ବମ୍ବେ: ଟେଲି ପରଦାର ଅନ୍ୟତମ ଲୋକପ୍ରିୟ ଅଭିନେତା ପର୍ଲ ବି ପୁରୀ ନାବାଳିକା ବଳାତ୍କାର ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଏହା ପରିବାର ସହ ପ୍ରଶଂସକଙ୍କୁ ଶକ୍ତ ଆଘାତ ଦେଇଥିଲା। ଏବେ ପର୍ଲ ଜାମିନରେ ମୁକୁଳିଛନ୍ତି।
ଜୁନ୍ ୪ରେ ପର୍ଲଙ୍କୁ ଗିରଫ କରିଥିଲା ବମ୍ବେ ପୋଲିସ। ପରେ ତାଙ୍କର ଜାମିନ ନେଇ ଆବେଦନ କରାଯାଇଥିଲା। ହେଲେ କୋର୍ଟ ତାହା ଗ୍ରହଣ କରି ନ ଥିଲେ। ପରେ ଜୁନ୍ ୧୧ରେ ପୁଣିଥରେ ଅଭିନେତାଙ୍କ ଜାମିନ ପାଇଁ ଆବେଦନ କରାଯାଇଥିଲା। ହେଲେ କୋର୍ଟ ତାହା ଅଗ୍ରାହ୍ୟ କରିବାରୁ ଜେଲ ଯାଇଥିଲେ ଅଭିନେତା। ଶେଷରେ ମଙ୍ଗଳବାର ତାଙ୍କୁ ଜାମିନ ମିଳିଛି। ଏହା ଜଣାପଡ଼ିବା ପରେ ପର୍ଲଙ୍କ ପ୍ରଶଂସକ ‘ଉଇ ସପୋର୍ଟ ପର୍ଲ’ ଟ୍ରେଣ୍ଡ କରାଉଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.