ଆଜି ପିତୃଦିବସ। ଏହି ଅବସରରେ ଅନେକ ବଲିଉଡ୍ ସେଲିବ୍ରିଟି ସୋସିଆଲ ମିଡିଆରେ ଫଟୋ ଶେୟାର କରି ନିଜ ପିତାଙ୍କୁ ମନେ ପକାଇଛନ୍ତି। ଏଥିରେ ସାମିଲ ଅଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ୩ଟି ସୁନ୍ଦର ଫଟୋ ଶେୟାର କରି ତାଙ୍କ ପିତା ଏବଂ ସ୍ବାମୀ ବିରାଟ କୋହଲିଙ୍କୁ ପିତୃ ଦିବସର ଶୁଭେଚ୍ଛା ଜଣାଇଥିଲେ। ପ୍ରଥମ ଫଟୋରେ ଅନୁଷ୍କା ତାଙ୍କ ପିତାଙ୍କ ସହ ବସିଛନ୍ତି ଏବଂ ଫଟୋ ପାଇଁ ଉଭୟ ହସୁଛନ୍ତି। ଦ୍ୱିତୀୟ ଫଟୋରେ ଅନୁଷ୍କା ବିରାଟଙ୍କ ସହ ସମୁଦ୍ର କୂଳରେ ଫଟୋ ପୋଜ ଦେଉଥିବାର ନଜର ଆସିଛନ୍ତି। ଏଥି ସହିତ, ଶେଷ ଫଟୋରେ ବିରାଟ ଏବଂ ତାଙ୍କ ପିତା ଖୁସିରେ ଫଟୋ କ୍ଲିକ ପାଇଁ ପୋଜ ଦେଉଛନ୍ତି। ଅନୁଷ୍କା ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି- ‘ମୁଁ ଦୁଇ ଜଣ ଆଦର୍ଶ ପୁରୁଷଙ୍କୁ ଭେଟିଛି। ମୁଁ ସେମାନଙ୍କଠାରୁ ବହୁତ ପ୍ରେମ ଏବଂ ଅନୁଗ୍ରହ ମିଳିଛି। ଉଭୟ ଗୋଟିଏ ଝିଅ ପାଇଁ ସର୍ବୋତ୍ତମ ପିତା।
ସାଉଥମ୍ପଟନରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ବିରାଟ ଏବେ ଟିମ ଇଣ୍ଡିଆର ଅଧିନାୟକତ୍ୱ କରୁଛନ୍ତି। ଅନୁଷ୍କା ଏବଂ ଭାମିକା ମଧ୍ୟ ତାଙ୍କ ସହ ଅଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.