ଭେଟେରାନ ଅଭିନେତା ନେଡ ବିଟିଙ୍କ ପରଲୋକ ହୋଇଛି। ସୁପରମ୍ୟାନ, ନେଟୱାର୍କ ପରି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ସେ ନଜର ଆସିଥିଲେ। ମୃତ୍ୟୁବେଳକୁ ନେଡଙ୍କୁ ୮୩ ବର୍ଷ ହୋଇଥିଲା। ସେ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲେ। ସେ ଅନେକ ସଫଳ ହଲିଉଡ ଚଳଚ୍ଚିତ୍ରର ଅଂଶ ଥିଲେ। ୧୯୭୬ରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ନେଟୱାର୍କ’ରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ ଏତେ ଶକ୍ତିଶାଳୀ ଭୂମିକା ଗ୍ରହଣ କରିଥିଲେ ଯେ ସେ ସେହି ବର୍ଷ ଓସ୍କାରରେ ଶ୍ରେଷ୍ଠ ସହାୟକ ଅଭିନେତା ଭାବରେ ମନୋନୀତ ହୋଇଥିଲେ।
ରାତାରାତି ମିଳିଥିଲା ଷ୍ଟାର୍ ଡମ୍…
ମୁମ୍ବାଇ,୮।୬: ବଲିଉଡ୍ ଅଭିନେତ୍ରୀ ଡିମ୍ପଲ କପାଡ଼ିଆ ମଙ୍ଗଳବାର ୬୪ ବର୍ଷ ପୂରଣ ହୋଇଛି। ୧୯୫୭ ଜୁନ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ...
ହନିମୁନ୍ରେ ଏହି ଅଭିନେତ୍ରୀଙ୍କୁ ନିଲାମ ଡାକିବେ ବୋଲି କହିଥିଲେ ସ୍ବାମୀ, ଗର୍ଭବତୀ ସମୟରେ ଖାଇଥିଲେ ମାଡ଼
ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ତାଙ୍କ ଅଭିନୟ ଜୀବନ ଯେତିକି ସଫଳ ତାଙ୍କ ବୈବାହିକ ଜୀବନ ସେତିକି...
ବ୍ରିଟିଶ ଖବରଦାତାଙ୍କ ପ୍ରେମରେ ପଡ଼ି ଲିଭ୍ଇନ୍ରେ ରହୁଥିଲେ ଆମିର, ଏବେ ଲୁଚାଛପାରେ ରହିଛି ପୁଅ !
ବମ୍ବେ: ଚାକଚକ୍ୟ ଏବଂ ଗ୍ଲାମର ଜଗତ ବାହାରୁ ଯେତିକି ସୁନ୍ଦର, ସେତିକି ବିବାଦୀୟ ମଧ୍ୟ। ଅନେକ ଗୁଜବକୁ ନେଇ ମଧ୍ୟ ବଲିଉଡର ପରିବେଶ ସରଗରମ ରହିଥାଏ।...
ଏକଦା ଶାହାରୁଖ୍ କହିଥିଲେ ଯାହା ମୋ’ ପାଖରେ ଅଛି ଅମିତାଭଙ୍କ ପାଖରେ ନାହିଁ, କାରଣ ଜାଣିଲେ…
ମୁମ୍ବାଇ: କିଙ୍ଗ୍ଖାନ୍ ଶାହାରୁଖ୍ଙ୍କୁ ପ୍ରଥମେ ‘କଫି ଓ୍ବିଥ୍ କରଣ’ର ପ୍ରଥମ ସିଜିନରେ କରଣଙ୍କ ସହ ଦେଖିବାକୁ ମିଳିଥିଲା। ତେଣୁ ତାଙ୍କର ମଜାଳିଆ ଶୈଳୀକୁ ସେଠାରେ ଥିବା...
ଫିଲ୍ମର ଉଲଗ୍ନ ଦୃଶ୍ୟ ଯୋଗୁ ରାତି ସାରା କାନ୍ଦୁଥିଲେ ଏହି ଅଭିନେତ୍ରୀ, ଶୁଟିଂ ବେଳେ କେବଳ ରହୁଥିଲେ ନିର୍ଦ୍ଦେଶକ
ବମ୍ବେ: ଅଭିନେତ୍ରୀ ସୀମା ବିଶ୍ୱାସ ବଣ୍ଡିତ୍ କୁଇନ୍ ନାମରେ ଖ୍ୟାତ। ଫୁଲନ ଦେବୀଙ୍କ ବାସ୍ତବ ଜୀବନ ଉପରେ ଆଧାରିତ ଫିଲ୍ମରେ ସେ ନଜର ଆସିଥିଲେ। ଫିଲ୍ମରେ...
ବଲିଉଡ୍ର ଏହି ଅଭିନେତ୍ରୀଙ୍କ ଉପରେ ଶୁଟିଂ ହୋଇଥିଲା ସର୍ବାଧିକ ବଳାତ୍କାର ଦୃଶ୍ୟ; ମାତ୍ର ୨୭ ବର୍ଷରେ ବୁଜିଥିଲେ ଆଖି
ବମ୍ବେ: ସତୁରୀ ତଥା ଅଶୀ ଦଶକରେ ନିର୍ମାଣ ହେଉଥିବା ବଲିଉଡ୍ ଫିଲ୍ମ ବିଶେଷଭାବେ ନାରୀ ଉପରେ ପର୍ଯ୍ୟବଶିତ ଥିଲା। ମହିଳାମାନଙ୍କ ଶୋଷଣ, ସମାଜର ବିଧି ବ୍ୟବସ୍ଥା...
ଟାଇଗରଙ୍କ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଲେ ବାପା
ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଚାଲିଛି। ଉଭୟ ଅନେକ ପାର୍ଟିରେ ଏକତ୍ର ନଜର...
କାହାକୁ ବେଶି ଭୟ କରନ୍ତି ଅଭିଷେକ; ସ୍ତ୍ରୀ ନା ମା’
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୨୦୦୭ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବିବାହ କରିଥିଲେ। ସେହି ଦିନଠାରୁ ଏହି ଯୋଡି ପ୍ରଶଂସକଙ୍କ ପ୍ରିୟ ଯୋଡି ଆଖ୍ୟା ପାଇଛନ୍ତି।...


