କୋଞ୍ଜୋ ଏକ କୁନି କୁକୁର। କଳାରଙ୍ଗର ଏଇ କୁକୁରଟି ଅଧା ପାପିଲନ୍, ଚାରିଭାଗରୁ ଏକ ଭାଗ ଜ୍ୟାକ୍ ରଶେଲ୍ ଟେରିଏର୍ ଏବଂ ଅନ୍ୟ ଚାରିଭାଗରୁ ଏକ ଭାଗ ଚିହୁଆହୁଆ ପ୍ରଜାତିର । ଏକ ମିଶ୍ରଣ ପ୍ରଜାତିର ଏହି କୁକୁରଟି ବେଶ୍ ଛୋଟ, ହେଲେ ନିଜ ନାମକୁ ସେ ଗିନିଜ ଓ୍ବାର୍ଲଡ ରେକର୍ଡସରେ ସ୍ଥାନିତ କରିପାରିଛି। ୨୦୧୪, ଡିସେମ୍ବର ୨୨ ତାରିଖ କାଲିଫର୍ନିଆର ଟସ୍କିନ ସ୍ପୋର୍ଟସ୍ ପାର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପଛ ଦୁଇ ଗୋଡ଼କୁ ଉପରକୁ ଟେକି, ଆଗ ଦୁଇ ଗୋଡ଼ରେ ଦୌଡ଼ି ୫ ମିଟର ଦୂରତାକୁ ୫.୩୭ ସେକେଣ୍ଡରେ ଅତିକ୍ରମ କରି ସେ ରେକର୍ଡ କରିଛି। ଆଉ ମାନ୍ୟତା ପାଇଛି ସବୁଠୁ କମ୍ ସମୟରେ ଆଗ ଗୋଡ଼ରେ ୫ ମିଟର ଦୂରତା ଅତିକ୍ରମ କରିଥିବା କୁକୁରଭାବେ। କୋଞ୍ଜୋର ମାଲିକ ପାଷ୍ଟରନାକ କହନ୍ତି, ‘କୋଞ୍ଜୋ ଛୋଟ ବେଳୁ ଆଗ ଦୁଇ ଗୋଡ଼ରେ ଚାଲିବା ଆରମ୍ଭ କରିଥିଲା। ବୋଧହୁଏ ତା’ର ଛୋଟ ଶରୀର ଲାଗି ସେ ଏତେ ଭଲ ଭାବେ ଏଭଳିଭାବେ ଦୌଡ଼ି ଓ ଚାଲିପାରେ।’
ଉଚ୍ଚ କୋଠାରୁ ଓହ୍ଲାଇବାକୁ ମାଙ୍କଡ଼ କରୁଛି ଏମିତି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...
ଏହି ଦେଶକୁ ମିଳିଲା ୧,୦୯୮ କ୍ୟାରେଟ୍ ପୃଥିବୀର ତୃତୀୟ ବୃହତ୍ତମ ହୀରା: ଏବେ ସୁଧୁରିବ ଆର୍ଥିକ ଅବସ୍ଥା…
ଗାର୍ବୋନ୍,୧୭।୬: ଆଫ୍ରିକୀୟ ଦେଶ ବୋଷ୍ଟଓ୍ବାନାକୁ ପୃଥିବୀର ତୃତୀୟ ବୃହତ୍ତମ ହୀରା ମିଳିଛି। ଜୁନ୍ ୧ରେ ମିଳିଥିବା ଏହି ହୀରାକୁ ରାଷ୍ଟ୍ରପତି ମୋକଗଓ୍ବେତ୍ସି ମସିସି ବୁଧବାର ଦେଖିଛନ୍ତି।...
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ମନୁଷ୍ୟର ପ୍ରତିଟି କ୍ରିୟା ‘ଯୋଗ’
ଭୁବନେଶ୍ୱର, ୨୧।୬ (ବ୍ୟୁରୋ): ମନୁଷ୍ୟର ପ୍ରତିଟି କ୍ରିୟା ହେଉଛି ଯୋଗ। ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ତରରେ ଶାନ୍ତି ମିଳିଥାଏ। ନୀରୋଗ...
ଏହି ମୁସ୍ଲିମ୍ ଦେଶରେ ରହିଛି ଭଗବାନ ବିଷ୍ଣୁଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି
ହିନ୍ଦୁଧର୍ମରେ ଭଗବାନ ବିଷ୍ଣୁଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ। ଯଦିଓ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭଗବାନ ବିଷ୍ଣୁଙ୍କ ମନ୍ଦିର ରହିଛି ତଥାପି ବିଦେଶରେ...
ଶିଡ଼ି ଚଢ଼ିବାରେ ଶିଶୁକୁ ରୋକୁଛି କୁକୁର, କାରଣ ଜାଣିଲେ…
ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତା’ର ଠିକଣା ନାହିଁ। ଆଜିକାଲି ଇଣ୍ଟରନେଟ୍ରେ ଏକ କୁକୁରର ଏମିତି ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କ...
ହ୍ରଦରେ କମୁଛି ଅମ୍ଳଜାନ
ଜଳବାୟୁ ପରିବର୍ତ୍ତନ କାରଣରୁ ମଧୁର ଜଳପୂର୍ଣ୍ଣ ହ୍ରଦର ଅମ୍ଳଜାନସ୍ତର କମିବାରେ ଲାଗିଛି। ଏହାଦ୍ୱାରା ଜୀବଜଗତ ସମେତ ପରିବେଶ ଉପରେ ବଡ଼ ବିପତ୍ତି ଘନେଇବାରେ ଲାଗିଛି। ନୂଆଦିଲ୍ଲୀ:...
ଏକଦା କାନ୍ଥରେ ଚିତ୍ର କରି ଶୁଣୁଥିଲେ ଗାଳି: ଏବେ ଗୁଗଲ ଦେଲା ପୁରସ୍କାର
ଓ୍ବାଶିଂଟନ୍,୧୫।୬: ଡୁଡଲ ଫର୍ ଗୁଗଲ-୨୦୨୧ ପ୍ରତିଯୋଗୀତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର ଗୁଗଲର ହୋମପେଜ୍ରେ ଏହି ଡୁଡଲ ପ୍ରଦର୍ଶିତ ହେବ। ଏନେଇ ଗୁଗଲର ସିଇଓ...
ବାପାଙ୍କ ମୃତ୍ୟୁ ପରେ କାହିଁକି ଖେଳ ଛାଡ଼ି ଦେଇଥିଲେ ନମ୍ବର ଓ୍ବାନ୍ ଫାଇଟର
ମିକ୍ସଡ୍ ମାର୍ସାଲ ଆଟର୍ସ(ଏମ୍ଏମ୍ଏ)ରେ ‘ଦି ଇଗଲ’ ଭାବେ ପରିଚିତ ରୁଷିଆନ ଫାଇଟର ଖବିବ୍ ନୁରମାଗୋମେଡୋଭ। ଏହି ୩୨ ବର୍ଷୀୟ ଫାଇଟର ନିଜ କ୍ୟାରିୟରର ଶୀର୍ଷରେ ଥିବାବେଳେ...


