ଅଭିନେତ୍ରୀ ରାଧିକା ଆପ୍ଟେ ବଲିଉଡର ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ଏବଂ ବୋଲ୍ଡ ଦୃଶ୍ୟ ସବୁବେଳେ ଚର୍ଚ୍ଚାରେ ଥାଏ। ସେ ଯେକୌଣସି ଚରିତ୍ରରେ ଅଭିନୟ କରିବାକୁ ପଛାନ୍ତି ନାହିଁ ଏବଂ ସେଥିପାଇଁ ପ୍ରତ୍ୟେକ ଚରିତ୍ରରେ ସେ ଫିଟ୍ ଥା’ନ୍ତି। ରାଧିକା ଆପ୍ଟେ ୨୦୧୬ ଚଳଚ୍ଚିତ୍ର ‘ପାରଚେଡ’ରେ ଆଦିଲ ହୁସେନଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ ଦେଇଥିଲେ। ଏବେ ଫିଲ୍ମର ହଟ୍ ଦୃଶ୍ୟକୁ ନେଇ କିଛି ରହସ୍ୟ ଉନ୍ମୋଚନ ହୋଇଛି। ଏହି ବୋଲ୍ଡ ଦୃଶ୍ୟ କରିବା ପୂର୍ବରୁ, ଆଦିଲ ଏବଂ ରାଧିକା ପରସ୍ପରକୁ କେଉଁ ପ୍ରଶ୍ନ ପଚାରିଥିଲେ, ଏହା ପ୍ରକାଶ ପାଇଛି।
ଲୀନା ଯାଦବଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଆଦିଲ ହୁସେନ ଜଣେ ଅତିଥି କଳାକାର ଭାବେ ନଜର ଆସିଥିଲେ। ସେ ରାଧିକା ଆପ୍ଟେଙ୍କ ସହିତ ଏକ ବୋଲ୍ଡ ଦୃଶ୍ୟ ଦେଇଥିଲେ। ନିକଟରେ ଆଦିଲ ହୁସେନ ଏକ ସାକ୍ଷାତକାରରେ ଏହି ଦୃଶ୍ୟ ବିଷୟରେ କିଛି କଥା କହିଛନ୍ତି। ଏହି ଦୃଶ୍ୟ କରିବା ପୂର୍ବରୁ ଆଦିଲ ହୁସେନ ରାଧିକାଙ୍କୁ ତାଙ୍କ ପ୍ରେମିକ ବିଷୟରେ ପଚାରିଥିଲେ। ଏହାର ଉତ୍ତରରେ ରାଧିକା କହିଥିଲେ ଯେ ସେ ବିବାହିତ। ଏହା ପରେ ରାଧିକା ଅଭିନେତାଙ୍କୁ ସମାନ ପ୍ରଶ୍ନ ପଚାରିଥିଲେ ଏବଂ ଏହାର ଉତ୍ତରରେ ଆଦିଲ ମଧ୍ୟ ତାଙ୍କ ଉତ୍ତର ଦେଇଥିଲେ। ରାଧିକା ଆଦିଲ ହୁସେନଙ୍କୁ ପଚାରିଥିଲେ, ତୁମର ସ୍ତ୍ରୀଙ୍କ ବିଷୟରେ କ’ଣ?’ ଯେଉଁଥିରେ ସେ ଉତ୍ତର ଦେଇଥିଲେ, କୌଣସି ଅସୁବିଧା ନାହିଁ’। ବୋଲ୍ଡ ଦୃଶ୍ୟରେ ତାଙ୍କ ସ୍ତ୍ରୀଙ୍କ ପ୍ରତିକ୍ରିୟା ବିଷୟରେ ଅଭିନେତା ଆଦିଲ କହିଛନ୍ତି, ମୁଁ ଆଶା କରୁଛି ଯେ ମୁଁ ଏହା ଭଲ କରିବି। ମୋ ସ୍ତ୍ରୀ ମୋର ବୃତ୍ତିକୁ ସମ୍ମାନ କରନ୍ତି ଏବଂ ମୋର ସମ୍ବେଦନଶୀଳତା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି। ଥିଏଟରର ପ୍ରଥମ ଦିନରୁ ଆମେ ପରସ୍ପରକୁ ଜାଣିଛୁ ଏବଂ ସେ ଜାଣନ୍ତି ମୁଁ ଜଣେ ଅଭିନେତା ବୋଲି ସେ କହିଛନ୍ତି।
ବୋଲ୍ଡ ସିନ୍ ପୂର୍ବରୁ ଅଭିନେତ୍ରୀ-ଅଭିନେତା ପରସ୍ପରକୁ ପଚାରୁଥିଲେ ଏମିତି ପ୍ରଶ୍ନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆଖିବୁଜିଲେ ଏହି ଅଭିିନେତ୍ରୀ
ଅଭିନେତ୍ରୀ ତାର୍ଲା ଜୋଷୀଙ୍କ ପରଲୋକ ଘଟିଛି। ‘ସାରାଭାଇ ଭର୍ସେସ ସାରାଭାଇ’, ଏକ ହଜାରୋଁ ମେଁ ମେରୀ ବେହନା ହୈ ଭଳି ଅନେକ ସିରିଏଲରେ କାମ କରିଥିବା...
ବାଘ ଖୋଜୁଛନ୍ତି ବିଦ୍ୟା
ଚର୍ଚ୍ଚାରେ ଥିବା ବଲିଉଡ୍ ଫିଲ୍କ ‘ଶେର୍ନି’ର ଟ୍ରେଲର ରିଲିଜ ହୋଇଛି। ଏଥିରେ ବିଦ୍ୟା ବଲାନଙ୍କ ନୂଆ ଅବତାର ଦେଖିବାକୁ ତାଙ୍କ ଫ୍ୟାନ୍ ବେଶ୍ ଉତ୍ସାହିତ ଅଛନ୍ତି।...
କରୋନାରୁ ସୁସ୍ଥ ହୋଇ ଓ୍ବାର୍କଆଉଟ୍ରେ ମନ ଦେଲେ କ୍ୟାଟ୍ରିନା
ମୁମ୍ବାଇ: କରୋନାରେ ଆକ୍ରାନ୍ତ ହୋଇଥିଲେ ବଲିଉଡ୍ ସୁନ୍ଦରୀ କ୍ୟାଟ୍ରିନା କୈଫ୍। ତେବେ ସେ ଏପ୍ରିଲରୁ ସୁସ୍ଥ ହୋଇସାରିଲେଣି। ଏବେ ଅଭିନେତ୍ରୀ ନିଜର ଫିଟ୍ନେସ୍କୁ ଫେରିଛନ୍ତି। କ୍ୟାଟ୍...
ସତ ହେଲା ନିଶାଙ୍କ କଥା! ଏହି ଯୁବତୀଙ୍କ ପ୍ରେମରେ ପଡ଼ିଛନ୍ତି କରନ୍; ରୋମାଣ୍ଟିକ୍ ଚାଟ୍ ଭାଇରାଲ
ବମ୍ବେ: ନିକଟରେ ଅଭିନେତା କରନ୍ ମେହେରା ଗିରଫ ହେବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ସ୍ତ୍ରୀ ତଥା ଅଭିନେତ୍ରୀ ନିଶା ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ...
ନାଗିନ୍ ଫେମ୍ ଏହି ଲୋକପ୍ରିୟ ଅଭିନେତାଙ୍କୁ ବାନ୍ଧିଲା ପୋଲିସ: ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ…
ବମ୍ବେ: ଲୋକପ୍ରିୟ ଟେଲି ଅଭିନେତା କରନ୍ ମେହେରା ସ୍ତ୍ରୀଙ୍କୁ ମାରପିଟ୍ କରି ଗିରଫ ହେବା ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ଜଣେ...
କେତେବେଳେ ଜାହ୍ନବୀ କପୁରଙ୍କ ହାତ ଧରୁଛନ୍ତି ତ କେବେ ସାରାଙ୍କ ଅତି ନିକଟରେ; କିଏ ଏହି ବ୍ୟକ୍ତି ଯାହାଙ୍କୁ କହାଯାଉଛି ‘ମିଷ୍ଟ୍ରି ମ୍ୟାନ୍’
ବମ୍ବେ: ବଲିଉଡ୍ରେ ଏଭଳି ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ, ଯାହାଙ୍କୁ ସବୁବେଳେ ବଲିଉଡ୍ ଅଭିନେତ୍ରୀଙ୍କ ସହ ଦେଖିବାକୁ ମିଳୁଛି। ସେ ଜାହ୍ନବୀ କପୁର ନଚେତ ସାରା...
ଆଉ ଥରେ ପରଦାକୁ ଆସିବ ‘ପବିତ୍ର ରିସ୍ତା’: ଅଙ୍କିତାଙ୍କ ସହ ମାନବ ଭୂମିକାରେ ନଜର ଆସିବେ ଏହି ଲୋକପ୍ରିୟ ଅଭିନେତା
ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କ୍ୟାରିୟର ବଦଳାଇ ଦେଇଥିଲା ଟେଲି ଧାରାବାହିକ ‘ପବିତ୍ର ରିସ୍ତା’। ତାଙ୍କ ମୃତ୍ୟୁ ପରେ ଓଟିଟି ପ୍ଲାଟଫର୍ମରେ ଏହି ଧାରାବାହିକ...
ଦୀପିକା-ଯୁବରାଜଙ୍କ ମଧ୍ୟରେ କାହିଁକି ହୋଇଥିଲା ବ୍ରେକ୍ଅପ୍
କ୍ରିକେଟ ଏବଂ ବଲିଉଡ ମଧ୍ୟରେ ସର୍ବଦା ସମ୍ପର୍କ ରହିଆସିଛି। ଅଭିନେତ୍ରୀ ଏବଂ କ୍ରିକେଟ୍ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସବୁବେଳେ ଲାଗି ରହିଥାଏ। ଅନେକ କଳାକାର କ୍ରିକେଟର୍ଙ୍କୁ...


