ମୁମ୍ବାଇ: ଅଭିନେତ୍ରୀ ମିନୀଷା ଲାମ୍ବା ଆଜିକାଲି ପର୍ସନାଲ ଲାଇଫ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇବା ପରେ ଜଣେ ବ୍ୟକ୍ତିଙ୍କ ସହ ରିଲେସନଶିପ୍ରେ ରହୁଥିଲେ। ଏହି ରିଲେସନଶିପ୍ରେ ମଧ୍ୟ ତାଙ୍କୁ ଧୋକା ମିଳିଛି। ସେ ତାଙ୍କ ପ୍ରେମିକଙ୍କୁ ଧୋକାବାଜ କହିଛନ୍ତି।
ମିନୀଷା ପ୍ରେମରେ ଧୋକା ଖାଇବା ପରେ ନିଷ୍ପତ୍ତି ନେଇଛନ୍ତି କି, ଫିଲ୍ମ ଇଣ୍ଡଷ୍ଟ୍ରିର କାହାକୁ ଆଉ ଡେଟ୍ କରିବେ ନାହିଁ। ଏବେ ଚର୍ଚ୍ଚା ହେଉଛି କିଏ ସେ ଏହି ପ୍ରେମିକ। ଯାହାଙ୍କ ସହ ମିନୀଷା ରିଲେସନଶିପ୍ରେ ରହୁଥିଲେ। ଆଉ ସେହି ପ୍ରେମ ତାଙ୍କୁ ଏମିତି ଅନୁଭବ ଆଣି ଦେଇଛି, ଯାହାକୁ ନେଇ ସେ ଏତେ ପଶ୍ଚାତାପ କରୁଛନ୍ତି।
ମିନୀଷା କୁହନ୍ତି, ‘ମୋର ଜଣେ ଅଭିନେତାଙ୍କ ସହ ରିଲେସନଶିପ୍ ଥିଲା। ମାତ୍ର ମୋତେ ଲାଗୁଛି ଏହି ବ୍ୟକ୍ତିଙ୍କ ପର୍ସନାଲିଟି ଧୋକାବାଜ ଥିଲା। ସେ କହିଛନ୍ତି, ଏ ବିଷୟରେ ମୁଁ ଅଧିକ କିଛି କହିବାକୁ ଚାହୁଁନାହିଁ। କେବଳ ଏତିକି କହିବି ଫିଲ୍ମ ଇଣ୍ଡଷ୍ଟ୍ରିର କାହା ସହ ଆଉ କେବେ ଡେଟ୍ କରିବି ନାହିଁ। କାରଣ ରିଲେସନଶିପ୍ ବହୁତ କଷ୍ଟ।
ମିନୀଷା ବର୍ତ୍ତମାନ ବି ଜଣଙ୍କ ସହ ରିଲେସନଶିପ୍ରେ ରହିଛନ୍ତି। କିନ୍ତୁ ଏବେସୁଦ୍ଧା ସେ ତାଙ୍କ ନାଁକୁ ଲୁଚାଇ ରଖିଛନ୍ତି। କାରଣ ଏ କଥାକୁ ସେ ବ୍ୟକ୍ତିଗତ ରଖିବାକୁ ଚାହାନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.