ବମ୍ବେ: ବଲିଉଡ୍ର ହ୍ୟାଣ୍ଡସମ୍ ନାୟକଙ୍କ ମଧ୍ୟରୁ ହ୍ରିତିକ୍ ରୋଶନ ଅନ୍ୟତମ। ତାଙ୍କୁ ‘ବଲିଉଡ୍ର ଟମ୍ କ୍ରୁଜ୍’ ମଧ୍ୟ କୁହାଯାଏ। ଏହି ସୁନ୍ଦର ଚେହେରା ଯୋଗୁ ବଲିଉଡ୍ରେ ନିଜର ପ୍ରାରମ୍ଭିକ ଦିନରେ ଯୁବତୀମାନେ ତାଙ୍କର ପ୍ରେମରେ ପଡ଼ିଯାଇଥିଲେ।
୨୦୦୦ରେ ଚଳଚ୍ଚିତ୍ର ‘କହୋ ନା ପ୍ୟାର ହୈ’ ରିଲିଜ ହୋଇଥିଲା। ନାୟକ ଭାବେ ହ୍ରିତିକ୍ ଏଥିରେ ଡେବ୍ୟୁ କରିଥିଲେ। ଫିଲ୍ମରେ ଅମିଷା ତାଙ୍କର ନାୟିକା ସାଜିଥିବା ବେଳେ ଏହା ସୁପରହିଟ୍ ହୋଇଥିଲା। ଏହି ଫିଲ୍ମ ରିଲିଜ ପରେ ତାଙ୍କୁ ବିବାହ ପାଇଁ ହଜାର ହଜାର ପ୍ରସ୍ତାବ ଆସିଥିଲା। କେବଳ ଭ୍ୟାଲେଣ୍ଟାଇନ୍ ଡେରେ ତାଙ୍କୁ ୩୦ହଜାରରୁ ଅଧିକ ଯୁବତୀ ବିବାହ ପାଇଁ ପ୍ରସ୍ତାବ ପଠାଇଥିଲେ। ଏହାଦେଖି ପରିବାରଲୋକେ ଚକିତ ହୋଇଯାଇଥିଲେ ବୋଲି କପିଲ ଶର୍ମାଙ୍କ ଶୋ’ରେ ହ୍ରିତିକ୍ ଖୁଲାସା କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.