ମୁମ୍ବାଇ: କିଙ୍ଗ୍ ଖାନ୍ ଶାହାରୁଖ ଏକ ସାକ୍ଷାତକାରରେ ତାଙ୍କ ପିଲାଦିନର ନାଁ ବିଷୟରେ କହିଥିଲେ। ଶାହାରୁଖଙ୍କ ପିଲାଦିନର ନାଁ ଥିଲା ଅବଦୁର ରେହମାନ। ଏହି ନାମ ତାଙ୍କ ଜେଜେମା ଦେଇଥିଲେ। ଯଦିଓ ଏହି ନାମ କେବେ ପଞ୍ଜୀକୃତ ହୋଇ ନ ଥିଲା। ଏହା ପରେ ପିତା ତାଙ୍କ ନାମ ଶାହାରୁଖ ଖାନରେ ପରିବର୍ତ୍ତନ କରିଥିଲେ।
ଶାହାରୁଖ ଅନୁପମ ଖେରଙ୍କ ସାକ୍ଷାତକାରରେ କହିଥିଲେ, ତାଙ୍କ ପିଲାଦିନର ନାମ ଅବଦୁର ରେହମାନ। ତାଙ୍କ ଜେଜେମା ଚାହୁଁଥିଲେ ଶାହାରୁଖଙ୍କ ନାଁ ଅବଦୁର ରେହମାନ ରହୁ। ଯଦିଓ ଏହି ନାମ କୌଣସି ସ୍ଥାନରେ ପଞ୍ଜୀକୃତ ହୋଇନାହିଁ। ଶାହାରୁଖ କୁହନ୍ତି, ମୁଁ ବର୍ତ୍ତମାନ ଅଜବ ଅନୁଭବ କରୁଛି। ଅବଦୁର ରେହମାନ ଭାବନ୍ତୁ।
ଶାହାରୁଖ ଖାନ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ସମ୍ପର୍କୀୟ ତାଙ୍କୁ ପିଲାଦିନେ ଏହି ନାମରେ ଥଟ୍ଟା କରୁଥିଲେ। ତାଙ୍କ ସାଙ୍ଗମାନେ କୁହନ୍ତି, ତୁମେ ଯେତେବେଳେ ବିବାହ କରିବ, ଆମେ ‘ଅବଦୁର ରହେମାନିଆ’ ଗୀତ ଗାଇବୁ।
ଏ ତ ଗଲା ଶାହାରୁଖଙ୍କ ପିଲାଦିନର ନାଁ ସମ୍ପର୍କରେ। ଯଦି ତାଙ୍କ ଓ୍ବାର୍କଫ୍ରଣ୍ଟ୍ କଥା କହିବା ତେବେ ସେ ଖୁବ୍ଶୀଘ୍ର ଫିଲ୍ମ ‘ପୃଥ୍ବୀ’ରେ ନଜର ଆସିବେ। ଏହା ଏକ ଗୁପ୍ତଚର ଭିତ୍ତିକ ଫିଲ୍ମ। ତାଙ୍କ ବ୍ୟତୀତ ଦୀପିକା ପାଦୁକୋନ ଏବଂ ଜନ ଆବ୍ର।ହମଙ୍କର ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ବ୍ୟତୀତ ସେ ରାଜକୁମାର ହିରାନୀ ଏବଂ ସାଉଥ୍ର ନିର୍ଦ୍ଦେଶକଙ୍କୁ ମଧ୍ୟ ଦେଖିବାକୁ ମିଳିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.