ବିଶ୍ୱରେ ଏପରି କୌଣସି ମୋବାଇଲ ନାହିଁ, ଯାହା ସିମ କାର୍ଡ ବିନା ଚାଲିଥାଏ। ପ୍ରତ୍ୟେକ ଫୋନରେ ସିମ ସ୍ଲଟ ରହିଛି। ସିମ କାର୍ଡର ନିଜସ୍ବ ଆକାର ଅଛି। ସିମ କାର୍ଡ ସହିତ ଜଡିତ ଏକ ମଜାଦାର ତଥ୍ୟ ଆଜି କହିବୁ। ଆମେ ସମସ୍ତେ ଜାଣୁ ଯେ ଦୁନିଆର ପ୍ରତ୍ୟେକ ସିମ କାର୍ଡ କୋଣରୁ କଟାଯାଇଥାଏ। କିନ୍ତୁ ଆପଣ ଏହାର କାରଣ ଜାଣିବାକୁ କେବେ ଚେଷ୍ଟା କରିଛନ୍ତି କି? ଏହା ଜାଣିବା ପାଇଁ ଆମକୁ ସିମ କାର୍ଡ ଏବଂ ମୋବାଇଲର ଇତିହାସ ମଧ୍ୟ ଜାଣିବାକୁ ପଡିବ। କାରଣ ଏହା ବିନା ଏହି ରହସ୍ୟ ସମାଧାନ କରିବା ଅତ୍ୟନ୍ତ କଷ୍ଟକର।
ପୂର୍ବରୁ ପ୍ରତିଦିନ ସିମ ପରିବର୍ତ୍ତନ କରିବା ସମ୍ଭବ ନ ଥିଲା। ପୂର୍ବରୁ ମୋବାଇଲ ଫୋନରେ, ସିମ ପରିବର୍ତ୍ତନ କରିବାର କୌଣସି ସୁବିଧା ମଧ୍ୟ ଉପଲବ୍ଧ ନଥିଲା। ଥରେ ଯେଉଁ ଅପରେଟର (ଟେଲିକମ ଅପରେଟର)ର ଫୋନ ନିଆଗଲା, ସେହି ସିମ ମଧ୍ୟ ସବୁବେଳେ ବ୍ୟବହାର କରିବାକୁ ପଡୁଥିଲା। ପୂର୍ବରୁ ଡୁଆଲ ସିମ ଫୋନ ନ ଥିଲା। ସମୟର ଗତି ସହିତ ଟେକ୍ନୋଲୋଜି ମଧ୍ୟ ଧୀରେ ଧୀରେ ବଦଳି ଯାଇଛି। ଏବେ ଏମିତି ଫୋନ ବଜାରକୁ ଆସିଛି, ଯେଉଁଥିରୁ ସିମ ଆବଶ୍ୟକତା ଅନୁଯାୟୀ କଢାଯାଇପାରିବ। ସେହି ସମୟରେ ସିମ କୋଣ କଟା ନଥିଲା। ଟେକ୍ନୋଲୋଜିର ପରିବର୍ତ୍ତନ ସହିତ, ସ୍ଲଟରୁ ସିମ କାଢିବା ସହଜ ଥିଲା କିନ୍ତୁ ଲୋକମାନେ ତୁରନ୍ତ ସିମ୍ କାଢିବାକୁ କଷ୍ଟ ଅନୁଭବ କରୁଥିଲେ।
ଯେତେବେଳେ ଏହି ସମସ୍ୟା ବଢିବାରେ ଲାଗିଲା, ଟେଲିକମ କମ୍ପାନୀଗୁଡିକ ସିମର ଡିଜାଇନ ପରିବର୍ତ୍ତନ କରିବାକୁ ଯୋଜନା କଲେ। ଏହି ସମସ୍ୟାକୁ ଦୂର କରିବା ପାଇଁ ଟେଲିକମ କମ୍ପାନୀଗୁଡିକ ସିମ୍ର ଗୋଟିଏ କୋଣରୁ ଏକ ଛୋଟ ଅଂଶ କାଟିଥିଲେ। ପରେ ଲୋକଙ୍କ ସମସ୍ୟା ଦୂର ହେବାକୁ ଲାଗିଲା ଏବଂ ସେମାନେ ସହଜରେ ନିଜ ଫୋନରେ ସିମ ଇନଷ୍ଟଲ କରିବା ଆରମ୍ଭ କଲେ । ସେବେଠାରୁ ସିମ୍ରେ କଟ ମାର୍କ ଦେଖାଯିବା ଆରମ୍ଭ କଲା ଏବଂ ଫୋନରେ ମଧ୍ୟ ଏହି ସୁବିଧା ଦିଆଗଲା।
ଟିକାକରଣ ପାଇଁ ପାହାଡ଼ ଚଢ଼ିଲେ ଜିଲାପାଳ
କୋଲକାତା,୨୧।୬: ପଶ୍ଚିମବଙ୍ଗ ଅଲିପୁରଦ୍ୱାର ଜିଲାର ଜିଲାପାଳ ସୁରେନ୍ଦ୍ର କୁମାର ମିନା ଏବେ ଚର୍ଚ୍ଚାରେ ରହିଛନ୍ତି। ଗାଁରେ ଟିକାକରଣ ପାଇଁ ଜିଲାପାଳ କଠିନ ରାସ୍ତା ଦେଇ ପାହାଡ଼...
ରେଷ୍ଟୁରାଣ୍ଟରେ ୨୮୦୦ ଟଙ୍କାର ଖାଇଲେ, ହେଲେ ଓ୍ବେଟରଙ୍କୁ ୧୨ ଲକ୍ଷର ଟିପ୍ ଦେଲେ ବ୍ୟକ୍ତି; ବିଲ୍ ଦେଖି ଚକିତ ହେଲେ….
ନୂଆଦିଲ୍ଲୀ: କୁହାଯାଏ ସମସ୍ତେ ଟଙ୍କା ରୋଜଗାର କରନ୍ତି, ହେଲେ ଏହାକୁ ଖର୍ଚ୍ଚ କରିବାର ସାହସ ରଖିଥାନ୍ତି ଅଳ୍ପ କେତେଜଣ। ଏହିପରି ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ।...
ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ୧୮ ମାସ ଜେଲ
ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟର ଜଣେ ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ଜଣେ ବ୍ୟକ୍ତିଙ୍କୁ ଦେଢ଼ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ରାଜକୋଟ ଜିଲା ଭୟଭଦର ଚା’ ଦୋକାନୀ...
ଧୋନୀ ଘୋଡ଼ା ସହିତ ଲଗାଇଲେ ରେସ୍ : ସାକ୍ଷୀ କଲେ ଭିଡ଼ିଓ ଶେୟାର…
ରାଞ୍ଚି,୧୩।୬: ଆପିଏଲ୍ ସ୍ଥଗିତ ହେବା ପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିକାୟକ ଏମ୍.ଏସ୍. ଧୋନୀ ରାଞ୍ଚିସ୍ଥିତ ନିଜ ଫାର୍ମ ହାଉସ୍ରେ ଛୁଟି ବିତାଉଛନ୍ତି। ଧୋନୀ ଫାର୍ମରେ...
୮୩ ବର୍ଷରେ ଫିଟ୍ ଅଛନ୍ତି ଏହି ମହିଳା: ଶାଢି ପିନ୍ଧି କଲେ ଏମିତି କାମ
ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଜଣଙ୍କ ହେଉଛନ୍ତି ୮୩ ବର୍ଷିୟା ଭାରୋତ୍ତୋଳନକାରୀ କିରଣ ବାଇ। କିରଣ...
ବର୍ଷାରେ ଭ୍ରମଣ ଚେରାପୁଞ୍ଜି
ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ସ୍ଥାନ ହେଉଛି ଚେରାପୁଞ୍ଜି। ଏହା ସ୍ଥାନୀୟ ଅଞ୍ଚଳରେ ସୋହରା ନାମରେ ମଧ୍ୟ ପରିଚିତ। ଅଧିକ...
ସ୍ତ୍ରୀଙ୍କୁ ଏମିତି ପ୍ରେମ ! ବାପଘର ଚାଲିଗଲେ ବୋଲି ସ୍କୁଟିରେ ୫୦୦ କିମି ଦୂର ଯାତ୍ରା କଲେ ସ୍ବାମୀ; ଥାନାରେ ବିତିଲା…
ପୁର୍ନିୟା: ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ପ୍ରେମକୁ ନେଇ ଅନେକ କାହାଣୀ ଶୁଣିଥିବେ। ଏବେ ସେଭଳି ଏକ ଅଗାଧ ପ୍ରେମର ଘଟଣା ବିହାରର ପୁର୍ନିୟା ଜିଲାରେ ଦେଖିବାକୁ ମିଳିଛି।...
କରୋନା ସଙ୍କଟ ମଧ୍ୟରେ ବୈଜ୍ଞାନିକ ତିଆରି କଲେ ପକେଟ ଭେଣ୍ଟିଲେଟର
କୋଲକାତା,୧୧।୬: ବର୍ତ୍ତମାନ ଦେଶରେ ଦୈନିକ ସଂକମ୍ରଣ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମିବାର ନା ନେଉନି। କରୋନା କାଳରେ ଦେଶରେ ଭେଣ୍ଟିଲେଟରର ସମସ୍ୟା ଦିନକୁ...


