ଫିଲ୍ମରେ ଅଭିନେତ୍ରୀମାନେ ଅନେକଥର ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ବାସ୍ତବ ଜୀବନରେ ନନେକ କଳାକାରଙ୍କ ସହିତ ମଧ୍ୟ ଏହା ଘଟିଛି। ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ମରଣ ମୁହଁରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଅନ୍ୟତମ। ଯିଏ ଥରେ ନୁହେଁ ଦୁଇ ଦୁଇଥର ଥର ମୃତ୍ୟୁକୁ ନିକଟରୁ ଦେଖି ଫେରିଛନ୍ତି । ପ୍ରୀତି ପ୍ରଥମ ଥର କଲମ୍ବୋରେ ଏକ ଶୋ’ରେ ଅଭିନୟ କରୁଥିବାବେଳେ ହଠାତ ବୋମା ବିସ୍ଫୋରଣ ଘଟିଥିଲା। ଦ୍ୱିତୀୟ ଥର ଥାଇଲାଣ୍ଡରେ ଛୁଟି କାଟିବାକୁ ଯାଇ ସୁନାମିରେ ଫସି ଯାଇଥିଲେ।
ଅକ୍ଷୟ କୁମାର ମୋ’ ଅତୀତର ଏକ ଭୁଲି ଯାଇଥିବା ଅଧ୍ୟାୟ: ଶିଳ୍ପା
ବମ୍ବେ: ପ୍ରେମ ଯେତିକି ସୁନ୍ଦର, ପ୍ରତାରଣା ସେତିକି ଯନ୍ତ୍ରଣାଦାୟକ। ସାଥୀଙ୍କଠାରୁ ଅଲଗା ହେବା ଅନେକଙ୍କ ପାଇଁ ସହଜ ହୋଇ ନ ଥାଏ। ବେଳେବେଳେ ଏହା ଘୃଣାରେ...
ପ୍ରଥମେ ନା, ପରେ ହଁ
କଥାରେ ଅଛି, ‘ଆରେ ଢାମଣା, ବୁଲି ବୁଲି ପୁଣି ସେଇ ଅଗଣା।’ ଦେଖୁନାହାନ୍ତି, ଫିଲ୍ମଟିର କାହାଣୀ ବିଷୟରେ ଶୁଣିବା ପରେ ସେ ଏଥିରେ ଅଭିନୟ କରିବେ...
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ
ହଲିଉଡ ଅଭିନେତ୍ରୀ ଲିସା ବାନେସଙ୍କ ପରଲୋକ ଘଟିଛି। ନ୍ୟୁୟର୍କ ସହରରେ ଘଟିଥିବା ଏକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ, ପରେ ତାଙ୍କୁ ଗୁରୁତର ଅବସ୍ଥାରେ...
ମଲାଇକାଙ୍କ ସହ ଡେଟ୍ କରୁଥିବା ଅର୍ଜୁନ ଏକଦା ପଡ଼ିଥିଲେ ସଲମାନ୍ଙ୍କ ଭଉଣୀଙ୍କ ପ୍ରେମରେ, ଦୁଇ ବର୍ଷ ପରେ…
ବଲିଉଡ୍ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ସେ ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଆଜି ତାଙ୍କର ୩୬ ତମ...
ଅଟୋ ଡ୍ରାଇଭରଙ୍କୁ ନୃତ୍ୟ ଶିଖାଇଲେ ରାଖି ସାଓ୍ବନ୍ତ, ଭିଡ଼ିଓ ଭାଇରାଲ…
ମୁମ୍ବାଇ,୨୨।୬: ବଲିଉଡ୍ ଅଭିନେତ୍ରୀ ରାଖି ସାଓ୍ବନ୍ତ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଆକ୍ଟିଭ୍ ରହିଛନ୍ତି। କିଛି ଦିନ ତଳେ ବାବା ରାମଦେବଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ...
ୟାମି ଗୌତମୀଙ୍କ ଲୁଚାଛପା ବିବାହ ଫଟୋ ଭାଇରାଲ…
ମୁମ୍ବାଇ,୫।୬: ବଲିଉଡ୍ ଅଭିନେତ୍ରୀ ୟାମି ଗୌତମୀଙ୍କ ଲୁଚାଛପା ବିବାହ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଏବେ ଏହାର ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।...
ଶିଳ୍ପାଙ୍କ ବନ୍ଧୁ ଥିଲେ ଟ୍ବିଙ୍କଲ ଖାନ୍ନା, ଯାହାଙ୍କୁ ଲୁଚିଲୁଚି ପ୍ରେମ କରୁଥିଲେ ଅକ୍ଷୟ; ଜାଣିବା ପରେ ପାଗେଳି ପ୍ରାୟ ହୋଇଯାଇଥିଲେ…
ବମ୍ବେ: ବଲିଉଡ୍ର ଖିଲାଡି ବୟ ଅକ୍ଷୟ କୁମାରଙ୍କ ନାମ ଏକାଧିକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି। ତନ୍ବଧ୍ୟରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଜଣେ। ଚଳଚ୍ଚିତ୍ର ‘ବାଜିଗର’ରୁ...
‘ଏ’ ନାଁ ଲେଖି ହାତରେ ଟାଟୁ କଲେ ଅର୍ଜୁନ କପୁର : ଜାଣନ୍ତୁ ସେ କିଏ
ବଲିଉଡ ଅଭିନେତା ଅର୍ଜୁନ କପୁର ଆଜିକାଲି ତାଙ୍କ ଫିଲ୍ମ ‘ସନ୍ଦୀପ ଔର ପିଙ୍କି ଫରାର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ...


