ବମ୍ବେ: ସେଲିବ୍ରିଟିମାନଙ୍କ ଉପରେ ରହିଥାଏ ପ୍ରଶଂସକଙ୍କ ନଜର। ଏଭଳି ସ୍ଥିତିରେ ତାଙ୍କ ମୁହଁରୁ ବାହାରିଥିବା ପ୍ରତିଟି କଥା ଗଣମାଧ୍ୟମର ଶିରୋନାମା ପାଲଟେ। ବେଳେବେଳେ ଏହା ବିବାଦର ସୁତ୍ରପାତ କରାଏ। ଆଜି ଆମେ କହିବାକୁ ଯାଉଛୁ ଅଭିନେତ୍ରୀ ସୋନମ କପୁରଙ୍କ ଏକ ବିବାଦୀୟ ବୟାନ ବିଷୟରେ।
ସୋନମ ଲୋରିୟଲର ବ୍ରାଣ୍ଡ ଆମ୍ବାସଡର। ସେ ଯୁବଗୋଷ୍ଠୀଙ୍କ ପାଇଁ ବ୍ରାଣ୍ଡର ଚେହେରା ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁରୁଣା ଗ୍ରାହକଙ୍କ ପାଇଁ ବୋଲି ଏକଦା କହିଥିଲେ। ଏପରିକି ଐଶ୍ ତାଙ୍କ ବାପାଙ୍କ ସହ କାମ କରିଥିବାରୁ ତାଙ୍କୁ ଆଣ୍ଟି ବୋଲି କହିବାକୁ ପଡ଼ିବ ବୋଲି ସେ କହିଥିଲେ। ପରବର୍ତ୍ତୀ ସମୟରେଐଶ୍ଙ୍କୁ ଏଭଳି ଟିପ୍ପଣୀ ପସନ୍ଦ ଆସି ନ ଥିଲା। ଏହାକୁ ନେଇ ସୋନମ କାନ୍ସରେ କିଭଳି ସାମିଲ ନ ହୋଇପାରିବେ ତାର ବନ୍ଦୋବସ୍ତ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.