ସାଧାରଣତଃ ଦେଶର ସୁରକ୍ଷା ପାଇଁ ଜଳ, ସ୍ଥଳ, ବାୟୁ ସେନା ଗଠନ କରାଯାଇଥାଏ। କାରଣ ଶତ୍ରୁ ଦେଶ ସହ କଡ଼ା ମୁକାବିଲା କରିବା ପାଇଁ ଏପରି କରାଯାଇଥାଏ। ମାତ୍ର ବିଶ୍ୱରେ ଏମିତି ଏକ ଦେଶ ଅଛି, ଯାହାର ନୌସେନା ନାହିଁ କି ବାୟୁସେନା ନାହିଁ। ଏଥିପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ିଥାଏ।
ଏପରି ଦେଶ ହେଉଛି ଭୁଟାନ। ଯାହା ଦକ୍ଷିଣ ଏସିଆର ଏକ ଛୋଟ ଦେଶ। ଯାହା ହିମାଳୟ ଉପରେ ଅବସ୍ଥିତ। ଭୁଟାନର ସବୁ ସ୍ଥାନରେ କେବଳ ପର୍ବତ ଏବଂ ପାହାଡ଼ ରହିଛି। ଏହାର ପୃଷ୍ଠଭୂମି ଦୁନିଆର ସବୁଠୁ ଦୁର୍ଗମ ଅଟେ। ଭୁଟାନର ସ୍ଥାନୀୟ ନାମ ହେଉଛି ‘ଡ୍ରକ୍ ୟୁଲ୍’। ଯାହାର ଅର୍ଥ ହେଉଛି ଅଜଗର।
ଭୁଟାନ ସ୍ବାଧୀନତା ପାଇବାର ଶହେ ବର୍ଷ ଚାଲିଛି। ଏହାର ଇତିହାସରେ ଏହା କେବେବି ଉପନିବେଶ କରାଯାଇନାହିଁ। ଭୁଟାନରେ ନୌସେନା ନ ରହିବାର କାରଣ ହେଉଛି ତିଦ୍ଦତ ଏବଂ ଭାରତ ମଧ୍ୟରେ ଅବସ୍ଥିତ ଭୂମିହୀନ ଦେଶ। ଏଥିସହିତ ବାୟୁସେନା କ୍ଷେତ୍ରରେ ଭାରତ ଭୁଟାନର ଧ୍ୟାନ ରଖେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.