କମେଡି କିଙ୍ଗ୍ କପିଲ୍ ଶର୍ମା ଏବେ ଶୁଟିଂରୁ କିଛି ଦିନ ବିରତି ନେଇ ନିଜ ପରିବାର ସହ ସମୟ ବିତାଉଛନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରାୟତଃ ବଡ଼ ଝିଅ ଅନାୟାରଙ୍କ ଫଟୋ ପ୍ରଶଂସକଙ୍କ ସହ ଶେୟାର କରନ୍ତି। କିନ୍ତୁ ଏହା ପ୍ରଥମ ଥର ପାଇଁ ସେ ସୋସିଆଲ ମିଡିଆରେ ପୁଅର ଫଟୋ ସେୟାର କରିଛନ୍ତି।, ପ୍ରଶଂସକଙ୍କ ଚାହିଦା ପୂରଣ କରିବାକୁ ଯାଇ ସେ ନିକଟରେ ତାଙ୍କ ପୁଅର ପ୍ରଥମ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ କପିଲ ପୁଅ ତ୍ରିଶାନ୍ ଏବଂ ଝିଅ ଅନାୟରାଙ୍କୁ ନିଜ କୋଳରେ ଧରିଥିବାର ନଜର ଆସିଛନ୍ତି। ପିତୃଦିବସ ଅବସରରେ ସେ ଏହି ଫଟୋ ପ୍ରଶଂସକଙ୍କ ସହ ଶେୟାର କରି କପିଲ ଏକ ମଜାଳିଆ କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ଜନସାଧାରଣଙ୍କ ପ୍ରବଳ ଚାହିଦା ଅନୁଯାୟୀ ଅନାୟରା ଏବଂ ତ୍ରିଶାନ ପ୍ରଥମ ଥର ପାଇଁ ଏକାଠି ହୋଇଥିଲେ। କପିଲ ଏହି ଫଟୋ ଶେୟାର କରିବା ମାତ୍ରେ ତାହା ଭାଇରାଲ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ଏହା ୮ ଲକ୍ଷରୁ ଅଧିକ ଲାଇକ ପାଇଛି। କପିଲ ଏବଂ ଗିନ୍ନି ୨୦୧୮ରେ ବିବାହ କରିଥିଲେ। ୨୦୧୯ରେ ଝିଅ ଅନାୟରା ଏବଂ ୨୦୨୧ରେ ପୁଅକୁ ଜନ୍ମ ହୋଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.