ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ନିକଟରେ ନିଜ ଗର୍ଲଫ୍ରେଣ୍ଡ ଦିଶା ପଟାନୀଙ୍କ ସହ ମୁମ୍ବାଇ ରାସ୍ତାରେ କାର୍ରେ ବୁଲୁଥିବାର ନଜର ଆସିଥିଲେ। ଏହି ସମୟରେ ପୋଲିସ ତାଙ୍କୁ ଅଟକାଇଥିଲା। ଦିଶା ଏବଂ ଟାଇଗର ଜିମରୁ ଫେରିବା ପରେ ମୁମ୍ବାଇର ବାନ୍ଦ୍ରାରେ ଗାଡିରେ ବୁଲୁଥିଲେ। ଟାଇଗର କାର ପଛରେ ବସିଥିବା ବେଳେ ଦିଶା ପଟାନି ଆଗରେ ବସିଥିଲେ। ପୋଲିସ ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରି ଛାଡିଥିଲା।
ସଲମାନ ଖାନଙ୍କ ସହ ଦିଶା ପାଟନି ଫିଲ୍ମ ‘ରାଧେ’ରେ ନଜର ଆସିଥିଲେ। ଦିଶା ଏପର୍ଯ୍ୟନ୍ତ ୬ଟି ହିନ୍ଦୀ ଚଳଚ୍ଚିତ୍ର କରିଛନ୍ତି, ଏମଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ (୨୦୧୬), ବାଗି ୨ (୨୦୧୮), ଭାରତ (୨୦୧୯), ମଲାଙ୍ଗ (୨୦୨୦), ବାଗୀ ୩ (୨୦୨୦) ଏବଂ ରାଧେ ୨୦୨୧)। ଏହିସବୁ ଚଳଚ୍ଚିତ୍ର ଜରିଆରେ ସେ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଟାଇଗର ଶ୍ରଫ ଆଜିକାଲି ତାଙ୍କର ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ହିରୋପନ୍ଥୀ-୨’ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.