Categories: ଫୁରସତ

ସିମ୍‌ କାର୍ଡ କୋଣ କାହିଁକି କଟାଥାଏ: ଜାଣନ୍ତୁ ରହସ୍ୟ

ବିଶ୍ୱରେ ଏପରି କୌଣସି ମୋବାଇଲ ନାହିଁ, ଯାହା ସିମ କାର୍ଡ ବିନା ଚାଲିଥାଏ। ପ୍ରତ୍ୟେକ ଫୋନରେ ସିମ ସ୍ଲଟ ରହିଛି। ସିମ କାର୍ଡର ନିଜସ୍ବ ଆକାର ଅଛି। ସିମ କାର୍ଡ ସହିତ ଜଡିତ ଏକ ମଜାଦାର ତଥ୍ୟ ଆଜି କହିବୁ। ଆମେ ସମସ୍ତେ ଜାଣୁ ଯେ ଦୁନିଆର ପ୍ରତ୍ୟେକ ସିମ କାର୍ଡ କୋଣରୁ କଟାଯାଇଥାଏ। କିନ୍ତୁ ଆପଣ ଏହାର କାରଣ ଜାଣିବାକୁ କେବେ ଚେଷ୍ଟା କରିଛନ୍ତି କି? ଏହା ଜାଣିବା ପାଇଁ ଆମକୁ ସିମ କାର୍ଡ ଏବଂ ମୋବାଇଲର ଇତିହାସ ମଧ୍ୟ ଜାଣିବାକୁ ପଡିବ। କାରଣ ଏହା ବିନା ଏହି ରହସ୍ୟ ସମାଧାନ କରିବା ଅତ୍ୟନ୍ତ କଷ୍ଟକର।
ପୂର୍ବରୁ ପ୍ରତିଦିନ ସିମ ପରିବର୍ତ୍ତନ କରିବା ସମ୍ଭବ ନ ଥିଲା। ପୂର୍ବରୁ ମୋବାଇଲ ଫୋନରେ, ସିମ ପରିବର୍ତ୍ତନ କରିବାର କୌଣସି ସୁବିଧା ମଧ୍ୟ ଉପଲବ୍ଧ ନଥିଲା। ଥରେ ଯେଉଁ ଅପରେଟର (ଟେଲିକମ ଅପରେଟର)ର ଫୋନ ନିଆଗଲା, ସେହି ସିମ ମଧ୍ୟ ସବୁବେଳେ ବ୍ୟବହାର କରିବାକୁ ପଡୁଥିଲା। ପୂର୍ବରୁ ଡୁଆଲ ସିମ ଫୋନ ନ ଥିଲା। ସମୟର ଗତି ସହିତ ଟେକ୍ନୋଲୋଜି ମଧ୍ୟ ଧୀରେ ଧୀରେ ବଦଳି ଯାଇଛି। ଏବେ ଏମିତି ଫୋନ ବଜାରକୁ ଆସିଛି, ଯେଉଁଥିରୁ ସିମ ଆବଶ୍ୟକତା ଅନୁଯାୟୀ କଢାଯାଇପାରିବ। ସେହି ସମୟରେ ସିମ କୋଣ କଟା ନଥିଲା। ଟେକ୍ନୋଲୋଜିର ପରିବର୍ତ୍ତନ ସହିତ, ସ୍ଲଟରୁ ସିମ କାଢିବା ସହଜ ଥିଲା କିନ୍ତୁ ଲୋକମାନେ ତୁରନ୍ତ ସିମ୍‌ କାଢିବାକୁ କଷ୍ଟ ଅନୁଭବ କରୁଥିଲେ।
ଯେତେବେଳେ ଏହି ସମସ୍ୟା ବଢିବାରେ ଲାଗିଲା, ଟେଲିକମ କମ୍ପାନୀଗୁଡିକ ସିମର ଡିଜାଇନ ପରିବର୍ତ୍ତନ କରିବାକୁ ଯୋଜନା କଲେ। ଏହି ସମସ୍ୟାକୁ ଦୂର କରିବା ପାଇଁ ଟେଲିକମ କମ୍ପାନୀଗୁଡିକ ସିମ୍‌ର ଗୋଟିଏ କୋଣରୁ ଏକ ଛୋଟ ଅଂଶ କାଟିଥିଲେ। ପରେ ଲୋକଙ୍କ ସମସ୍ୟା ଦୂର ହେବାକୁ ଲାଗିଲା ଏବଂ ସେମାନେ ସହଜରେ ନିଜ ଫୋନରେ ସିମ ଇନଷ୍ଟଲ କରିବା ଆରମ୍ଭ କଲେ । ସେବେଠାରୁ ସିମ୍‌ରେ କଟ ମାର୍କ ଦେଖାଯିବା ଆରମ୍ଭ କଲା ଏବଂ ଫୋନରେ ମଧ୍ୟ ଏହି ସୁବିଧା ଦିଆଗଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.