Categories: ଫୁରସତ

୬୫୦୦ ଫୁଟ ଉଚ୍ଚ ପାହାଡ଼ ଉପରେ ଅନ୍ତରଙ୍ଗ ମୁହୂର୍ତ୍ତରେ ମାତିଥିଲେ ପ୍ରେମୀଯୁଗଳ, ଜାଣି ନ ଥିଲେ ଲାଗିଛି ଓ୍ବେବ୍‌ କ୍ୟାମେରା, ଆଉ ତା’ ପରେ…

ପ୍ରେମୀଯୁଗଳ ଉଚ୍ଚ ପାହାଡ଼ ଉପରେ ରୋମାନ୍ସ କରୁଥିଲେ। ଯାହାକି ତାଙ୍କୁ ମହଙ୍ଗା ପଡ଼ିଛି। ଏହି ଯୋଡ଼ି ୬୫୦୦ ଫୁଟ ଉଚ୍ଚରେ ଶାରୀରିକ ସମ୍ବନ୍ଧ ରକ୍ଷା କରିଥିଲେ। ଏହି ସମୟରେ ପହାଡ଼ରେ ଥିବା ଏକ ଓ୍ବେବ୍‌ କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଥିଲା। ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅଷ୍ଟ୍ରିଆର ସବୁଠୁ ଉଚ୍ଚା ପାହାଡ଼ ଶୃଙ୍ଖଳା ନକ୍‌ ପର୍ବତ ଉପରେ ଏହି ଘଟଣା ଘଟିଥିଲା। ପ୍ରେମୀଯୁଗଳ ପାହାଡ଼ ଚଢ଼ିବା ପରେ ବହୁତ ଥକି ପଡ଼ିଥିଲେ। ସେ ଆରାମ କରିବାକୁ ନିଷ୍ପତ୍ତି ନେଇଥିଲେ। କିଛି ସମୟରେ ପରେ ଦୁଇଜଣ ରୋମାନ୍ସରେ ମାତିଗଲେ। ମାତ୍ର ସେମାନେ ଜାଣି ନ ଥିଲେ ପାହାଡ଼ ଉପରେ ଏକ ଓ୍ବେବ୍‌ କ୍ୟାମେରା ରହିଛି ବୋଲି। ଅଳ୍ପ ସମୟ ମଧ୍ୟରେ ଏହି ଫଟୋ କ୍ଲିକ୍‌ ହୋଇଥିଲା। କିଛିଦିନ ପରେ ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଓ୍ବେବ୍‌ ମିଡିଆ ସଲ୍ୟୁସନର ରୋନାଲ୍ଡ ସ୍କ୍ଲେଣ୍ଡର କହିଛନ୍ତି ଯେ, ପାନୋରାମା ଏବଂ ପାଣିପାଗ କ୍ୟାମେରାକୁ ସିସିଟିଭି କ୍ୟାମେରା ଭାବରେ ବିବେଚନା କରାଯାଇପାରିବ ନାହିଁି। କାରଣ ଏହି କ୍ୟାମେରାଗୁଡ଼ିକ କ୍ରମାଗତ ଭାବରେ ରେକର୍ଡ ପ୍ରସାରଣ କରନ୍ତି ନାହିଁ। ମାତ୍ର ଦୁର୍ଭାଗ୍ୟଜନକ କଥା ଏହି ଯୋଡ଼ିଙ୍କ ଫଟୋ ଭାଇରାଲ ହୋଇଗଲା। ଏହା ପ୍ରକୃତରେ ସଫ୍ଟଓ୍ବେୟାର ତ୍ରୁଟି ଯୋଗୁ ହୋଇଛି।

ସେ କହିଛନ୍ତି, ସାଧାରଣତଃ କ୍ୟାମେରାକୁ ଏପରି ସ୍ଥିତିରେ ରଖାଯାଇଥାଏ ଯେ, ଏଠାକୁ ଆସୁଥିବା ଲୋକେ ଜାଣି ବି ପାରନ୍ତି ନାହିଁ। କ୍ୟାମେରା ବହୁତ ଦୂରରେ ଲାଗିଥାଏ। ରୋନାଲ୍ଡ ଏକଥା ମଧ୍ୟ କହିଛନ୍ତି, ଆମେ ଏମିତି ଭାବରେ କ୍ୟାମେରା ରଖିଥାଉ ଯେମିତି ଲୋକଙ୍କ ଚେହେରା ଚିହ୍ନା ନ ପଡୁ। ମାତ୍ର ସଫ୍ଟଓ୍ବେୟାର ତ୍ରୁଟି ଯୋଗୁ ଏହି ଫଟୋ ଭାଇରାଲ ହୋଇଗଲା। କାରଣ ଓ୍ବେବ୍‌ କ୍ୟାମେରାରେ ଫଟୋଗୁଡ଼ିକ ଗୁପ୍ତ ରଖାଯାଇଥାଏ। ଏକଥା ବି ସେ କହିଛନ୍ତି, ଏଠାକୁ ଆସିବା ବେଳେ ରାସ୍ତାରେ ଲେଖାଯାଇଛି। କ୍ୟାମେରା ଲାଗିଛି। ଯାହା ଜଣାପଡୁଛି ଏହି ପ୍ରେମୀଯୁଗଳ ଏହାକୁ ଜାଣିପାରିନାହାନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.