ବମ୍ବେ: ଲଗାତାର ଭାବେ ଟିଆର୍ପି ତାଲିକା ଶୀର୍ଷରେ ରହୁଥିବା ଧାରାବାହିକ ‘ଅନୁପମା’କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। କିଛି ସପ୍ତାହ ଧରି ଏହା ଟିଆର୍ପି ତାଲିକାରେ ପଛରେ ପଡ଼ିଥିଲା। ଏବେ ଧାରାବାହିକ ସହ ଜଡ଼ିତ ଜଣେ କଳାକାର ଅନୁପମା ଛାଡ଼ିବାକୁ ଯାଉଛନ୍ତି। ଅଭିନେତା ଜଣଙ୍କ ହେଲେ ଅପୂର୍ବ ଅଗ୍ନିହୋତ୍ରୀ। ସେ ନିଜର ଶୁଟିଂ ଶେଷ କରିଛନ୍ତି। କିଛି ଦିନ ଧରି ଟିମ୍ ସହ ଯୋଡ଼ି ହେବାକୁ ନେଇ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ତେବେ ଧାରାବାହିକରେ ଦେଖାଯାଉଥିବା ନୂଆ ଟ୍ରାକ୍ ଦର୍ଶକଙ୍କୁ ପସନ୍ଦ ଆସୁନାହିଁ। ନାୟିକା ଅନୁପମାଙ୍କୁ କ୍ୟାନ୍ସର କଥାକୁ କେହି ପସନ୍ଦ କରୁ ନାହାନ୍ତି। ପୂର୍ବରୁ ଡାକ୍ତର ଭୂମିକାରେ ଅପୂର୍ବଙ୍କ ଏଣ୍ଟ୍ରିକୁ ନେଇ ବହୁତ କିଛି ଆଶା କରାଯାଉଥିଲା। ହେଲେ ତାହା ଫସର ଫାଟିଛି। ଏଣୁ ଅପୂର୍ବଙ୍କୁ ବାହାର କରାଯିବାର ନିଷ୍ପତ୍ତି ନିଆଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.