ପୁଣେ,୮ା୬: ମହାରାଷ୍ଟ୍ରର ପୁଣେସ୍ଥିତ ଏକ ରାସାୟନିକ କାରଖାନାରେ ସୋମବାର ଅଗ୍ନିକାଣ୍ଡ ଘଟି ୧୮ କର୍ମଚାରୀଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ୧୫ ଜଣ ମହିଳା ଥିବା ଜଣାପଡ଼ିଛି। ଉକ୍ତ କାରଖାନାରେ ସାନିଟାଇଜର ତିଆରି ହେଉଥିଲା। ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ପୁଣେର ଏସ୍ଭିଏସ୍ ଆକ୍ୱା ଟେକ୍ନୋଲୋଜି କାରଖାନାରେ ନିଅଁ। ଲାଗିଲା ବେଳେ ୩୭ କର୍ମଚାରୀ କାର୍ଯ୍ୟରତ ଥିଲେ। ନିଅଁ।ଲିଭା କାର୍ଯ୍ୟରେ ୬ଟି ଦମକଳକୁ ନିୟୋଜିତ କରାଯାଇଛି। ସାନିଟାଇଜର ଫାର୍ମ ପରିସର ଧୂଅଁ।ଭର୍ତ୍ତି ହୋଇଥିବା ଦେଖାଯାଇଛି। ପ୍ଲାଷ୍ଟିକ୍ ସାମଗ୍ରୀ ପ୍ୟାକିଂ ହେଉଥିବା ସ୍ଥାନରେ ପ୍ରଥମେ ନିଅଁ। ଲାଗିଥିଲା। ଅଗ୍ନିଶମ ବିଭାଗର କହିବା ଅନୁଯାୟୀ ପ୍ୟାକେଜିଂ ସେକ୍ସନରେ ସ୍ପାର୍କିଂରୁ ଅଗ୍ନିକାଣ୍ଡ ହୋଇଥିଲା। ଚାରିଆଡ଼େ ପ୍ଲାଷ୍ଟିକ୍ ସାମଗ୍ରୀ ରହିଥିବାରୁ ନିଅଁ। ଖୁବ୍ଶୀଘ୍ର ବ୍ୟାପିଯାଇଥିଲା। ୧୭ ଜଣ କର୍ମଚାରୀ ନିଖୋଜ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
ଚଢ଼େଇ ମଣିଷ ସହିତ ଗୋଟିଏ ଥାଳିରେ କରୁଛି ଭୋଜନ: ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୧୬।୬: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଏକ ହୋଟେଲରେ ଜଣେ ଲୋକଙ୍କ ସହିତ ଗୋଟିଏ ଥାଳିରେ ଚଢ଼େଇ ଭୋଜନ...
ଦିଲ୍ଲୀରେ ଡ୍ୟାମେଜ୍ କଣ୍ଟ୍ରୋଲ୍
ନୂଆଦିଲ୍ଲୀ,୧୧ା୬:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି। ସେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବା କାର୍ଯ୍ୟକ୍ରମ...
ଦ୍ୱିତୀୟ ଲହର ଯୋଗୁ ଲୋକଙ୍କୁ ମିଳୁନି ଦୁଇମୁଠା ଖାଦ୍ୟ: ଏକ କୋଟିରୁ ଅଧିକ ବେରୋଜଗାର…
ନୂଆଦିଲ୍ଲୀ,୧।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶର ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। କରୋନା ମହାମାରୀ ଯୋଗୁ...
୨୦୨୨ରେ ଭୋଟ୍ ପ୍ରଚାର କରିବ ରୋବୋ
ନୂଆଦିଲ୍ଲୀ, ୨୧।୬: ଗତ ମାର୍ଚ୍ଚ, ଏପ୍ରିଲରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ...
ସିଜେଆଇଙ୍କୁ ଚିଠି ଲେଖିଲେ ଛାତ୍ରୀ
କରୋନାରେ ଲୋକଙ୍କ କଷ୍ଟ ବୁଝି ସେମାନଙ୍କ ଜୀବନ ବଞ୍ଚାଇବାକୁ ପ୍ରଭାବୀ ଢଙ୍ଗରେ ହସ୍ତକ୍ଷେପ କରିଥିବାରୁ ସିଜେଆଇ ଏନ୍. ଭି. ରମାନାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେରଳର ୫ମ...
ଦିଲ୍ଲୀ-କେନ୍ଦ୍ର ମୁହାଁମୁହିଁ: ମୁହଁ ଖୋଲିଲେ ଅଡିଟ୍ କମିଟି ମୁଖ୍ୟ
ନୂଆଦିଲ୍ଲୀ,୨୬।୬: କୋଭିଡ୍ର ଦ୍ୱିତୀୟ ଲହର ଶୀର୍ଷରେ ଥିବାବେଳେ ଦିଲ୍ଲୀ ଅକ୍ସିଜେନ ଅଭାବକୁ ବଢ଼େଇ ଚଢ଼େଇ ପ୍ରକାଶ କରିଥିବା କହିବା ଉଚତ୍ ହେବ ନାହିଁ। ଏଭଳି ମନ୍ତବ୍ୟ...
ସରକାରୀ ବାବୁ ଗରିବଙ୍କ ପାଖରେ ପହଞ୍ଚନ୍ତୁ, କହିଲେ ମନ୍ତ୍ରୀ…
ନୂଆଦିଲ୍ଲୀ,୨୬।୬: ସରକାରୀ ବାବୁମାନେ କେବଳ ବନ୍ଦ କୋଠରୀରେ ନ ବସି ଗରିବଙ୍କ ପାଖରେ ପହଞ୍ଚି ସେମାନଙ୍କର ସମସ୍ୟା ସମାଧାନ କରନ୍ତୁ ବୋଲି କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର...
ଉପ ରାଷ୍ଟ୍ରପତିଙ୍କ ଆକାଉଣ୍ଟ୍ରୁ ବ୍ଲୁ ଟିକ୍ ହଟାଇଲା ଟୁଇଟର୍…
ନୂଆଦିଲ୍ଲୀ,୫।୬: ଟୁଇଟର୍ ଏବେ ବିବାଦରେ ଘେରରେ ପଡ଼ିଛି। ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନିୟମ ପାଳନ କରିବା ନେଇ ଟୁଇଟୁର ବିବାଦରେ ରହିଥିବାବେଳେ...


