ଚାକିରି ପରେ କିଏ କେମିତି ବିଶ୍ରାମ ନେବା ପାଇଁ ଚାହଁୁଥିବାବେଳେ ଗୁଜରାଟର ୭୧ ବର୍ଷୀୟା ମାଟ୍ରୋନ ଜେମିନିବେନ୍ ଜୋଷୀ ଏବେ ଅବସର ସମୟକୁ କୋଭିଡ୍ ରୋଗୀଙ୍କ ସେବାରେ ଉପଯୋଗ କରୁଛନ୍ତି। ଜୋଷୀ ଗୁଜରାଟର ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରି ୨୦୦୯ରେ ଅବସର ନେଇଛନ୍ତି। ସେବେଠାରୁ କେବେ କେମିତି ଚିକିତ୍ସା ସେବା ପାଇଁ ସମୟ ଦେଇ ଆସୁଥିଲେ। କିନ୍ତୁ କୋଭିଡ-୧୯ ମହାମାରୀ ଦେଖାଦେବା ପରେ ଦେଶରରେ ପ୍ରଶିକ୍ଷିତ ସ୍ବାସ୍ଥ୍ୟ କର୍ମୀଙ୍କ ଆବଶ୍ୟକତା ବଢିଗଲା। ଏହି ସଙ୍କଟ ସମୟରେ ସେ ସେବା ଯୋଗାଇ ଦେବାର ସଙ୍କଳ୍ପ ନେଇ ଜିଡୁସ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ସେ କୌଣସି ପାରିଶ୍ରମିକ ନେଉନାହାନ୍ତି। ବୟସର ଅପରାହ୍ନରେ ଏବେ ବି ସେ ଦିନକୁ ୧୨ ଘଣ୍ଟା କାମ କରୁଛନ୍ତି। ଏହି ସମୟରେ ସେ ରୋଗୀଙ୍କ ମନୋବଳ ବଢ଼ାଇବା ସହ ଅକ୍ସିଜେନ୍ ଓ ମେଡିସିନ ଦେଉଛନ୍ତି। କୋଭିଡ ପରୀକ୍ଷା ଲାଗି ନମୁନା ମଧ୍ୟ ସଂଗ୍ରହ କରୁଛନ୍ତି।
ଏଲୋପାଥି ଉପରେ ଆକ୍ରମଣର ନିହିତାର୍ଥ
ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ଆଧୁନିକ ଚିକିତ୍ସା ବିଜ୍ଞାନ ବା ଏଲୋପାଥି ଉପରେ ଯୋଗଗୁରୁ ରାମଦେବଙ୍କ ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି।...
ଏଇ ଭାରତରେ
ଫେକ୍ ନ୍ୟୁଜ୍ର ପ୍ରଭାବ ଏବେ ଟିକାକରଣ ଉପରେ ପଡୁଛି। ଅନେକେ ଟିକା ନେବା ଲାଗି ଅମଙ୍ଗ ହେଉଛନ୍ତି। ତେବେ ଫେକ୍ ନ୍ୟୁଜ୍ର ପ୍ରଭାବକୁ ପ୍ରତିହତ କରିବା...
ତଥ୍ୟରେ ନିିବେଶ ଲୋଡ଼ା
ରାଜ୍ ଶାହା, ମାର୍କ ଲୋକୋକ୍ ମାର୍ଚ୍ଚ ୨୦୨୦ରେ କୋଭିଡ୍-୧୯ ମହାମାରୀ କାୟା ବିସ୍ତାର କରିବା ସମୟରେ ଆଫଗାନିସ୍ତାନରେ କେବଳ ୩୦୦ ଭେଣ୍ଟିଲେଟର ଏବଂ ଦୁଇଟି ଇଣ୍ଟେନ୍ସିଭ...
ସାତ ଦଶନ୍ଧି ପରେ ବି ଅପରିପକ୍ୱ
ରବିନାରାୟଣ ସାମଲ ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ ଓ ପଣ୍ଡିଚେରୀର ବିଧାନସଭା ନିର୍ବାଚନ ଫଳାଫଳ ଦେଶର ରାଜନୀତିକୁ ବେଶ୍ ପ୍ରଭାବିତ କରିଛି। କାରଣ ନିର୍ବାଚନ ମଇଦାନରେ...
ନିଶାର ଦଶା
ଡ. ସତ୍ୟନାରାୟଣ ମିଶ୍ର ଆଧୁନିକ ସଭ୍ୟତାରେ ନିଶା ସେବନ ହେଉଛି ଏକ ମାରାତ୍ମକ ସାମାଜିକ ବ୍ୟାଧି ଓ ଅପରାଧ। ଏହା କର୍କଟ ରୋଗ ଭଳି ଦିନକୁ...
ଘୋର ଅବ୍ୟବସ୍ଥା
ଦେଶର ଅର୍ଥବ୍ୟବସ୍ଥା ତଳକୁ ଖସୁଥିତ୍ବାବେଳେ ଟିକସ ସଂଗ୍ରହ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହୋଇଛି। ଏତିକିବେଳେ ଅଧିତ୍କ ଟିକସ ପାଇବାର ଆଶା କରି ସରକାର ନିଜେ...
ପେନ୍ ପିଣ୍ଟର ବିଜେତା
ବିଶ୍ୱରେ କଳା ଲୋକଙ୍କୁ ଘୃଣା କରିବାର ଇତିହାସ ବହୁ ପୁରୁଣା। କିନ୍ତୁ ସମୟ ପ୍ରମାଣ ଦେଇଛି ସେହି କୃଷ୍ଣକାୟମାନେ ପରିଶ୍ରମ ଓ ଧୀଶକ୍ତି ବଳରେ ଗୋରା...
ଫୁଲ ଚୋରି
ରୁଦ୍ର ପ୍ରସନ୍ନ ରଥ ସମୟ ସହ ତାଳ ଦେଇ ସହରର ଛାତି ବି ଚଉଡ଼ା ହୋଇ ଚାଲିଛି। ଗାଁରୁ ଦଳ ଦଳ ଲୋକ ସହର...


