ନୂଆଦିଲ୍ଲୀ,୧୭।୬: ୨୦୧୩ରେ ରିଲିଜ ହୋଇଥିଲା ବଲିଉଡ୍ କିଙ୍ଗ୍ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’। ଏହି ବ୍ଲକବଷ୍ଟର ଫିଲ୍ମର ଆଇଟମ ସଙ୍ଗ୍ର ଶୁଟିଂବେଳେ ଶାହାରୁଖଙ୍କୁ ଟଲିଉଡ୍ ଅଭିନେତ୍ରୀ ପ୍ରିୟାମଣୀ ପ୍ରଥମ ଥର ପାଇଁ ଭେଟିଥିଲେ। ଶୁଟିଂ ସେଟ୍ରେ ଶାହାରୁଖ ୩୦୦ ଟଙ୍କା ଦେଇଥିଲେ, ଯାହାକୁ ଏବେ ମଧ୍ୟ ପର୍ସରେ ସାଇତି ରଖିଛି ବୋଲି ଏକ ସାକ୍ଷାତ୍କାରରେ କହିଛନ୍ତି ଓ୍ବେବ ସିିରିଜ୍ ‘ଦି ଫ୍ୟାମିଲି ମ୍ୟାନ ୨’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ପ୍ରିୟାମଣୀ।
ଆମେ ଓ୍ବାଇଠାରେ ୫ ଦିନ ଧରି ‘ଓ୍ବାନ ଟୁ ଥ୍ରି ଫୋର’ ସଙ୍ଗ୍ର ଶୁଟିଂ କରିଥିଲୁ। ଦେଶର ସବୁଠୁ ବଡ଼ ସୁପରଷ୍ଟାର ଶାହାରୁଖଙ୍କ ସହ କାମ କରିବା ମୋ ପାଇଁ ଅଭୁଲା ଅନୁଭୂତି ଥିଲା। ଶୁଟିଂ ସେଟ୍ରେ ସେ ସମସ୍ତଙ୍କ ଦାୟିତ୍ୱ ନେଉଥିଲେ। ପ୍ରଥମ ଦିନରୁ ସେ ମୋ ପାଇଁ କାମ କରିବା ସହଜ କରି ଦେଇଥିଲେ। ଶୁଟିଂ ବେଳେ ତାଙ୍କ ଆଇପଡ୍ରେ କୌନ ବନେଗା କରୋରପତି ଖେଳିଥିଲି। ଏଣୁ ସେ ମୋତେ ୩୦୦ ଟଙ୍କା ଦେଇଥିଲେ, ଯାହା ଆଜି ବି ମୋ ପର୍ସରେ ଅଛି ବୋଲି ପ୍ରିୟାମଣୀ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.