ମିକ୍ସଡ୍ ମାର୍ସାଲ ଆଟର୍ସ(ଏମ୍ଏମ୍ଏ)ରେ ‘ଦି ଇଗଲ’ ଭାବେ ପରିଚିତ ରୁଷିଆନ ଫାଇଟର ଖବିବ୍ ନୁରମାଗୋମେଡୋଭ। ଏହି ୩୨ ବର୍ଷୀୟ ଫାଇଟର ନିଜ କ୍ୟାରିୟରର ଶୀର୍ଷରେ ଥିବାବେଳେ ଗତବର୍ଷ ହଠାତ୍ ଅବସର ଘୋଷଣା କରିଥିଲେ। ତେବେ ତାଙ୍କ ଅବସର ପଛର କାରଣ ଥିଲା ମା’ଙ୍କୁ ଦେଇଥିବା କଥା। କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ବାପା ତଥା କିମ୍ବଦନ୍ତୀ କୋଚ୍ ଅବଦୁଲମାନାପ ନୁରମାଗୋମେଡୋଭଙ୍କ ଅନୁପସ୍ଥିତିରେ ଲଢ଼ିବେ ନାହିଁ ମା’ଙ୍କୁ କଥା ଦେଇଥିଲେ। ଗତବର୍ଷ ଜୁଲାଇରେ ଖବିବ୍ଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ସେ ମାତ୍ର ଥରେ ପେଶାଦାର ଏମ୍ଏମ୍ଏ ଫାଇଟରେ ଭାଗନେଇଥିଲେ। ସେହି ମ୍ୟାଚ୍ରେ ମଧ୍ୟ ତାଙ୍କୁ ବିଜୟ ମିଳିଥିଲା। ୩୨ ବର୍ଷୀୟ ଫାଇଟର କ୍ୟାରିୟରରେ ୨୯ ମ୍ୟାଚ୍ ଖେଳିଥିଲେ ମଧ୍ୟ କଦାପି ପରାଜୟର ମୁହଁ ଦେଖି ନାହାନ୍ତି। ଉଲ୍ଲେଖଯୋଗ୍ୟ, ତାଙ୍କୁ ପିଲା ଦିନରୁ ଟ୍ରେନିଂ ଦେଉଥିଲେ ବାପା ଅବଦୁଲମାନାପ। ଏପରି କି ତାଙ୍କୁ ୯ ବର୍ଷ ହୋଇଥିଲାବେଳେ ତାଙ୍କ ବାପା ଭାଲୁ ସହ ଲଢ଼େଇ କରାଉଥିଲେ।
ଭିନ୍ନ ଷ୍ଟାଇଲ୍ରେ ବାଳକର କେଶ କାଟିଲେ ‘ଦ ଗ୍ରେଟ୍ ଖଲି’, ଭିଡିଓ ଭାଇରାଲ ପରେ…
ଡବ୍ଲ୍ୟୁଡବ୍ଲ୍ୟୁଇରେ ଯେତେବେଳେ ଭାରତୀୟ ରେସଲରଙ୍କ କଥା ଆଲୋଚନା ହୁଏ ସେତେବେଳେ ନିଶ୍ଚିତ ଗ୍ରେଟ୍ ଖଲିଙ୍କ ନାଁ ଆଗକୁ ଆସେ। ତାଙ୍କର ଅସଲ ନାଁ ଦିଲୀପ ସିଂ...
ଭିନ୍ନ ଏକ ରଜପର୍ବ
ଗ୍ରୀଷ୍ମ ଋତୁ ବିଦାୟ ନେବା ପରେ ପରେ ବର୍ଷାର ଆଗମନ ହୁଏ।ଯେମିତି କି ରଜ ଆସିଲେ ପ୍ରକୃତିର ରୂପ ବଦଳେ । ଏମିତିରେ ଗାଁରୁ ସହର...
ପୁରୁଣା ଏକ ଟଙ୍କିଆ ନୋଟ୍ କରିବ ଲକ୍ଷପତି, ଅନ୍ଲାଇନ୍ ବିକ୍ରି ସୁଯୋଗ …
ନୂଆଦିଲ୍ଲୀ,୨୩।୬: ପୁରୁଣା ଏକ ଟଙ୍କିଆ ନୋଟ୍ ଜଣଙ୍କୁ ଲକ୍ଷପତି ମଧ୍ୟ କରି ପାରିବ। ବିଭିନ୍ନ ସଂସ୍ଥା ପକ୍ଷରୁ ଅନ୍ଲାଇନ୍ରେ ଏଭଳି ପୁରୁଣା ନୋଟ୍ ଏବଂ କଏନ୍...
ସିମ୍ କାର୍ଡ କୋଣ କାହିଁକି କଟାଥାଏ: ଜାଣନ୍ତୁ ରହସ୍ୟ
ବିଶ୍ୱରେ ଏପରି କୌଣସି ମୋବାଇଲ ନାହିଁ, ଯାହା ସିମ କାର୍ଡ ବିନା ଚାଲିଥାଏ। ପ୍ରତ୍ୟେକ ଫୋନରେ ସିମ ସ୍ଲଟ ରହିଛି। ସିମ କାର୍ଡର ନିଜସ୍ବ ଆକାର...
ପୂର୍ବତନ ପ୍ରେମିକଙ୍କୁ ଉପହାରରେ ଦେଇଥିଲେ ଗାଡ଼ି; ବ୍ରେକ୍ଅପ୍ ପରେ ପ୍ରତିଶୋଧ ପରାୟଣ ହୋଇ ନିଆଁ ଲଗାଇଲେ ଯୁବତୀ; ଭିଡିଓ ଦେଖିଲେ…
ବ୍ୟାଙ୍କକ୍: ପୂର୍ବତନ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେଲେ ଜଣେ ଯୁବତୀ, ସେ ବି ଏମିତି ଯେ ଶୁଣିଲେ ଆପଣ ଚକିତ ହୋଇଯିବେ। ପ୍ରତିଶୋଧ ନେବାକୁ ସେ ପ୍ରେମିକଙ୍କ...
କରୋନା ସଙ୍କଟ ଯୋଗୁ ବର୍ଷେ ହେଲାଣି ଦରମା ନେଇନାହାନ୍ତି ମୁକେଶ
ନୂଆଦିଲ୍ଲୀ,୩।୬: ଦେଶରେ କରୋନା ପ୍ରକୋପ ଏବେ ବି ଜାରି ରହିଛି। କରୋନା ସଙ୍କଟର ଭୟାବହତାକୁ ଦେଖି ରିଲାଏନ୍ସ ଇଣ୍ଡଷ୍ଟ୍ରିର (ଆର୍ଆଇଏଲ୍)ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଗତ...
ବଦଳୁଛି ଭୂଭାଗ, ବଢୁଛି ମରୁଭୂମି
ପରିବେଶ ସମ୍ପର୍କିତ ଆଲୋଚନାବେଳେ ସର୍ବଦା ଚର୍ଚ୍ଚାର ପରିସର ଭିତରେ ରହିଥାଏ ବିଶ୍ୱତାପନ, ବାୟୁ ପ୍ରଦୂଷଣ। ଏହାକୁ ବାଦ୍ ଦେଲେ ହିମବାହ ତରଳିବା, ମହାସାଗର ଜଳସ୍ତର ବଢ଼ିବା...
ଯେଉଁ ଶିକ୍ଷକଙ୍କୁ ପ୍ରେମ କରୁଥିଲେ ଯୁବତୀ, ସେହି ଶିକ୍ଷକଙ୍କ ମୃତ ସ୍ତ୍ରୀ ଦେଖାଦେଲେ ଇନ୍ଷ୍ଟାଗ୍ରାମରେ
ମଣିଷ ପ୍ରେମରେ ବେଳେବେଳେ ଏମିତି ଧୋକା ଖାଏ ଯେ, ଚାହିଁଲେ ବି କିଛି କରିବାର କ୍ଷମତା ନ ଥାଏ। ସେମିତି ଏକ ଘଟଣା ଘଟିଛି ଜଣେ...


