E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ: ସିତ୍‌ସିପାସଙ୍କ ବିଜୟ ଅଭିଯାନ
9:08 amJune 1, 2021

ପ୍ୟାରିସ, ୧।୬-ଏଠାରେ ଚାଲିଥିବା ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ଦ୍ୱିତୀୟ ଦିବସରେ ଷ୍ଟିଫାନୋସ ସିତ୍‌ସିପାସ, ଡାନିଲ ମେଡ୍‌ଭେଡେଭ୍‌, ଜାନିକ ସିନେର ପ୍ରମୁଖ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ସିତ୍‌ସିପାସ ପ୍ରଥମ ରାଉଣ୍ଡରେ ଜେରେମି ଚାର୍ଡିଙ୍କୁ ୭-୬(୮/୬), ୬-୩, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ସେହିପରି ମେଡଭେଡେଭ ୬-୩, ୬-୩, ୭-୫ ସେଟ୍‌ରେ ଆଲେକଜାଣ୍ଡର ବୁବ୍‌ଲିକ୍‌ଙ୍କୁ ଏବଂ ସିନେର ୬-୧, ୪-୬, ୬-୭(୪/୭), ୭-୫, ୬-୪ ସେଟ୍‌ରେ ପିଏରେ ହ୍ୟୁଗ୍ସ ହର୍ବର୍ଟଙ୍କୁ ହରାଇ ଦେଇଛନ୍ତି। ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ ଜନ୍‌ ଇସନେର ୭-୬(୭/୨), ୬-୩, ୬-୪ ସେଟ୍‌ରେ ସାମ୍‌ କ୍ୱେରି, ଷ୍ଟିଭ୍‌ ଜନସନ ୬-୭(୫/୭), ୩-୬, ୬-୪, ୬-୨, ୬-୧ ସେଟ୍‌ରେ ଫ୍ରାନ୍ସେସ ଟିଆଫୋଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଜିଆନଲୁକା ମାଗେର ୬-୨, ୩-୬, ୬-୪, ୭-୫ ସେଟ୍‌ରେ ପିଟର ଗୋଜୋଜିକ୍‌, ଫିଲିପ୍‌ କ୍ରାଜିନୋଭିକ୍‌ ୬-୪, ୬-୧, ୭-୬(୭/୩) ସେଟ୍‌ରେ ମାକ୍ସିମିଲାନ ମାର୍ଟେରେର, ଥିଆଗୋ ମୋଣ୍ଟେଇରୋ ୬-୩, ୬-୪, ୬-୩ ସେଟ୍‌ରେ ଫ୍ରାନ୍ସିସ୍କୋ ସେରୁନଡୋଲୋ, ଫେଡେରିକୋ ଡେଲବୋନିସ ୬-୧, ୨-୬, ୬-୦, ୬-୧ ସେଟ୍‌ରେ ରାଡୁ ଆଲବଟ୍‌ଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି। କାମେରନ ନୋରି ୭-୫, ୭-୬(୭/୫), ୬-୨ ସେଟ୍‌ରେ ବିଜର୍ନ ଫ୍ରାଟାଙ୍ଗେଲୋଙ୍କୁ ହରାଇଥିବାବେଳେ ରିଲେ ଓପେଲ୍‌କା ୬-୩, ୬-୨, ୬-୪ ସେଟ୍‌ରେ ଆନ୍ଦ୍ରେଜ ମାର୍ଟିନଙ୍କୁ ଏବଂ କାସ୍ପର ରୁଡ୍‌ ୫-୭, ୬-୨, ୬-୧, ୭-୬(୭/୪) ସେଟ୍‌ରେ ବେନୋଟ ପିଏରେଙ୍କୁ ପରାସ୍ତ କରିଛନ୍ତି।
ସ୍ବିଟେକ୍‌, କିଜ୍‌ ବିଜୟୀ
ମହିଳା ସିଙ୍ଗଲ୍ସରେ ଇଗା ସ୍ବିଟେକ, ମାଡିସନ୍‌ କିଜ୍‌ ପ୍ରମୁଖ ବିଜୟ ହାସଲ କରିଛନ୍ତି। ସ୍ବିଟେକ ୬-୦, ୭-୫ ସେଟ୍‌ରେ କାଜା ଜୁଭାନଙ୍କୁ ଏବଂ କିଜ୍‌ ୬-୩, ୩-୬, ୬-୧ ସେଟ୍‌ରେ ଓସିଆନେ ଡୋଡିନଙ୍କୁ ହରାଇ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମାର୍କେଟା ଭୋଣ୍ଡ୍ରୋଉସୋଭା ୪-୬, ୬-୩, ୬-୦, ରିବେକା ପିଟରସନ ୬-୭(୩/୭), ୭-୬(୧୦/୮), ୬-୨ ସେଟ୍‌ରେ ଶେଲ୍‌ବି ରୋଜର୍ସ, ହାରମୋନି ଟାନ୍‌ ୬-୪, ୬-୪ ସେଟ୍‌ରେ ଆଲିଜେ କୋର୍ନେଟ, ପୋଲୋନା ହେରକଗ ୬-୧, ୩-୬, ୬-୪ ସେଟ୍‌ରେ କିକି ବେର୍ଟେନ୍ସ, ମାଡିସନ ବ୍ରେଙ୍ଗଲେ ୭-୫, ୬-୪ ସେଟ୍‌ରେ ମାରିଆ କାମିଲା ଓସୋରିଓ ସେରାନୋ, ହିଲି ବାପ୍‌ଟିଷ୍ଟେ ୬-୧, ୬-୪ ସେଟ୍‌ରେ ଆନା ବ୍ଲିଙ୍କୋଭା ଏବଂ ଜାରିନା ଡିୟାସ ୬-୪, ୭-୫ ସେଟ୍‌ରେ ହିଥର ଓ୍ବାଟସନଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଟାମାରା ଜିଡାନସ୍କ ୬-୭(୧/୭), ୭-୬(୭/୨), ୯-୭ ସେଟ୍‌ରେ ବାଏଙ୍କା ଆନ୍ଦ୍ରେସ୍କୁ, ଏଲିସେ ମେର୍ଟେନ୍ସ ୬-୪, ୬-୧ ସେଟ୍‌ରେ ଷ୍ଟର୍ମ ସାଣ୍ଡର୍ସ, କାରୋଲିନ ଗାର୍ସିଆ ୬-୩, ୬-୧ ସେଟ୍‌ରେ ଲୌରା ସିଗ୍‌ମଣ୍ଡଙ୍କୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ଭୁଟାନରେ ହଜି ଯାଇଥିଲେ ବିରାଟ, ଡରି ଯାଇଥିଲେ ଅନୁଷ୍କା; କିଛି ଏଭଳି…

ନୂଆଦିଲ୍ଲୀ,୨୩।୬: ଚର୍ଚ୍ଚିତ ସେଲିବ୍ରିଟି କପଲ୍‌ମାନଙ୍କ ମଧ୍ୟରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଗୋଟିଏ। ୨୦୧୭ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।...

୭ ବର୍ଷ ପ୍ରତୀକ୍ଷାର ଅନ୍ତ: ଭାରତ- ଇଂଲଣ୍ଡ ମହିଳା ଟେଷ୍ଟ

ବ୍ରିଷ୍ଟଲ,୧୬।୬(ପି.ଟି.): ଦୀର୍ଘ ୭ ବର୍ଷ ପରେ ଭାରତ ଓ ଇଂଲଣ୍ଡ ମହିଳା ଦଳ ଟେଷ୍ଟ କ୍ରିକେଟରେ ପରସ୍ପରକୁ ଭେଟିବେ। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ଦୁଇ ଦେଶ...

ପୋଲାଣ୍ଡ ଓପନ୍‌ରେ ସ୍ବର୍ଣ୍ଣ ଜିତିଲେ ଭିନେଶ

ଓ୍ବାରସ, ୧୨ା୬ (ପି.ଟି.)- ଭାରତର ଷ୍ଟାର ରେସ୍‌ଲର ଭିନେଶ ଫୋଗତ (୫୩ କେଜି) ଏଠାରେ ଚାଲିଥିବା ପୋଲାଣ୍ଡ ଓପନ୍‌ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଚଳିତ...

ଟୋକିଓ ଅଲିମ୍ପିକ୍ସ: ୨ ଓଡ଼ିଆଙ୍କୁ ଟିକେଟ

ନୂଆଦିଲ୍ଲୀ,୧୮।୬: ଟୋକିଓ ଅଲମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଟିମ୍‌ର ୧୬ଜଣିଆ ସ୍କ୍ବାଡ୍‌ ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ୨ ଓଡ଼ିଆ। ସେମାନେ...

ଟୋକିଓ ଅଲିମ୍ପିକ୍ସ: ବିନା ଦର୍ଶକରେ ଏବେ ସୁଦ୍ଧା ବିକଳ୍ପ ରହିଛି

ଟୋକିଓ, ୨୬ା୬ (ଏପି)-ବିନା ଦର୍ଶକରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ଏବେ ସୁଦ୍ଧା ବିକଳ୍ପ ପନ୍ଥା ରହିଛି। ଆୟୋଜକ କମିଟି ସଭାପତି ସିକୋ ହାସିମୋତୋ ଶୁକ୍ରବାର ପ୍ରକାଶ...

ମହଙ୍ଗା ପଡ଼ିଲା ଷ୍ଟମ୍ପକୁ ଗୋଇଠା ମାରିବା

ଢାକା,୧୩।୬: ବାଂଲାଦେଶର ଶାକିବ ଅଲ ହାସନ ଘରୋଇ ଟି୨୦ ମ୍ୟାଚ୍‌ବେଳେ ଅମ୍ପାୟରଙ୍କୁ ଗାଳି ଗୁଲଜ କରିବା ସହ ଉଇକେଟକୁ ଗୋଇଠା ମାରିବା ମହଙ୍ଗା ପଡ଼ିଛି। ଏହି...

ଧୋନୀଙ୍କ ଦଳର ଥିଲେ ଅଭିନ୍ନ ଅଙ୍ଗ, ମାତ୍ର ଏବେ ସୁଯୋଗ ନ ମିଳିବାରୁ ଦୁଃଖିତ

ମୁମ୍ବାଇ,୬।୬ : ଗତ ୧୨ରୁ ୧୫ ମାସ ହେଲା ଜାତୀୟ ଦଳରେ ସ୍ଥାନ ପାଉ ନାହାନ୍ତି ସ୍ପିନର କୁଲଦୀପ ଯାଦବ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ...

ଡରହାମରେ ଇଣ୍ଟ୍ରା ସ୍କାଡ୍‌ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ପ୍ରସ୍ତୁତି ଲାଗି ଡରହାମଠାରେ ଏକତ୍ରିତ ହେବେ ଭାରତୀୟ ଦଳର ଖେଳାଳିମାନେ। ସେଠାରେ ଟିମ୍‌...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଅବସର ନେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ନିରଞ୍ଜନ ସେଠୀଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ
Next Post Next post:
ୟାସ୍‌ ଯୋଗୁ ଜଳ ସମ୍ପଦ ବିଭାଗର ୮୭ କୋଟି କ୍ଷତି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts