ପ୍ରଦୂଷିତ ପରିବେଶ ଏବେ ଚିନ୍ତାର କାରଣ ସାଜିଛି। ଅନେକ କାରଣରୁ ଆମର ପରିବେଶ ସ୍ବାସ୍ଥ୍ୟୋପଯୋଗୀ ହେଉନାହିଁ। ଫଳରେ ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛେ। ତେଣୁ ବର୍ତ୍ତମାନ ଆମ ପରିବେଶ କିପରି ପ୍ରଦୂଷଣମୁକ୍ତ ରହିବ, ସେ ନେଇ ଆମେ ଯତ୍ନବାନ ହେବା ନିହାତି ଆବଶ୍ୟକ। ପ୍ରଥମେ ନିଜକୁ ବୃକ୍ଷରୋପଣ କାମରେ ସାମିଲ କରାନ୍ତୁ। ଏହାଦ୍ୱାରା ପରିବେଶ ଶାନ୍ତ ରହିବ ଏବଂ ବର୍ଷା ଠିକ୍ ଭାବରେ ହେବ। ଯଦି ଘର ଚାରିପଟରେ ଗଛ ଲଗାଇଛନ୍ତି ତେବେ ତାହାର ଯତ୍ନ ନିଅନ୍ତୁ। ଘରର ବାହାର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଯଦି ଘରେ କିଛି ଅଦରକାରୀ ସାମଗ୍ରୀ ଅଛି ତେବେ ସେଗୁଡ଼ିକୁ ବାହାରେ ନ ଫୋପାଡ଼ି ଗାତ ଖୋଳି ପୋତି ଦିଅନ୍ତୁ। ଆଜିକାଲି ଗାଡ଼ିମୋଟରରୁ ବାହାରୁଥିବା ଧୂଅଁା ପରିବେଶକୁ ପ୍ରଦୂଷିତ କରୁଛି। ତେଣୁ ସପ୍ତାହକୁ ଅନ୍ତତଃ ଥରେ ଗାଡ଼ି ନ ଚଲାଇ ସାଇକେଲ ବ୍ୟବହାର କରିପାରନ୍ତି।
Posted inଜୀବନଚର୍ଯ୍ୟା View All
ପୁଦିନାର ଘରୋଇ ବ୍ୟବହାର
ଖରା ଏବଂ ବର୍ଷାଦିନେ ପୁଦିନା ସଞ୍ଜୀବନୀବୁଟି ଭଳି କାମ ଦେଇଥାଏ। ଗୃହିଣୀମାନେ ଏହାକୁ ଘରୋଇ ଉପାୟରେ ବହୁଳ ଭାବରେ ବ୍ୟବହାର କରିପାରିବେ.. – ପୁଦିନା ଓ...
ପିଲାଙ୍କ ସାଥୀ ଇଣ୍ଟରନେଟ୍
ପୁଣି ବଢ଼ିଲା ଲକ୍ଡାଉନ୍ । ନା ସ୍କୁଲ୍ ନା କଲେଜ୍, ନା ସମ୍ଭବ ହେଉଛି ବାହାରେ ଖେଳିବା ବୁଲିବା। ଏମିତିରେ ଇଣ୍ଟରନେଟ୍ ପାଲଟିଯାଇଛି ପିଲାମାନଙ୍କ ସାଥୀ।...
ସ୍ମରଣୀୟ କାରଲ ଲ୍ୟାଣ୍ଡଷ୍ଟେନର
୧୯୦୧ ମସିହାରେ ରକ୍ତ ବିଜ୍ଞାନରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ଡା. କାରଲ ଲ୍ୟାଣ୍ଡଷ୍ଟେନର ନିଜ ଶରୀରରୁ ଓ ନିଜ ଅଧୀନରେ ଗବେଷଣା କରୁଥିବା ଗବେଷକଙ୍କ...
ହାକୁଟିକୁ ଅଣଦେଖା କରୁଛନ୍ତି କି….
ସାଧାରଣତଃ ଖାଇବା ପରେ ପ୍ରାୟ ଲୋକଙ୍କୁ ହାକୁଟି ଦେଇଥାଏ। ଆଉ ଏହା ଏକ ସାଧାରଣ ସମସ୍ୟା ହୋଇଥାଏ। ମାତ୍ର ଦିନ ସାରା ଯଦି ଏହି...
ଏହି ୪ ଗୁଣ ଥିବା ବ୍ୟକ୍ତିଙ୍କ ପାଖରେ ରୁହେ ନାହିଁ ଧନର ଅଭାବ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ
ସର୍ବଶ୍ରେଷ୍ଠ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ହେଲେ ଚାଣକ୍ୟ। ସେ ଜଣେ କୁଶଳ ରାଜନୀତିଜ୍ଞ, ସଫଳ ଅର୍ଥଶାସ୍ତ୍ରୀ ଥିଲେ। ତାଙ୍କର ସବୁ ବିଷୟରେ ଜ୍ଞାନ ଥିବା କୁହାଯାଏ।...
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ମନୁଷ୍ୟର ପ୍ରତିଟି କ୍ରିୟା ‘ଯୋଗ’
ଭୁବନେଶ୍ୱର, ୨୧।୬ (ବ୍ୟୁରୋ): ମନୁଷ୍ୟର ପ୍ରତିଟି କ୍ରିୟା ହେଉଛି ଯୋଗ। ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ତରରେ ଶାନ୍ତି ମିଳିଥାଏ। ନୀରୋଗ...
ଚନ୍ଦନରେ ରହିଛି ଏସବୁ ଉପକାରୀ ଗୁଣ
ଅନିୟମିତ ଜୀବନଶୈଳୀ ସହ ପ୍ରଦୂଷିତ ବାୟୁମଣ୍ଡଳ ଯୋଗୁ ଆଜିକାଲି ଅଧିକାଂଶ ଲୋକଙ୍କ ତ୍ୱଚାରେ ସମସ୍ୟା ଦେଖାଦେଉଛି। ତେବେ ତ୍ୱଚା ପାଇଁ ଚନ୍ଦନ ସବୁଠୁ ଉପକାରୀ ବୋଲି...
ପାର୍ଲର ଯିବା ପୂର୍ବରୁ…
ବିଭିନ୍ନ ପ୍ରକାରର ବ୍ୟୁଟି ଟ୍ରିଟ୍ମେଣ୍ଟ କରିବା ନିମନ୍ତେ ମହିଳାମାନେ ବ୍ୟୁଟି ପାର୍ଲର ଯାଇଥାନ୍ତି। କିନ୍ତୁ ବେଳେବେଳେ ବ୍ୟୁଟିସିଆନମାନଙ୍କ ଖାମଖିଆଲ ଗୁଣ ପାଇଁ ସୌନ୍ଦର୍ଯ୍ୟ ନଷ୍ଟ...


