ଏହି ଫିଲ୍ମର ଶେଟ୍ରେ ପ୍ରଥମ ଥର ପାଇଁ ନିଶାଙ୍କୁ ଭେଟିଥିଲେ କରନ୍; ଗଣମାଧ୍ୟମ ସମ୍ମୁଖରେ କରିଥିଲେ ପ୍ରପୋଜ୍; ଏବେ…
ବମ୍ବେ: ସବୁକିଛି ତ ଠିକ୍ ଥିଲା। ହେଲେ ଏପରି କ’ଣ ହେଲା ଯେ କଥା ଥାନାରେ ପହଞ୍ଚିଲା। ସୋମବାର ଟେଲି ଅଭିନେତା କରନ୍ ମେହେରା ଗିରଫ ହେବା ପରେ ପ୍ରଶଂସକଙ୍କ ମନରେ ଚାଲିଛି ଏଭଳି ଅନେକ କଥା। ଘରୋଇ ହିସାଂ...
୨୮ ବର୍ଷ ବୟସରେ ଅବସର ନେଲେ ଭାରତୀୟ କ୍ରିକେଟର
ମୁମ୍ବାଇ, ୧।୬: ସୁଯୋଗ ଅଭାବରୁ ୨୮ ବର୍ଷ ବୟସରେ ସମିତ ପଟେଲ ଭାରତୀୟ କ୍ରିକେଟରୁ ଅସବର ନେଇଛନ୍ତି। ୨୦୧୨ରେ ତାଙ୍କ ପ୍ରତିନିଧିତ୍ୱରେ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଟ୍ରଫି ହାତେଇଥିଲା ଭାରତୀୟ ଦଳ। ଦୀର୍ଘ ବର୍ଷ ଧରି ବିଭିନ୍ନ ରାଜ୍ୟ...
ତାରାତାରିଣୀ ଛକରେ ୩ ଅଟୋକୁ ଧକ୍କା ଦେଲା ବାଲି ଟ୍ରକ୍; ପୋଲିସ ଭୟରେ ଡ୍ରାଇଭର ଚମ୍ପଟ
ପୁରୁଷୋତ୍ତମପୁର,୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରା ତାରିଣୀ ଛକଠାରେ ମଙ୍ଗଳବାର ଅପରାହ୍ନରେ ଦ୍ରୁତ ଗତିରେ ଆସୁଥିବା ଏକ ବାଲିବୋଝେଇ ଟ୍ରକ୍(ଓଆର୍ ୦୯ଏଫ୍ ୯୩୯୫) ଭାରସାମ୍ୟ ହରାଇ ତିନୋଟି ଅଟୋକୁ ଧକ୍କା ଦେଇଛି। ଅଟୋଗୁଡ଼ିକ ଏକ ହୋଟେଲ ସମ୍ମୁଖରେ...
ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ ଅଧିନାୟକ: ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ
ଲାହୋର,୧।୬: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ କ୍ରିକେଟ ଟିମ୍ର ଅଧିନାୟକ ବାବର ଆଜମ। ଏବେ ଦମ୍ଦାର ଫର୍ମରେ ଥିବା ବାବର ନୂଆ ଇନିଂସ ଆରମ୍ଭ କରିବାକୁ ପ୍ରସ୍ତୁତ। ଏଥିପାଇଁ ସେ ହଁ ଭରିଛନ୍ତି। ବାବାର ନିଜ ସମ୍ପର୍କୀୟ...
ମୋଷ୍ଟ ଓ୍ବାଣ୍ଟେଡ୍ ବାଘ ଶିକାରୀ ଗିରଫ
ଢାକା, ୧।୬: ୨୦ ବର୍ଷରେ ପ୍ରାୟ ୭୦ ବାଘଙ୍କ ଜୀବନ ନେଇଥିବା ମୋଷ୍ଟ ଓ୍ବାଣ୍ଟେଡ୍ ଶିକାରୀକୁ ଗିରଫ କରିଛି ବାଂଲାଦେଶ ପୋଲିସ। ‘ହବିବ ଟାଇଗର’ ଭାବେ ଜଣାଶୁଣା ଶିକାରୀ ଭାରତ ଓ ବାଂଲାଦେଶରେ ବ୍ୟାପିଥିବା ସୁନ୍ଦରବନ ପାଖରେ ରହୁଥିଲେ। ଏକ...
ଜାମିନ୍ରେ ମୁକୁଳି କରନ୍ଙ୍କ ପାଲଟା ଅଭିଯୋଗ: ମୋତେ ଫସାଇବା ପାଇଁ ସ୍ତ୍ରୀ ନିଜେ କାନ୍ଥରେ ନିଜ ମୁଣ୍ଡ ପିଟିଥିଲେ, ପରିବାରକୁ…
ବମ୍ବେ: ବିବାହର ୯ ବର୍ଷ ପରେ ସମ୍ପର୍କରେ ଫାଟ ନେଇ ନାନାଦି ଚର୍ଚ୍ଚା ପରେ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି କଥା। ଆମେ କଥା ହେଉଛୁ ‘ୟେ ରିସ୍ତା କ୍ୟା କହଲାତା ହୈ’ର ଅଭିନେତା କରନ୍ ମେହେରାଙ୍କ କଥା।...
ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୧।୬: ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକ ବସିବ। ଏଥିରେ ପରୀକ୍ଷା ହେବ କି ନାହିଁ ସେନେଇ ଆଲୋଚନା କରାଯିବ। ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କେନ୍ଦ୍ର...
ବରଣମାଳା ପିନ୍ଧାଇବା ପୂର୍ବରୁ କନ୍ୟା କଲେ ଏମିତି କାଣ୍ଡ; ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ
ପ୍ରତାପଗଡ,୧।୬: ଉତ୍ତର ପ୍ରଦେଶର ପ୍ରତାପଗଡ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବିବାହ ସମାରୋହରେ ବରକୁ ବରଣମାଳା ପିନ୍ଧାଇବା ପାଇଁ ଷ୍ଟେଜ୍ ଉପରକୁ ଯିବା ପୂର୍ବରୁ କନ୍ୟା ରିଭଲଭରରେ ଫାୟାରିଂ କରିଥିଲେ। ଏହାର ଭିଡିଓ ଭାଇରାଲ...
ଜୟମାଲା ସମୟରେ ବନ୍ଧୁକ ଚଳାଇଲେ ଦବଙ୍ଗ କନ୍ୟା: ଭିଡିଓ ଭାଇରାଲ
ପ୍ରତାପଗଡ଼, ୧।୬: ଅନେକ ଥର ବିବାହ ସମୟରେ ବର ହର୍ଷ ଫାଇରିଂ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ହେଲେ କେବେ କନ୍ୟା ହର୍ଷ ଫାଇରିଂ କରୁଥିବାର ଦୃଶ୍ୟ ଦେଖିଛନ୍ତି କି। ଆଜ୍ଞା ହଁ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି...
ଛାତ୍ରଙ୍କ ସହ ଫେରାର୍ ହେଲେ ଟ୍ୟୁସନ୍ ଦିଦି
ପାନିପତ୍,୧।୬: ହରିୟାଣାର ପାନିପତ୍ରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ୧୭ ବର୍ଷର ଛାତ୍ରଙ୍କ ସହ ଫେରାର ହୋଇଯାଇଛନ୍ତି ଟ୍ୟୁସନ୍ ଦିଦି। ପାନିପତର ଦେଶରାଜ କଲୋନୀରେ ଏହି ଘଟଣା ସାମ୍ନାକୁ ଆସିଛି। ସମ୍ପୃକ୍ତ ମହିଳା...