ମୁମ୍ବାଇ: ‘କାଣ୍ଟା ଲଗା’ ଗର୍ଲ ଭାବରେ ବଲିଉଡ୍ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶେଫାଳି ଜରିଓ୍ବାଲା ନିଜର ସାହସିକତା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।
ବର୍ତ୍ତମାନ ଶେଫାଳି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ସ୍ବାମୀଙ୍କ ସହ ଅନେକ ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି। ସ୍ବାମୀ ଚିରାଗ ତ୍ୟାଗୀଙ୍କ ସହିତ ଶେଫାଳି ପୁଲ୍ରେ ଗାଧୋଉଥିବା ନଜର ଆସିଛନ୍ତି।
ଖାଲି ଏତିକି ନୁହେଁ, ସେ ତାଙ୍କ ସ୍ବାମୀ ଚିରାଗଙ୍କ କାନ୍ଧରେ ବସି ମଧ୍ୟ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି। ଦୁଇଜଣଙ୍କ ମଧ୍ୟରେ ସୁନ୍ଦର କେମିଷ୍ଟ୍ରିକୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି।
ନୀଳନୟନା ଐଶ୍ୱର୍ଯ୍ୟାଙ୍କୁ ‘ଆଣ୍ଟି’ ବୋଲି କହିଥିଲେ ସୋନମ: ରାଗିଯାଇ ଏଭଳି…
ବମ୍ବେ: ସେଲିବ୍ରିଟିମାନଙ୍କ ଉପରେ ରହିଥାଏ ପ୍ରଶଂସକଙ୍କ ନଜର। ଏଭଳି ସ୍ଥିତିରେ ତାଙ୍କ ମୁହଁରୁ ବାହାରିଥିବା ପ୍ରତିଟି କଥା ଗଣମାଧ୍ୟମର ଶିରୋନାମା ପାଲଟେ। ବେଳେବେଳେ ଏହା ବିବାଦର...
ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ
ଭେଟେରାନ ଅଭିନେତା ନେଡ ବିଟିଙ୍କ ପରଲୋକ ହୋଇଛି। ସୁପରମ୍ୟାନ, ନେଟୱାର୍କ ପରି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ସେ ନଜର ଆସିଥିଲେ। ମୃତ୍ୟୁବେଳକୁ ନେଡଙ୍କୁ ୮୩ ବର୍ଷ...
ବୋଲ୍ଡ ଶଟ୍ ପାଇଁ..
କିଆରା ଆଡଓ୍ବାନୀଙ୍କୁ ନେଇ ଏବେ ଚର୍ଚ୍ଚା। କାରଣ କ’ଣ ଜାଣନ୍ତି ? ନିକଟରେ ଏକ ସିନେମାରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। କିନ୍ତୁ ଏଥିରେ...
କରୋନାରେ ଡ୍ରିମ୍ଗର୍ଲ ଫେମ୍ ରିଙ୍କୁ ସିଂଙ୍କ ପରଲୋକ
ମୁମ୍ବାଇ,୪।୬: ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ଡ୍ରିମ୍ଗର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂହ ନିକୁମ୍ଭଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...
ବଲିଉଡ୍ର ଏହି ଅଭିନେତ୍ରୀଙ୍କ ଉପରେ ଶୁଟିଂ ହୋଇଥିଲା ସର୍ବାଧିକ ବଳାତ୍କାର ଦୃଶ୍ୟ; ମାତ୍ର ୨୭ ବର୍ଷରେ ବୁଜିଥିଲେ ଆଖି
ବମ୍ବେ: ସତୁରୀ ତଥା ଅଶୀ ଦଶକରେ ନିର୍ମାଣ ହେଉଥିବା ବଲିଉଡ୍ ଫିଲ୍ମ ବିଶେଷଭାବେ ନାରୀ ଉପରେ ପର୍ଯ୍ୟବଶିତ ଥିଲା। ମହିଳାମାନଙ୍କ ଶୋଷଣ, ସମାଜର ବିଧି ବ୍ୟବସ୍ଥା...
ପ୍ରଧାନମନ୍ତ୍ରୀ ହେବେ କି; ଉତ୍ତରରେ ସୋନୁ ସୁଦ୍ କହିଲେ..
କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇ ଦେଇଛି। ଏଭଳି ପରିସ୍ଥିତିରେ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକଙ୍କୁ ସମସ୍ତ ଉପାୟରେ ସାହାଯ୍ୟ କରୁଛନ୍ତି। ଅନେକ...
ପ୍ରେମିକାଙ୍କ ବିବାହ ଖବର ଶୁଣି ସିଗାରେଟ୍ ଲଗାଇ ହାତ ପୋଡି ଦେଇଥିଲେ ଏହି ପ୍ରସିଦ୍ଧ ଅଭିନେତା
ହିନ୍ଦୀ ସିନେମାର ଜଣେ ମହାନ ଅଭିନେତ୍ରୀ ଥିଲେ ନର୍ଗିସ ଦତ୍ତ। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିଲେ। ତାଙ୍କର ପ୍ରକୃତ ନାମ ଥିଲା ଫାତିମା...
ଅଜୟ ଦେବଗନ୍ଙ୍କ କିଣିଲେ ନୂଆ ଘର: ଦାମ୍ ରହିଛି…
ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କର ଜୁହୁରେ ଏକ ସୁନ୍ଦର ବଙ୍ଗଳା ଅଛି। ଏଠାରେ ସେ ତାଙ୍କ ପରିବାର ସହିତ ରୁହନ୍ତି। ଏକ ଇନଡୋର ଜିମ ବ୍ୟତୀତ...


