ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆଜି ବି ରହସ୍ୟ ଘେରରେ। ଦୀର୍ଘ ଦିନ ଧରି ଅନୁସନ୍ଧାନ ଏବଂ ତଦନ୍ତ ସତ୍ତ୍ୱେ ମୃତ୍ୟୁ ସହ ଜଡିତ ସତ୍ୟତା ଏଯାବତ୍ ଜଣାପଡ଼ି ନାହିଁ। । ସୁଶାନ୍ତଙ୍କ ପରିବାର ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କ ବିଷୟରେ ପ୍ରତିଦିନ କିଛି ନା କିଛି ପୋଷ୍ଟ କରିଥା’ନ୍ତି। ୧୪ ଜୁନ ୨୦୨୦ରେ ସୁଶାନ୍ତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ କାହିଁକି? ଏହା ପଛରେ କିଏ ଥିଲେ? ଏହି ପ୍ରଶ୍ନଗୁଡିକର ଉତ୍ତର ଆଜି ପର୍ଯ୍ୟନ୍ତ ମିଳିନାହିଁ । ଦେଶର ମୁଖ୍ୟ ଅନୁସନ୍ଧାନକାରୀ ସଂସ୍ଥା ସିବିଆଇ ଏବଂ ଏନ୍ସିବି ବିଭିନ୍ନ ଦିଗରୁ ଅନୁସନ୍ଧାନ କରୁଛନ୍ତି। ଏହି ସମୟରେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ନିଜ ଭାଇଙ୍କ ନାଁ ବ୍ୟବହାର କରି ଲାଭ ଉଠାଉଥିବା ଲୋକଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ଟୁଇଟ୍ କରି କହିଛନ୍ତି, ‘ଆମେ ଜାଣିବାକୁ ପାଇଛୁ ଯେ, କିଛି ଲୋକ ତାଙ୍କର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଆମର ପରିସ୍ଥିତିର ସୁଯୋଗ ଉଠଉଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ ଯେ, ଲୋକମାନେ ମୃତ୍ୟୁକୁ ଲାଭରେ ପରିଣତ କରୁଛନ୍ତି। ଏହା ଅମାନବୀୟ। ଲୋକମାନେ ଏହା କରିବା ଠାରୁ ଦୂରେଇ ରହିବା ଠିକ୍।
ପ୍ରଥମ ସ୍ତ୍ରୀଙ୍କ ଚିଠି ପଢି ପ୍ରବଳ କାନ୍ଦିଥିଲେ ଅମିର ଖାନ୍
ବଲିଉଡ୍ ଅଭିନେତା ଅମିର ଖାନଙ୍କ ପ୍ରଥମ ଚଳଚ୍ଚିତ୍ର ‘ଲଗାନ’ ରିଲିଜ ହେବାର ଇତିମଧ୍ୟରେ ୨୦ ବର୍ଷ ବିତିଗଲାଣି। ଏହି ଚଳଚ୍ଚିତ୍ରଟି ଅମିରଙ୍କ ପାଇଁ ସ୍ବତନ୍ତ୍ର ଥିଲା।...
ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତାଙ୍କ ଭଉଣୀ
ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ଝିଅ ତଥା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଳା କପୁର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାରଣ ତାଙ୍କର ବ୍ଲଡ୍ପ୍ରେସର...
ଭିଣୋଇଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ପ୍ରଥମ ସ୍ତ୍ରୀ କବିତା, ମା’ ସେମାନଙ୍କୁ ଅସଂଯତ ଅବସ୍ଥାରେ ଧରିଥିଲେ: ରାଜ କୁନ୍ଦ୍ରା
ବମ୍ବେ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ୨୦୦୯ରେ ବିବାହ କରିଥିଲେ। ସେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ହାତ ଧରିଥିଲେ। ବିବାହ ପୂର୍ବରୁ ରାଜ ବିବାହିତ ଥିଲେ...
ଲକ୍ଡାଉନରେ ଡ୍ରାଇଭ୍ କରି ଫସିଲେ ଦିଶା-ଟାଇଗର
ମୁମ୍ବାଇ: ବି-ଟାଉନର ଲଭ୍ବାର୍ଡ ଦିଶା ପଟାନୀ ଓ ଟାଇଗର ଶ୍ରଫ୍ଙ୍କୁ ଲକ୍ଡାଉନରେ ଘରୁ ବାହାରିବା ମହଙ୍ଗା ପଡ଼ିଛି। ମଙ୍ଗଳବାର ଏହି ଚର୍ଚ୍ଚିତ ଯୋଡ଼ି ଡ୍ରାଇଭ୍ରେ ବାହାରିଥିବା...
ଏହି କାରଣ ପାଇଁ ଅଭିନେତ୍ରୀ ହେବାକୁ ଚାହୁଁ ନ ଥିଲେ ସୋନମ କପୁର, ପ୍ରଥମ ଫିଲ୍ମ ପାଇଁ ରାଜିହେବାକୁ ଲାଗିଥିଲା ଦେଢ଼ ବର୍ଷ
ବଲିଉଡ୍ ଅଭିନେତ୍ରୀ ସୋନମ କପୁର ୨୦୦୭ ମସିହାରେ ସଞ୍ଜୟ ଲିଲା ଭଁସାଲୀଙ୍କ ଫିଲ୍ମ ସାୱରିୟାରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ...
ଫିଲ୍ମର ଉଲଗ୍ନ ଦୃଶ୍ୟ ଯୋଗୁ ରାତି ସାରା କାନ୍ଦୁଥିଲେ ଏହି ଅଭିନେତ୍ରୀ, ଶୁଟିଂ ବେଳେ କେବଳ ରହୁଥିଲେ ନିର୍ଦ୍ଦେଶକ
ବମ୍ବେ: ଅଭିନେତ୍ରୀ ସୀମା ବିଶ୍ୱାସ ବଣ୍ଡିତ୍ କୁଇନ୍ ନାମରେ ଖ୍ୟାତ। ଫୁଲନ ଦେବୀଙ୍କ ବାସ୍ତବ ଜୀବନ ଉପରେ ଆଧାରିତ ଫିଲ୍ମରେ ସେ ନଜର ଆସିଥିଲେ। ଫିଲ୍ମରେ...
ମାଧୁରୀଙ୍କ ସହ ସମ୍ପର୍କକୁ ଗୁଜବ ବୋଲି କହିଥିଲେ ସଞ୍ଜୁବାବା, ହେଲେ ଏହି କାରଣରୁ ମାଗିଥିଲେ କ୍ଷମା
ବମ୍ବେ: ନବେ ଦଶକରେ ବଲିଉଡ୍ର ସବୁଠାରୁ ସୁନ୍ଦର ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ ଥିଲା ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦିକ୍ଷୀତଙ୍କ ଯୋଡ଼ି। ‘ସାଜନ୍’, ‘ଖଳନାୟକ’ ଭଳି...
ଏହି ହ୍ୟାଣ୍ଡସମ୍ ଅଭିନେତାଙ୍କୁ ଭ୍ୟାଲେଣ୍ଟାଇନ୍ ଡେ’ରେ ୩୦ହଜାରରୁ ଅଧିକ ଯୁବତୀ ଦେଇଥିଲେ ବିବାହ ପ୍ରସ୍ତାବ, ଚକିତ ହୋଇଥିଲେ…
ବମ୍ବେ: ବଲିଉଡ୍ର ହ୍ୟାଣ୍ଡସମ୍ ନାୟକଙ୍କ ମଧ୍ୟରୁ ହ୍ରିତିକ୍ ରୋଶନ ଅନ୍ୟତମ। ତାଙ୍କୁ ‘ବଲିଉଡ୍ର ଟମ୍ କ୍ରୁଜ୍’ ମଧ୍ୟ କୁହାଯାଏ। ଏହି ସୁନ୍ଦର ଚେହେରା ଯୋଗୁ ବଲିଉଡ୍ରେ...


