ବମ୍ବେ: ପୁଣି ଥରେ ମା’ ହୋଇଥିବା ବେବୋଙ୍କ ଅତୀତ ବେଶ୍ ବିବାଦୀୟ। ଏକଦା ବ୍ଲାକ୍ ବିଉଟି ବିପାଶାଙ୍କ ସହ ତାଙ୍କର ଜୋରଦାର ଝଗଡ଼ା ହୋଇଥିଲା। କଥା ଏତେ ବଢ଼ିଥିଲା ଯେ, କରିନା ବିପାଶାଙ୍କୁ ଚାପୁଡ଼ା ମାରି ‘କଳା ବିରାଡ଼ି’ ବୋଲି କହିଥିଲେ। ପ୍ରେମିକ ଜନ୍ ଆବ୍ରାହମଙ୍କୁ ନେଇ ମଧ୍ୟ କରିନା କଟାକ୍ଷ କରିଥିଲେ।
ଘଟଣାଟି ୨୦୦୧ର। କରିନା ଓ ବିପାଶା ‘ଅଜନବୀ’ ଫିଲ୍ମର ଶୁଟିଂ କରୁଥିଲେ। ହେଲେ ନିଜ ନିଜର କଷ୍ଟ୍ୟୁମ(ପୋଷାକ)କୁ ନେଇ ସେମାନଙ୍କର ବଚସା ହୋଇଥିଲା। କରିନାଙ୍କୁ ନ ପଚାରି ତାଙ୍କ ଡିଜାଇନରଙ୍କ ସହାୟତା ନେଇଥିବାରୁ ବିପାଶାଙ୍କ ଉପରେ ଖପ୍ପା ହୋଇଥିଲେ ସେ। ଏହି ଝଗଡ଼ା ପରେ ଜଣେ ଅନ୍ୟଜଣଙ୍କ ମୁହଁ ଦେଖିବାକୁ ମଧ୍ୟ ପସନ୍ଦ କରୁ ନ ଥିଲେ। ଦୀର୍ଘଦିନ ଧରି ଏହା ଚାଲିବା ପରେ ୨୦୦୮ରେ ବିପାଶାଙ୍କୁ ସୈଫଙ୍କ ଜନ୍ମଦିନ ପାର୍ଟି ପାଇଁ ନିମନ୍ତ୍ରଣ କରିଥିଲେ କରିନା। ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ୍ ହୋଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.