ସାଢ଼େ ଚାରି ବର୍ଷ ସମ୍ପର୍କରେ ରହିବା ପରେ ଶାହିଦଙ୍କଠାରୁ ଅଲଗା ହୋଇଥିଲେ କରିନା, ବ୍ରେକ୍ଅପ୍ ନେଇ…
ବମ୍ବେ: ଏକ ସମୟରେ ଅଭିନେତ୍ରୀ କରିନା କପୁର ଏବଂ ଅଭିନେତା ଶାହିଦ କପୁରଙ୍କ ଯୋଡ଼ିକୁ ଆଦର୍ଶ କୁହାଯାଉଥିଲା। ହେଲେ ଯେତେବେଳେ ସେମାନେ ଅଲଗା ହୋଇଥିଲେ ସବୁକିଛି ବଦଳିଯାଇଥିଲା। ପ୍ରଶଂସକ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ଏକ ଟେଲିଭିଜନ...
ଐଶ୍ଙ୍କ ଉପରେ ହାତ ଉଠାଇ ଦେଉଥିଲେ ସଲମାନ୍, ସହକଳାକାରଙ୍କ ସହ ସମ୍ପର୍କ ଥିବା ନେଇ କରୁଥିଲେ ସନ୍ଦେହ
ବମ୍ବେ: ବଲିଉଡ୍ର ଚର୍ଚ୍ଚିତ ପ୍ରେମ କାହାଣୀ ଭିତରୁ ସଲମାନ ଖାନ-ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କ ଅନ୍ୟତମ। ଏକ ସମୟରେ ସେମାନଙ୍କ ବ୍ରେକ୍ଅପ୍ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଦେଇଥିଲା। ପରଦାରେ ହିଟ୍ ଥିବା ଏହି ଯୋଡି କାହିଁକି ଅଲଗା ହେଲେ ତାହା ଜାଣିବାକୁ...
ବିବାହ ମଣ୍ଡପରେ ଭିଣୋଇଙ୍କୁ ଜାବୁଡ଼ି ଧରି ଚୁମ୍ବନ ଦେଲେ ଶାଳୀ, ଭିଡିଓ ଭାଇରାଲ ପରେ…
ଏକ ବିବାହ ମଣ୍ଡପରେ ବରଙ୍କୁ କନ୍ୟାଙ୍କ ସାନ ଭଉଣୀ ଅର୍ଥାତ୍ ଶାଳୀ ଚୁମ୍ବନ ଦେବା ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେତେବେଳେ ବିବାହ ସମାରୋହରେ ବରଣମାଳା କାର୍ଯ୍ୟକ୍ରମ ହେଉଥିଲା। ଜଣେ ଜଣଙ୍କୁ ମାଳା ପିନ୍ଧାଇବାର ଥିଲା। ଏହା...
ଅକ୍ଷୟ କୁମାର ମୋ’ ଅତୀତର ଏକ ଭୁଲି ଯାଇଥିବା ଅଧ୍ୟାୟ: ଶିଳ୍ପା
ବମ୍ବେ: ପ୍ରେମ ଯେତିକି ସୁନ୍ଦର, ପ୍ରତାରଣା ସେତିକି ଯନ୍ତ୍ରଣାଦାୟକ। ସାଥୀଙ୍କଠାରୁ ଅଲଗା ହେବା ଅନେକଙ୍କ ପାଇଁ ସହଜ ହୋଇ ନ ଥାଏ। ବେଳେବେଳେ ଏହା ଘୃଣାରେ ପରିବର୍ତ୍ତିତ ହୋଇଯାଇଥାଏ। ବଲିଉଡ୍ରେ ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ଏଭଳି ସମୟ...
ଗର୍ଭବତୀଙ୍କ ପାଇଁ ସୁରକ୍ଷିତ କରୋନା ଭାକ୍ସିନ୍: ଏଠାରେ ଆରମ୍ଭ ହେବ ଟିକାକରଣ…
ଅକ୍ଲାଣ୍ଡ,୧୩।୬: କରୋନା ଭାକ୍ସିନ୍ ଗର୍ଭବତୀଙ୍କ ପାଇଁ ସୁରକ୍ଷିତ ଜଣାପଡ଼ିବା ପରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ସେମାନଙ୍କୁ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଖୁବ୍ ଶୀଘ୍ର ଏଠାରେ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହେବ। ଗଭବର୍ତୀଙ୍କ କ୍ଷେତ୍ରରେ ବିଭିନ୍ନ ସଂକ୍ରମଣ ଆଶଙ୍କା ରହିଥାଏ।...
କେକ୍-ପେଷ୍ଟ୍ରିରେ ଡ୍ରଗ୍ସ୍ ମିଶାଇ ବିକ୍ରି: ଏନ୍ସିବିର ତନାଘନା…
ମୁମ୍ବାଇ,୧୩।୬: ଡ୍ରଗ୍ସ୍ ଚୋରା କାରବାରର ପର୍ଦ୍ଦାଫାଶ୍ ମୁମ୍ବାଇରେ ହୋଇଛି। ଏନ୍ସିବି ପକ୍ଷରୁ ଏନେଇ ତନାଘନା ଆରମ୍ଭ ହୋଇଛି। ଅଭିଯୁକ୍ତମାନେ କେକ୍ ଏବଂ ପେଷ୍ଟ୍ରିରେ ଡ୍ରଗ୍ସ୍ ମିଶାଇ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ମୁମ୍ବାଇର ମଲାଦ୍ଠାରେ ଥିବା ଏକ ବେକରିରେ ଚଢ଼ାଉ...
ଧୋନୀ ଘୋଡ଼ା ସହିତ ଲଗାଇଲେ ରେସ୍ : ସାକ୍ଷୀ କଲେ ଭିଡ଼ିଓ ଶେୟାର…
ରାଞ୍ଚି,୧୩।୬: ଆପିଏଲ୍ ସ୍ଥଗିତ ହେବା ପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିକାୟକ ଏମ୍.ଏସ୍. ଧୋନୀ ରାଞ୍ଚିସ୍ଥିତ ନିଜ ଫାର୍ମ ହାଉସ୍ରେ ଛୁଟି ବିତାଉଛନ୍ତି। ଧୋନୀ ଫାର୍ମରେ ପୋଷା ପ୍ରାଣୀଙ୍କ ସହିତ ଅଧିକ ସମୟ ବିତାଉଥିବାର ଦେଖିବାକୁ ମିଳୁଛି। ଶନିବାର ଧୋନୀ...
କରୋନାରୁ ସୁସ୍ଥ ହୋଇ ଓ୍ବାର୍କଆଉଟ୍ରେ ମନ ଦେଲେ କ୍ୟାଟ୍ରିନା
ମୁମ୍ବାଇ: କରୋନାରେ ଆକ୍ରାନ୍ତ ହୋଇଥିଲେ ବଲିଉଡ୍ ସୁନ୍ଦରୀ କ୍ୟାଟ୍ରିନା କୈଫ୍। ତେବେ ସେ ଏପ୍ରିଲରୁ ସୁସ୍ଥ ହୋଇସାରିଲେଣି। ଏବେ ଅଭିନେତ୍ରୀ ନିଜର ଫିଟ୍ନେସ୍କୁ ଫେରିଛନ୍ତି। କ୍ୟାଟ୍ ଏବେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ...
ଜୀବନ ସହ ସଂଘର୍ଷ କରୁଛନ୍ତି ଯଦୁମଣି
ବାଣପୁର,୧୩ା୬(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଆୟତପୁର ପଞ୍ଚାୟତର ପାତ୍ରପୁର ଗ୍ରାମର ଯଦୁମଣି ନାୟକ(୪୫)। ସ୍ତ୍ରୀ ସୁକୁମାରୀ, ଗୋଟିଏ ଝିଅ ଓ ପୁଅ ଏବଂ ବିଧବା ମା’ଙ୍କୁ ନେଇ ତାଙ୍କ ପରିବାର। ବାହାର ରାଜ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରି...
ବିଦେଶୀ ମିଡ଼ିଆକୁ ଜବାବ୍: ୭ ଗୁଣା ନୁହେଁ କରୋନା ମୃତ୍ୟୁ ସଂଖ୍ୟା, କହିଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୩।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହା ସରକାରୀ ରିପୋର୍ଟଠାରୁ ୭ ଗୁଣା ଅଧିକ ବୋଲି ବିଦେଶୀ ମିଡ଼ିଆ ଦ ଇକୋନମିଷ୍ଟ୍ରେ ଏକ ଆର୍ଟିକିଲ୍ ପ୍ରକାଶ ପାଇଥିଲା। ତେବେ ଏହାକୁ କେନ୍ଦ୍ର ସରକାରଙ୍କ...