲକ୍ଷ ଲୋକଙ୍କୁ ଆକୃଷ୍ଟ କରୁଛି।
କୌଣସି ଖରାପ ବିଷୟବସ୍ତୁ ନୁହେଁ ବରଂ କେବଳ ଖାଇବା ରାନ୍ଧିବା ସମୟରେ ଭିଡିଓ ପୋଷ୍ଟ କରିଥାନ୍ତି ସେ। ଏହି ସମୟରେ ତାଙ୍କ ହସ ସହ ରୋଷେଇ କରିବାର ଶୈଳୀ ମନ କିଣିଥାଏ। ଏବେ ଯାଏ ଇନ୍ଷ୍ଟାଗ୍ରାମରେ ମୋଟ ୧୧ ଭିଡିଓ ଶେୟାର କରିଛନ୍ତି ଆମ୍ନା। ଏହାକୁ ୪ କୋଟିରୁ ଅଧିକ ଲୋକ ଦେଖିଛନ୍ତି। ଭଲ ଫଟୋଟିଏ ପାଇଁ ଭଲ ପୋଷାକ ନୁହେଁ ବରଂ ଭଗବାନ ଦେଇଥିବା ହସ ଧାରେ ଲୋଡ଼ା ବୋଲି ଆମନା କ୍ୟାପ୍ଶନରେ ଲେଖିଛନ୍ତି। କହିବାକୁ ଗଲେ କେବଳ ଯେ ପାକିସ୍ତାନ ତାହା ନୁହେଁ ସାରା ବିଶ୍ୱର ଭଲପାଇବା ଏବେ ଆମ୍ନାଙ୍କୁ ମିଳୁଛି। ସମସ୍ତେ ତାଙ୍କୁ ପସନ୍ଦ କରୁଛନ୍ତି।
୧୯୮୦ ଅଗଷ୍ଟ ୧୭ରେ ଲାହୋରରେ ଜନ୍ମଗ୍ରହଣ କରିଥିଲେ ଆମ୍ନା। ଖାଇବା ପ୍ରତି ତାଙ୍କର ପିଲାଟିବେଳୁ ଆଦର ରହିଥିଲା। ବଡ଼ ହେବା ପରେ ସେ ‘କିଚନ୍ ଉଇଥ୍ ଆମ୍ନା’ର ଶୁଭାରମ୍ଭ କରିଥିଲେ। ଏହା ଧିରେ ଧିରେ ଲୋକପ୍ରିୟତା ହାସଲ କରିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.