ମୁମ୍ବାଇ: ବଲିଉଡ୍ କ୍ୱିନ୍ କଙ୍ଗନା ରାଣାଓ୍ବତ୍ ସବୁବେଳେ ନିଜ ଢଙ୍ଗରେ ଜବାବ ଦେବା ନେଇ ବେଶ୍ ଜଣାଶୁଣା। ପ୍ରତ୍ୟେକ ପ୍ରସଙ୍ଗରେ ସେ କିଛି ନା କିଛି କଥା କହି ଚର୍ଚ୍ଚାକୁ ଆସିଥାନ୍ତି। ଥରେ କଙ୍ଗନା କରଣ ଜୋହରଙ୍କ ପ୍ରସିଦ୍ଧି ଚାଟ୍ ଶୋ’ ‘କଫି ଓ୍ବିଥ୍ କରଣ’କୁ ଆସିଥିଲେ। ଏହି ଶୋ’ରେ ସେ ନେପ୍ଟୋଜିମ୍କୁ ନେଇ ଆଲୋଚନା କରିଥିଲେ। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ କଙ୍ଗନାଙ୍କ ରାଗ ଦେଖି କରଣ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁଛନ୍ତି।
ଶୋ’ରେ କଙ୍ଗନାଙ୍କୁ ସିଂହ ବୋଲି କହିଦେବାରୁ ସେ ରାଗି ଯାଇଥିଲେ। ଏତେ ରାଗି ଯାଇଥିଲେ ଯେ, ମନକୁ ଯାହା ଆସିଲା କହି ଚାଲିଲେ। ସେ କହିଥିଲେ ଏମାନେ ଏତେ ମଇଳା। ଏତେ ଅଭଦ୍ର। ଏହା ଦେଖି କରଣ ତାଙ୍କୁ ବହୁ ବୁଝାଇଥିଲେ। ମାତ୍ର ସେ କହି ଚାଲିଥିଲେ। କଙ୍ଗନାଙ୍କ ରାଗ ଦେଖି କରଣ ଏକପ୍ରକାର ଛାନିଆ ହୋଇଯାଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.