ବଲିଉଡ୍ ଗାୟିକା ନେହା କକ୍କର ଆଜି ନିଜର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି। ବିବାହ ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ। ସ୍ବାମୀ ରୋହନପ୍ରୀତ ସିଂଙ୍କ ସହ ଏହି ଜନ୍ମଦିନକୁ ଅତି ସ୍ବତନ୍ତ୍ର ଭାବରେ ସେ ପାଳନ କରିଛନ୍ତି। ରୋନପ୍ରୀତ ଏହି ଅବସରରେ ସୋସିଆଲ ମିଡିଆରେ ନେହାଙ୍କୁ ଏକ ବିଶେଷ ଢଙ୍ଗରେ ଶୁଭେଚ୍ଛା ଜଣାଇ ସମସ୍ତଙ୍କ ଜଣାଇଛନ୍ତି। କେବଳ ଏତିକି ନୁହେଁ, ସେ ଜୀବନର ପ୍ରତ୍ୟେକ ମିନିଟରେ ତାଙ୍କୁ ଭଲ ପାଇବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ରୋହନପ୍ରୀତ ସିଂ ବିବାହ ପରେ ନେହା କକ୍କରଙ୍କ ପ୍ରଥମ ଜନ୍ମଦିନରେ ଏକ ସୁନ୍ଦର ଫଟୋ ସହିତ ଏକ ପୋଷ୍ଟ ଶେୟାର କରିଛନ୍ତି, ଫଟୋରେ ନେହା ତାଙ୍କ ସ୍ବାମୀମୀଙ୍କ କୋଳାଗ୍ରତ କରିଥିବା ନଜର ଆସିଛନ୍ତି। ସେ ଏହି ଫଟୋ ସହିତ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ସେ ଲେଖିଛନ୍ତି- ମୋ ପ୍ରେମର ମୋର ରାଣୀ ନେହା କକ୍କର, ଆଜି ତୁମର ଜନ୍ମଦିନ। ମୁଁ ଆଜି ପର୍ଯ୍ୟନ୍ତ ଯେତିକି ତୁମର ଯତ୍ନ ନେଇଛି ଆଗାମୀ ଦିନରେ ମୁଁ ତୁମର ଅଧିକ ଯତ୍ନ ନେବି। ତୁମେ ମୋତେ ପ୍ରତ୍ୟେକଥର ବହୁତ ମିଠା ଲାଗୁଛ! ମୁଁ ତୁମକୁ ପ୍ରତିଜ୍ଞା କରୁଛି ଯେ ମୁଁ ମଧ୍ୟ ତୁମକୁ ସମସ୍ତ ଖୁସି ଦେବି। ମୁଁ ତୁମ ସ୍ବାମୀ ହୋଇଥିବାରୁ ଗୌରବାନ୍ବିତ ମନେ କରୁଛି ବୋଲି ରୋହନ କହିଛନ୍ତି। ଦୁହେଁ ଗତ ବର୍ଷ ଅର୍ଥାତ୍ ଅକ୍ଟୋବର ୨୦୨୦ରେ ବିବାହ କରିଥିଲେ। ବିବାହ ପରେ ରୋହନ ଏବଂ ନେହା ପ୍ରାୟତଃ ସୋସିଆଲ ମିଡିଆରେ ଫଟୋ ଶେୟାର କରି ପରସ୍ପରକୁ ପ୍ରେମ କରନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.