ବିଗତ କିଛି ଦଶନ୍ଧି ମଧ୍ୟରେ ଟେକ୍ନୋଲୋଜି ଆମ ଜୀବନରେ ଅନେକ ପ୍ରଭାବ ପକାଇଛି। ଯଦିଓ ଭ୍ରମଣ ତରିକା ପାରମ୍ପରିକ ହୋଇଆସୁଛି ତଥାପି କିଛି ସମୟ ପାଇଁ ଏକ ଟେକ୍ନୋଲୋଜି ଚର୍ଚ୍ଚାରେ ରହିଛି। ଯାହା ସାଧାରଣ ପରିବହନ ପାଇଁ ବ୍ୟବହାର ହେଉଛି।
ଏହି ଟେକ୍ନୋଲୋଜିର ନାମ ହେଉଛି ହାଇପରଲୁପ୍। ଏହା ହେଉଛି ଚୁମ୍ବକୀୟ କ୍ୟାପସୁଲ ଯାହା ଘଣ୍ଟା ପ୍ରତି ୧୨୨୩ କିଲୋମିଟର ବେଗରେ ଭୂମିଠାରୁ ଉପରେ ଉଡ଼ିବ। ରିପୋର୍ଟ ଅନୁଯାୟୀ, ଦୁନିଆର ସବୁଠୁ ଦ୍ରୁତତମ ବୁଲେଟ୍ ଟ୍ରେନ୍ ଜାପାନିଜ୍ ସିଙ୍କାସେନ ଟ୍ରେନ୍ଠାରୁ ବି ୩ ଗୁଣ ଦ୍ରୁତ। ଏହାବ୍ୟତୀତ ଏହି ହାଇପରଲୁପ୍ ବୋଇଂ ବିମାନ ଅପେକ୍ଷା ଏହା ଅଧିକ ତୀବ୍ର ହେବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.