ମୁମ୍ବାଇ,୯।୬: ବଲିଉଡ ନାୟିକା ସୋନମ କପୁରଙ୍କୁ ବୁଧବାର ୩୬ ବର୍ଷ ପୂରଣ ହୋଇଛି। ୧୯୮୫ ଜୁନ ୯ରେ ମୁମ୍ବାଇର ଚେମ୍ବୁରଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ଫିଲ୍ମ ବ୍ଲାକ୍ରେ ୨୦୦୫ରେ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ। ୨୦୦୭ରେ ସାବରିୟା ମାଧ୍ୟମରେ ସୋନମ ବଲିଉଡ୍ରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଏହି ଫିଲ୍ମରେ ତାଙ୍କ ଓଜନ କମାଇବା ପାଇଁ ନିର୍ଦ୍ଦେଶକ ସଞ୍ଜୟଲୀଲା ଭସାଂଲୀ ପରାମର୍ଶ ଦେଇଥିଲେ। ସୋନମ ଫିଲ୍ମରେ ଅଭିନୟ କରିବା ଲାଗି ନିଜ ଓଜନ ୩୫ କିଗ୍ରା ପର୍ଯ୍ୟନ୍ତ କମାଇଥିଲେ। ଫିଲ୍ମରେ ଅଭିନୟ କରି ସେ ବଲିଉଡ୍ରେ ରାତାରାତି ସେ ଷ୍ଟାର୍ ଡମ ହାସଲ କରିଥିଲେ। ଏହାପରେ ୨୦୧୦ରେ ଆଇ ହେଟ୍ ଲଭ୍ ଷ୍ଟୋରିଜ୍, ଆଇଶା, ୨୦୧୩ରେ ରାଝଂନା, ଭାଗ୍ ମିଲ୍ଖା ଭାଗ୍, ୨୦୧୫ରେ ପ୍ରେମ ରତନ ଧନ ପାଓ, ୨୦୧୮ରେ ସଞ୍ଜୁ ଆଦିରେ ଅଭିନୟ କରି ବେଶ୍ ସଫଳତା ହାସଲ କରିଥିଲେ। ୨୦୧୮ରେ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ।
ସ୍ବାମୀଙ୍କ ସହ ବୋଲ୍ଡ ଲୁକ୍ରେ ନଜର ଆସିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ‘କାଣ୍ଟା ଲଗା’ ଗର୍ଲ ଭାବରେ ବଲିଉଡ୍ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶେଫାଳି ଜରିଓ୍ବାଲା ନିଜର ସାହସିକତା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।...
କାହାକୁ ବେଶି ଭୟ କରନ୍ତି ଅଭିଷେକ; ସ୍ତ୍ରୀ ନା ମା’
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୨୦୦୭ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବିବାହ କରିଥିଲେ। ସେହି ଦିନଠାରୁ ଏହି ଯୋଡି ପ୍ରଶଂସକଙ୍କ ପ୍ରିୟ ଯୋଡି ଆଖ୍ୟା ପାଇଛନ୍ତି।...
୫-ଜି ବିରୋଧରେ ଜୁହି
ଟେଲିକମ୍ୟୁନିକେଶନ ଇଣ୍ଡଷ୍ଟ୍ରିଗୁଡ଼ିକ ୫-ଜି ଟେକ୍ନୋଲୋଜି ଆଣିବା ଦୌଡ଼ରେ ସାମିଲ ହୋଇଥିବାବେଳେ ଭାରତରେ ଏହି ନେଟ୍ଓ୍ବର୍କ ବ୍ୟବସ୍ଥା ବିରୋଧରେ ବାହାରିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ପରିବେଶ କର୍ମୀ...
ଭିଣୋଇଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ପ୍ରଥମ ସ୍ତ୍ରୀ କବିତା, ମା’ ସେମାନଙ୍କୁ ଅସଂଯତ ଅବସ୍ଥାରେ ଧରିଥିଲେ: ରାଜ କୁନ୍ଦ୍ରା
ବମ୍ବେ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ୨୦୦୯ରେ ବିବାହ କରିଥିଲେ। ସେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ହାତ ଧରିଥିଲେ। ବିବାହ ପୂର୍ବରୁ ରାଜ ବିବାହିତ ଥିଲେ...
ଦର୍ଶକଙ୍କ ମନ ଜିଣୁଛି ଏହି ଅଭିନେତ୍ରୀଙ୍କ ଶାଢ଼ି ଲୁକ୍
ମୁମ୍ବାଇ: ସୋସିଆଲ ମିଡିଆରେ ହରିୟାଣା ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ସପ୍ନା ଚୌଧୁରୀ ଖୁବ୍ ଆକ୍ଟିଭ। ସେ ନିଜର ହଟ୍ ଲୁକ୍ ଏବଂ ସୌନ୍ଦର୍ଯ୍ୟ ପାଇଁ ଅଧିକାଂଶ...
ଏକଦା ଶାହାରୁଖ୍ କହିଥିଲେ ଯାହା ମୋ’ ପାଖରେ ଅଛି ଅମିତାଭଙ୍କ ପାଖରେ ନାହିଁ, କାରଣ ଜାଣିଲେ…
ମୁମ୍ବାଇ: କିଙ୍ଗ୍ଖାନ୍ ଶାହାରୁଖ୍ଙ୍କୁ ପ୍ରଥମେ ‘କଫି ଓ୍ବିଥ୍ କରଣ’ର ପ୍ରଥମ ସିଜିନରେ କରଣଙ୍କ ସହ ଦେଖିବାକୁ ମିଳିଥିଲା। ତେଣୁ ତାଙ୍କର ମଜାଳିଆ ଶୈଳୀକୁ ସେଠାରେ ଥିବା...
ସ୍ବାମୀଙ୍କ ସହ ସମସ୍ତ ଫଟୋ ସୋସିଆଲ୍ ମିଡିଆରୁ ହଟାଇଲେ ଏହି ଅଭିନେତ୍ରୀ
ତୃଣମୂଳ କଂଗ୍ରେସ ଏମ୍ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍ରତ୍ ଜାହାଁଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି। ଏବେ ଚର୍ଚ୍ଚା ହେଉଛି ନୁଶ୍ରତ୍ କୁଆଡେ ୬ ମାସର...
ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେବା ପରେ ଭାଙ୍ଗିପଡ଼ିଥିଲେ ଅଭିନେତ୍ରୀ; କିଛି ଏଭଳି ପଡ଼ିଥିଲେ ଶୋଏବଙ୍କ ପ୍ରେମରେ…
ବମ୍ବେ: ଟେଲି ପରଦାର ରୋମାଣ୍ଟିକ୍ ଯୋଡ଼ିମାନଙ୍କ ମଧ୍ୟରୁ ଅଭିନେତା ଶୋଏବ ଇବ୍ରାହିମ ଏବଂ ସ୍ତ୍ରୀ ଦୀପିକା କକ୍କଡଙ୍କ ଯୋଡ଼ି ଅନ୍ୟତମ। ସାଙ୍ଗ ହୋଇ କାମ କରୁକରୁ...


