E-Paper
  • logo
  • Thursday 24th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମନୋରଞ୍ଜନ

ବାଥ୍‌ରୁମ ସେଲ୍‌ଫି ଶେୟାର କଲେ ଏହି ଅଭିନେତ୍ରୀ, ଦର୍ଶକ ପଚାରିଲେ ଏମିତି ପ୍ରଶ୍ନ
11:17 amJune 17, 2021

ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଯିଏକି ସୋସିଆଲ ମିଡିଆରେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କେବେ ତାଙ୍କ ପ୍ରେମିକ ରଣବୀର କପୁରଙ୍କୁ ନେଇ ହେଉ କିମ୍ବା ନିଜର ଫଟୋ ଏବଂ ଫିଲ୍ମକୁ ନେଇ। ବର୍ତ୍ତମାନ ଆଲିଆ ତାଙ୍କର ତିନୋଟି ବାଥରୁମ୍‌ ସେଲ୍‌ଫି ଯୋଗୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ଆଲିଆଙ୍କ ଏହି ଫଟୋଗୁଡ଼ିକ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବାଥରୁମ୍‌ ମିରର ସାମ୍ନାରେ ସେଲ୍‌ଫି ନେଉଥିବାର ନଜର ଆସିଛନ୍ତି।

ଏହି ଫଟୋଗୁଡ଼ିକ ଆଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଆଲିଆ ସମାନ ଅବସ୍ଥାରେ, ସମାନ ସ୍ଥାନରେ ତିନୋଟି ଭିନ୍ନ ପୋଷାକରେ ନଜର ଆସିଛନ୍ତି। ପ୍ରଥମ ଫଟୋରେ ସେ ଏକ ହଳଦିଆ ଛୋଟ ପୋଷାକରେ ନଜର ଆସିଛନ୍ତି। ପାଖରେ ଏକ ବ୍ୟାଗ୍‌ ରଖାଯାଇଛି। ସେହିପରି ଦ୍ୱିତୀୟ ଫଟୋରେ ଏକ ଧଳା ଫୁଲପକା ଡ୍ରେସ୍‌ରେ ନଜର ଆସିଛନ୍ତି ବ୍ୟାଗ୍‌ଟି ମଧ୍ୟ ତାଙ୍କ ସାମ୍ନାରେ ରହିଛି। ତୃତୀୟ ଫଟୋରେ ଏକ ଧଳା ରଙ୍ଗର ଡ୍ରେସ୍‌ରେ ଦେଖିବାକୁ ମିଳିଛନ୍ତି।ଫଟୋ ଶେୟାର କରିବା ସହିତ ଆଲିଆ ପ୍ରଶଂସକମାନଙ୍କୁ ପଚାରିଛନ୍ତି,‘ପାର୍ଥକ୍ୟ ଖୋଜ’। ଅଭିନେତ୍ରୀଙ୍କ ଏହି ଫଟୋ ଉପରେ ମନ୍ତବ୍ୟ ଦେଇ ପ୍ରଶଂସକମାନେ ନାନା କଳ୍ପନା କରିବା ସହ ଅନେକ ଅଜବ ପ୍ରଶ୍ନ ପଚାରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ବ୍ୟାଗ୍‌ଟି ଅଲଗା ଅଲଗା ସ୍ଥାନରେ ରଖାଯାଇଛି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଆଉ କେଉଁ ବନ୍ଧୁଙ୍କ କଥା କହୁଛନ୍ତି ବୋଧେ।


[mc4wp_form id="252536"] All Right Reserved By Dharitri.Com

Posted inମନୋରଞ୍ଜନ View All

ସ୍ତ୍ରୀଙ୍କୁ ମାରପିଟ୍‌ କରି ଗିରଫ ହେଲେ ଏହି ଅଭିନେତା

ଅନେକ ଦିନ ଧରି ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ନିଶା ରାୱଲଙ୍କ ମଧ୍ୟରେ ମତଭେଦ ଥିବା ଖବର ଆସିଥିଲା। ଏବେ...

ଆଖିବୁଜିଲେ ପ୍ରସିଦ୍ଧ ଫିଲ୍ମ ନିର୍ମାତା

କିମ୍ବଦନ୍ତୀ ବଙ୍ଗଳା ଫିଲ୍ମ ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ତାଙ୍କ...

ଦୁଇ ଦୁଇ ଥର ଛାଡପତ୍ର ପାଇବା ପରେ ୧୮ ବର୍ଷ ସାନ ରୁଷୀୟ ମଡେଲଙ୍କ ହାତ ଧରିଛନ୍ତି ଏହି ସେଲିବ୍ରିଟି; ବିବାହ ପରେ..

ବମ୍ବେ: ବିଭିନ୍ନ ଟେଲିଭିଜନ ଶୋ’ରେ ନଜର ଆସୁଥିବା ରାହୁଲ ମହାଜନ ଚର୍ଚ୍ଚାରେ ରହିବାକୁ ଭଲ ପାଆନ୍ତି। ବିଶେଷକରି ବ୍ୟକ୍ତିଗତ ଜୀବନ ତାଙ୍କର ଖବର ଶିରୋନାମା ପାଲଟିଥାଏ।...

ଏକତା କପୁର କଳା ପୋଷାକ ପିନ୍ଧିବା ପଛରେ ରହିଛି ଏପରି ରାଜ୍‌

ଟିଭି କ୍ୱିନ୍‌ କୁହାଯାଉଥିବା ଏକତା କପୁର ପ୍ରାୟତଃ ସବୁ ବେଳେ କଳା ପୋଷାକ ପିନ୍ଧି ଥିବା ନଜର ଆସିଥାନ୍ତି। ତେବେ ଅନେକ ତାଙ୍କ କଳା ପୋଷାକ...

ଫଟୋଗ୍ରାଫରଙ୍କ ପ୍ରେମରେ ଏହି ଅଭିନେତ୍ରୀ

ମୁମ୍ବାଇ: ଦୀର୍ଘବର୍ଷ ଧରି ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ନାମ ରୋହନ ଶ୍ରେଷ୍ଟା (ସେଲିବ୍ରିଟି ଫଟୋଗ୍ରାଫର)ଙ୍କ ସହ ଚର୍ଚ୍ଚା ହୋଇଆସୁଛି। ଶୁଣିବାକୁ ମିଳୁଛି ଦୁହେଁ ଏକାଠି...

ମଲାଇକାଙ୍କ ସହ ଡେଟ୍‌ କରୁଥିବା ଅର୍ଜୁନ ଏକଦା ପଡ଼ିଥିଲେ ସଲମାନ୍‌ଙ୍କ ଭଉଣୀଙ୍କ ପ୍ରେମରେ, ଦୁଇ ବର୍ଷ ପରେ…

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ସେ ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଆଜି ତାଙ୍କର ୩୬ ତମ...

ପ୍ରଧାନମନ୍ତ୍ରୀ ହେବେ କି; ଉତ୍ତରରେ ସୋନୁ ସୁଦ୍‌ କହିଲେ..

କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇ ଦେଇଛି। ଏଭଳି ପରିସ୍ଥିତିରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ଲୋକଙ୍କୁ ସମସ୍ତ ଉପାୟରେ ସାହାଯ୍ୟ କରୁଛନ୍ତି। ଅନେକ...

ସତ ହେଲା ନିଶାଙ୍କ କଥା! ଏହି ଯୁବତୀଙ୍କ ପ୍ରେମରେ ପଡ଼ିଛନ୍ତି କରନ୍‌; ରୋମାଣ୍ଟିକ୍‌ ଚାଟ୍‌ ଭାଇରାଲ

ବମ୍ବେ: ନିକଟରେ ଅଭିନେତା କରନ୍‌ ମେହେରା ଗିରଫ ହେବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ସ୍ତ୍ରୀ ତଥା ଅଭିନେତ୍ରୀ ନିଶା ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଭିଡ଼ କଲେ, ବୋହିନେଲେ
Next Post Next post:
ଏକ୍‌ମୋ ସପୋର୍ଟରେ ୧୦ରୁ ପ୍ରାୟ ୪ ଜଣ ବଞ୍ଚିଯାଇପାରନ୍ତି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts