E-Paper
  • logo
  • Thursday 24th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମନୋରଞ୍ଜନ

ଏହି ଅଭିନେତ୍ରୀଙ୍କ ସହ ଚାଲିଛି ସଲମାନଙ୍କ ଲୁଚାଛପା ପ୍ରେମ
11:17 amJune 10, 2021

ମୁମ୍ବାଇ: ସୁନ୍ଦରୀ ନାୟିକା କ୍ୟାଟ୍ରିନା କୈଫଙ୍କ ସହ ବ୍ରେକଅପ୍‌ ପରେ ଦବଙ୍ଗ ଖାନ ସଲମାନଙ୍କ ନାମ ଆଉ ଜଣେ ମଡେଲଙ୍କ ସହ ଯୋଡ଼ା ଯାଇଛି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ରୋମାନିଆର ବିଉଟି କୁଇନ୍‌ ୟୁଲିଆ ବନ୍ତୁର। ମାତ୍ର ଏହି ଖବରକୁ ସଲମାନ କେବେ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି। କିନ୍ତୁ ୟୁଲିଆଙ୍କ ସହ ସଲମାନଙ୍କ ଲୁଚାଛପା ପ୍ରେମ ଚାଲିଥିବା ଚର୍ଚ୍ଚା ହେଉଛି। ଏପରିକି ୨୦୨୦ରେ ଲକ୍‌ଡାଉନ ସମୟରେ ସଲମାନ ୟୁଲିଆଙ୍କ ସହ ତାଙ୍କ ଫାର୍ମହାଉସରେ ରହିଥିଲେ। ଏଠାରେ ଜ୍ୟାକଲିନ ଫର୍ନାଣ୍ଡିଜ୍‌ ମଧ୍ୟ ଥିଲେ। ୟୁଲିଆଙ୍କ ସହ ସଲମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟ ନିବିଡ଼ ସମ୍ପର୍କ ରହିଛି। ତେବେ ଦେଖାଯାଉ ସଲମାନ ଏନେଇ କେବେ ମୁହଁ ଖୋଲୁଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inମନୋରଞ୍ଜନ View All

ଏତିକି ଟଙ୍କାର ଶାଢି ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ନବବଧୂ ପରି ସଜେଇ ହୋଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଉର୍ବଶୀ ନିଜ...

କିଛି ଏଭଳି ୟାମି-ଆଦିତ୍ୟଙ୍କ ଲଭ୍‌ଷ୍ଟୋରୀ: କେହି ବି ଟେର୍‌ ପାଇଲେନି; ଶୁଟିଂ ସେଟ୍‌ରୁ…

ବମ୍ବେ: ଲୁଚିଛପି ବିବାହ କରିଛନ୍ତି ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ୟାମି ଗୌତମ। ଆଦିତ୍ୟ ଧରଙ୍କୁ ସେ ବିବାହ କରିଥିବା ନେଇ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ...

ସ୍ତ୍ରୀଙ୍କୁ ମାରପିଟ୍‌ କରି ଗିରଫ ହେଲେ ଏହି ଅଭିନେତା

ଅନେକ ଦିନ ଧରି ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ନିଶା ରାୱଲଙ୍କ ମଧ୍ୟରେ ମତଭେଦ ଥିବା ଖବର ଆସିଥିଲା। ଏବେ...

ପିତାଙ୍କୁ ମନେ ପକାଇଲେ ମାଧୁରୀ, ସୋସିଆଲ ମିଡିଆରେ ଲେଖିଲେ ଏମିତି କିଛି…

ମୁମ୍ବାଇ: ଜୁନ୍‌ ୨୦ ଅର୍ଥାତ୍‌ ରବିବାର ସମଗ୍ର ଦେଶରେ ପିତୃ ଦିବସ ପାଳନ କରାଯାଉଛି। ପିଲାମାନେ ଏହି ଦିନଟିକୁ ନିଜ ପିତାଙ୍କ ସହିତ ଏକ ବିଶେଷ...

‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’କୁ ପୂରିଲା ୨୨ବର୍ଷ

ମୁମ୍ବାଇ: ବଲିଉଡ୍‌ ପ୍ରଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ଲଭ୍‌ ଟ୍ରାଏଙ୍ଗଲ୍‌ ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’କୁ...

ଟାଇଗରଙ୍କ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଲେ ବାପା

ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଚାଲିଛି। ଉଭୟ ଅନେକ ପାର୍ଟିରେ ଏକତ୍ର ନଜର...

ସୁଶାନ୍ତଙ୍କ ପୁଣ୍ୟତିଥିରେ ଭାବୁକ ହେଲେ ପରିବାର ଲୋକେ, କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଆଜି ମନେ ପକାଇ ଭାବୁକ ହୋଇଛନ୍ତି ତାଙ୍କ ପରିବାର ଲୋକେ। କାରଣ ଗତବର୍ଷ ଆଜିର ଦିନରେ ଅର୍ଥାତ୍‌...

ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍‌ ହେବା ହେବା ପରେ ଏମିତି କରିଥିଲେ ଏହି ଅଭିନେତା

ଫିଲ୍ମ ଇଣ୍ଡଷ୍ଟ୍ରିର ରଙ୍ଗୀନ ଦୁନିଆରେ କେଉଁ ଷ୍ଟାର ଆଗକୁ ଯିବେ ତାହା କହିବା ଅତ୍ୟନ୍ତ କଷ୍ଟକର। ଏହି ଲାଇନ୍‌ରେ ଆସି ଅନେକ ଭଲ ତାରକା ମଧ୍ୟ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ନଳକୂଅ ଧରାଇ ନୀରବ
Next Post Next post:
ପ୍ରେମ ନିବେଦନରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ନାବାଳିକାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts